October 23, 2024

Odia Express

Here, There and Everywhere

IAS ଇଣ୍ଟରଭିଉ ରେ ପଚାରାଯାଇଥିବା କିଛି ଅତ୍ୟନ୍ତ ସ୍ୱତନ୍ତ୍ର ତଥା ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ – ଆପଣଙ୍କ ଘରେ ନିଆଁ ଲାଗି ଥିବ ଓ ବଜାର ରେ ଦଙ୍ଗା ହେଲେ ତମେ କେଉଁଠିକି ଆଗ ଯିବ – ଜବାବ ବି ଆଶ୍ଚର୍ଯ୍ୟକର…

ଏପରି ଚତୁର ପ୍ରଶ୍ନ ଶୁଣିଲେ ଆପଣ ମଧ୍ୟ ଗୋଟିଏ ମିନିଟ ପାଇଁ ଦ୍ଵନ୍ଦ ରେ ପଡିବେ | କଣ ଏହାର ଉତ୍ତର ହେବ କହିବା ଆଗରୁ ଆପଣଙ୍କ ମୁଣ୍ଡ ଘୁରି ବୁଲିବ |କାରଣ ଏହି ପ୍ରଶ୍ନ ଆପଣଙ୍କ ଦିମାଗ ସହ ଖେଳିବା ପାଇଁ ଚେଷ୍ଟା କରାଯାଏ | ଆଜି ଆମେ ଆପଣଙ୍କ ସାମ୍ନା ରେ ପୁଣି ନେଇକି ଆସିଛୁ ଆଇଏଏସ ର କିଛି ଅତ୍ୟନ୍ତ ସ୍ୱତନ୍ତ୍ର ପ୍ରଶ୍ନ ଯାହା କି ଆପଣଙ୍କ ମନ କିଣି ନେଇ ପାରିବ। ତ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା।

୧: ଏକ କ୍ୟାଁଡିଡେଟ କୁ ପଚରା ଗଲା କି ଆପଣ ଆଇଆଇଟି ରୁ ଗ୍ରାଜୁଏଟ ଅଟନ୍ତି ତ ଆପଣଙ୍କର ଆଇଆଇଟି ର ଡିଗ୍ରୀ ଆଇଏଏସ ରେ କିପରି କାମରେ ଆସିବ?

ଉତ୍ତର : ଉତ୍ତର ରେ ପ୍ରାର୍ଥୀ ଜଣକ କହିଲେ କି ଆଇଆଇଟି ର ଡିଗ୍ରୀ ମୋତେ ପୋଜଟିଭ ଆଟିଚ୍ୟୁଡ଼ ଦେଇଥାଏ। ମୋ କାମ ଭିତରେ ମୋତେ ଅନେକ ଏପରି ସ୍ଥାନ ଦେଇକି ଯିବାକୁ ହେବ ଯେଉଁଠି କି ମୋତେ ଯୁକ୍ତିଗତ ତଥା ବିଜ୍ଞାନଗତ ଜ୍ଞାନ ର ଆବଶ୍ୟକତା ପଡିବ। ସେଠାରେ ମୋର ଆଇଆଇଟି ର ଡିଗ୍ରୀ ତଥା ଜ୍ଞାନ ହି କାମ ରେ ଆସିବ।

୨: ଆପଣ ଗୋଟେ ଜିଲ୍ଲା ର ଡିଏମ ଅଟନ୍ତି ଆଉ ଆପଣ ଏକ ମିଟିଂ ରେ ଯାଇଥିବା ସମୟରେ ପବ୍ଲିକ ଆପଣଙ୍କୁ ଘେରି ନିଅନ୍ତି ତ ଆ0ଅଂ କଣ କରିବେ?

ଉତ୍ତର : ଜବାବ ଥିଲା କି ସାର ମୁ ପ୍ରଥମେ ପବ୍ଲିକ କୁ ଶାନ୍ତ କରିବାକୁ ଚେଷ୍ଟା କରିବି। ତାଙ୍କର ସମସ୍ୟା ଶୁଣିବି ଆଉ ଯଦି ତାଙ୍କ ନଜର ରେ କେଉଁ ଅଧିକାରୀ ଦୋଷୀ ଥାଏ ତ ତାଙ୍କରି ସାମ୍ନା ରେ ମୁ ସେହି ଅଧିକାରୀ ଙ୍କୁ କାମ ରୁ ଖାରଜ କରିବି ଯାହାଦ୍ୱାରା କି ପବ୍ଲିକ ଖୁସ ହେଇଯିବେ ଆଉ ଶାନ୍ତ ବି।

୩: ଆମ ଦେଶରେ ବଢୁଥିବା ମହିଳା ମାନଙ୍କ ଉପରେ ଅତ୍ୟାଚାର ପାଇଁ କି ନିୟମ ହେବା ଦରକାର?

