ଭାରତରେ ହୀରା କିପରି ବନିଥାଏ – ଏହାର ସତ୍ୟତା ପ୍ରାୟ ୯୦ ପ୍ରତିଶତ ଲୋକ ଜାଣି ନଥିବେ…
ଆପଣ ମାନଙ୍କୁ ଏହା ହି ଜଣା ଥିବ କି ହୀରା ଆମକୁ କୋଇଲା ଖଣି ରୁ ମିଳି ଥାଏ ଆଉ ଏହା ଅତ୍ୟନ୍ତ ମୂଲ୍ୟବାନ ହେଇଥାଏ। ଆଜି ଆମେ ଆପଣଙ୍କ ଏହାର ସତ୍ୟତା କହିବାକୁ ଯାଉଛୁ କକ ହୀରା କିପରି ମିଳିଥାଏ, ଆଉ ହୀରା ଭାରତ ରେ କେଉଁ କେଉଁ ଜାଗା ରେ ଥାଏ। ଏହା ଆପଣ ଜାଣନ୍ତୁ।ଆମେ ହଜାର ହଜାର ବର୍ଷ ରୁ ହୀରା କୁ ଏକ ସମ୍ମାନ ତଥା ରାଜକୀୟ ଭାବନା ର ପ୍ରତୀକ ଭାବେ ମାନି ଆସୁଛୁ।
ରୋମ ର ଲୋକ ଏହାକୁ ଭଗବାନ ଙ୍କର ଲୁହ ଭାବେ ଗଣନା କରିଥାନ୍ତି। ଆମ ଭାରତ ରେ ଏହା ଯୁଗ ଯୁଗ ରୁ ଏକ ମୁଖ୍ୟ କାରବାର ର ପ୍ରତୀକ ରହି ଆସିଛି।
ଆପଣଙ୍କୁ କହି ରଖୁଛୁ କି ଆର ବର୍ଷ ଏହି ହୀରା ଆମ ଭାରତ ର ଅନେକ ପ୍ରକାର ର ଖାଦାନ ମାନଙ୍କରୁ ମିସେଇକି ପ୍ରାୟ ୪୦ ହଜାର କ୍ୟାରେଟ ବାହାର କର ଯାଇଥିଲା। ଏହା ସମଗ୍ର ବିଶ୍ୱର ଉତ୍ପାଦନ ହେଇଥିବା ୧୩୨ ମିଲିଅନ କ୍ୟାରେଟ ହୀରା ର ପ୍ରାୟ ୧% ର ଦଶମ ଭାଗ ରୁ ବି କମ ପରିମାଣ ର ଥିଲା।
କୁହାଯାଏ କି ବିଶ୍ୱର ପ୍ରଥମ ହୀରା ର ଖୋଜ ଭାରତ ର ଆଧୁନିକ ହାଇଦ୍ରାବାଦ ର ଏକ ନଦୀ କୁଳ ରେ ଚମକଦାର ବାଲି ରୁ ପ୍ରାୟ ୪ ହଜାର ବର୍ଷ ପୂର୍ବେ କରା ଯାଇଥିଲା। ଆଉ ଆପଣଙ୍କୁ ପ୍ରାୟ ଜଣା ଥିବ କି ଭାରତ ର ପଶ୍ଚିମ ଭାଗ ସୁରଟ ରେ ହୀରା କାଟିବା ତଥା ଏହାର ମେନୁଫ୍ୟାକ୍ଚରିଙ୍ଗ ର କାମ କର ଯାଏ ଯାହା କି ଭାରତ ର ଅଧାଧିକ କାମ ସେଠାରେ ହି କରା ଯାଏ। ଆପଣଙ୍କୁ ଆମେ କହି ରଖୁଛୁ କି ଏହି କାମ ପାଇଁ ଦୁନିଆ ର ପ୍ରାୟ ୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳି ପାରିଛି।
ଏବେ ଚାଲନ୍ତୁ ଜାଣିବା କି ହୀରା କିପରି ବନି ଥାଏ। ବୈଜ୍ଞାନିକ ମାନଙ୍କ ମୁତାବିକ ଆମ ଧରିତ୍ରୀ ର ପ୍ରାୟ ୧୬୦ କିମି ତଳ ଭାଗ ରେ ଅତ୍ୟନ୍ତ ଗରମ ପରିବେଶ ରେ କାର୍ବନ ର ଅଣୁ ଗୁଡିକ ଅତ୍ୟନ୍ତ ସ୍ୱତନ୍ତ୍ର ଭାବେ ଯୋଡି ହୋଇ ଯାଆନ୍ତି। ତା ପରେ ହି ସେମାନେ ଅତ୍ୟନ୍ତ ବୃହତ ଚାପ ରେ ତାପି ତାପି ହେଇ ହି ହୀରା ଭଳି ମୂଲ୍ୟବାନ ପଥର ବନନ୍ତି। ଏହାପରେ ଲାଭା ଉଦଗୀରଣ ଦ୍ୱାରା ସେମାନେ ଆମ ପୃଥିବୀ ଉପରକୁ ଆସନ୍ତି।
ଏହା ମୂଳ ଭାବେ କାର୍ବନ ର ଶୁଦ୍ଧତ୍ତମ ରୂପ ହେଇଥାଏ ଆଉ ଏଥିରେ କିଛି ବି ମିଶ୍ରଣ ନଥାଏ। ଏହାକୁ ଯଦି ଆମେ ୧୧୫୦℃ ରେ ଗରମ କରିବା ତ ତାହା ଜଳିକି ପୁରା ପାଉଁଶ ବି ଆଉ ରହିବନି। କାରଣ ଏହା ସମ୍ପୂର୍ଣ ରୂପେ କାର୍ବନ ଡାଇ ଅକ୍ସାଇଡ଼ ତିଆରି କରିନେବ।ଏହାକୁ ଅଧିକ ମାତ୍ରାରେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।