ଉତ୍ତର :ଜବାବ ଥିଲା କି ସାର ଆମ ଦେଶରେ ଏବେ ବି ବହୁତ ଶକ୍ତ ନିୟମ ଅଛି କିନ୍ତୁ ମହିଳା ମାନଙ୍କ ଉପରେ ଅତ୍ୟାଚାର ହେଉଛି। ୟାକୁ ଅଟକାଇବା ପାଇଁ ଆମକୁ ଆମ ଭାବନା ବଦଳେଇବା ଦରକାର ଆଉ ଏହାପାଇ ଆମକୁ ଆମ ଛୁଆ ମାନଙ୍କୁ ଭଲ ସଂସ୍କାର ଦେବା ଦରକାର। କି ସେମାନେ ନିଜର ଘର ମହିଳା ମାନଙ୍କ ପରି ଅନ୍ୟ ମହିଳା ମାନଙ୍କୁ ବି ସମ୍ମାନ କରିବେ। ଆଉ ମହିଳା ମାନଙ୍କ ପାଇଁ ସେଲ୍ଫ ଦିଫେନ୍ସ ର ଟ୍ରେନିଂ ସବୁଆଡେ ଥିବା ଦରକାର।

୪: ଯଦି ଆପଣ କୁଆଡେ ଯାଉଛନ୍ତି ଆଉ ବାଟରେ ଦେଖନ୍ତି କି ଜଣେ ମହିଳା ଆଉ ଜଣେ ପୁରୁଷ କୁ ପିଟୁଛନ୍ତି ତ ଆପଣ କଣ କରିବେ?

ଉତ୍ତର : ତ ଏହାର ଜବାବ ଥିଲା କି ସାର ମୁ ପ୍ରଥମେ ମହିଳା ଙ୍କୁ ଶାନ୍ତ କରିବି ଆଉ ପୁରା ମାମଲା ଜାଣିବାକୁ ଚେଷ୍ଟା କରିବି। ଯଦି ଭୁଲ ପୁରୁଷ ର ଥାଏ ତ ମୁଁ ପୋଲିସ ଡାକିବି ଆଉ ଯଦି ଭୁଲ ମହିଳା ଙ୍କର ଥାଏ ତାହେଲେ ବି ମୁ ମହିଳା ପୋଲିସ ଡାକିକି ମହିଳା ଜଣଙ୍କ ନା ରେ ଜଣେ ପୁରୁଷ କୁ ପିଟିବା ତଥା ମଝି ରାସ୍ତା ରେ ହଙ୍ଗାମା କରିବା ଅଭିଯୋଗ ରେ ଦେଇଦେବି।

୫: ଆପଣ କେଉଁ ଜିଲ୍ଲା ର ଡିଷ୍ଟିଟ ମାଜିଷ୍ଟ୍ରେଟ ଅଟନ୍ତି ଆଉ ଆପଣଙ୍କୁ ଖବର ଆସିଲା କି ଆପଣଙ୍କ ଜିଲ୍ଲା ରେ ଦଙ୍ଗା ହେଇଯାଇଛି ଆଉ ସେହି ସମୟରେ ହି ଆପଣଙ୍କୁ ଖବର ଆସିଲା କି ଆପଣଙ୍କ ଘରେ ନିଆଁ ଲାଗିଯାଇଛି। ତ ଆପଣ କୁଆଡେ ଆଗେ ଯିବେ ଆଉ କାହିଁକି?

ଉତ୍ତର : ଜବାବ ଥିଲା କି ଏକ ଆଇଏଏସ ଅଫିସର ହେଇଥିବାରୁ ପ୍ରଥମେ ସହର ର ଶୃଙ୍ଖଳା ବଜାୟ ରଖିବା ମୋର କର୍ତ୍ତବ୍ୟ। ତେଣୁ ମୁ ପ୍ରଥମେ ପୋଲିସ ନେଇକି ଦଙ୍ଗା ଵାଲା ଜାଗାକୁ ଯିବି ଆଉ ଦମକଳ କୁ ଫୋନ କରିକି ଘରକୁ ପଠାଇ ଦେବୀ।

Leave a Reply

Your email address will not be published. Required fields are marked *