ଚାଣକ୍ୟ ନୀତି – ସବୁଠୁ ବଡ ପ୍ରେରଣା ଦାୟକ କଥା – ଏହି କଥା ପଢିଲେ ଜୀବନର ଅସଲ ସତ୍ୟତା ଜାଣିଯିବେ ଆପଣ..
ଆଜି ଆମେ ଆପଣଙ୍କ ପାଖରେ ଆଚାର୍ଯ୍ୟ ଚାଣକ୍ୟ ଙ୍କର ଏକ ନୂଆ କଥନ ନେଇକି ଆସିଛୁ ଯାହାକୁ ଦେଖିବା ପରେ ଆପଣ ଅତ୍ୟନ୍ତ ପ୍ରେରିତ ହେଇଯିବେ। ଆପଣ ଏହାକୁ ଶେଷ ଯାଏ ପଢନ୍ତୁ କାରଣ ନିଜେ ଆଚାର୍ଯ୍ୟ ହିଁ କୁହନ୍ତି କି ଅଧୁରା ଜ୍ଞାନ ଅତ୍ୟନ୍ତ ଘାତକ ହେଇ ଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ରେ ଲେଖିଛନ୍ତି କି ଏକ ମନୁଷ୍ୟର ଚାରିଟି ଜିନିଷ ପ୍ରତି ଲୋଭ କେବେ କମି ନଥାଏ। ତାହା ହେଉଛି ଧନ, ଜୀବନ ,ବାସ୍ନା ଆଉ ଭୋଜନ। ଏହି ସମସ୍ତ ଜିନିଷ ତାକୁ ଯେତେ ପରିମାଣ ରେ ବି ମିଳିଗଲେ ସେ ଏହାପାଇ ସର୍ବଦା ଆଶାୟୀ ରହି ଥାଏ।
ଆଉ ଏକ ମନୁଷ୍ୟ ପାଖରେ ଧନ ରହିବା ନିହାତି ଆବଶ୍ୟକ। କାରଣ କେବେ ତା ଉପରେ ଅସୁବିଧା ପଡିଯିବ ଆଉ ସେ ତାର ମୁକାବିଲା କରି ପାରିବ ନାହିଁ। କାରଣ ଅସୁବିଧା ସମୟରେ ଜଣେ ଆପଣାର ବି ହାତ ଛାଡି ଦେଇ ଥାଏ। ଆଉ ଯଦି ଧନ ତା ପାଖରେ ଥାଏ ତ ସେ ଏହାର ମୁକାବିଲା କରିବା ପାଇଁ ସକ୍ଷମ ହେଇ ଯାଏ। ଧନ ର ମାତ୍ରା ଅଧିକ ହେବା ହି ଜଣେ ମନୁଷ୍ୟ କୁ ସକ୍ଷମ କରି ଥାଏ।
ଆଉ ଜଣେ ମନୁଷ୍ୟ କେବେ ବି ପୁରା ଭଲ ଆଉ ସାଧାରଣ ହେଇକି ନିଜର ଜୀବନ ଅତିବାହିତ କରି ପାରିବ ନାହିଁ। କାରଣ ସିଧା ଗଛ କୁ ଜଙ୍ଗଲ ରେ ଆଗରେ କଟାଯାଏ। ସିଧା ଆଉ ସାଧାରଣ ହେଇକି ରାହୁ ଥିବା ଲୋକଙ୍କୁ ଯେ କେହି ବି ଆସିକି ଦବେଇ ଦେଇକି ଚାଲି ଯାଏ। ସିଧା ରହିବା କିଛି ବହୁତ ଭଲ କଥା ନୁହଁ କାରଣ ସିଧା ରହିବା ଦ୍ୱାରା ହି ଜୀବନ ରେ ଅନେକ ଅସୁବିଧା ଆସିଥାଏ।
ଈଶ୍ୱର ଙ୍କର ହାତ ରେ ସବୁକିଛି ଥାଏ। ଈଶ୍ୱର ହି ସର୍ବଶକ୍ତିମାନ ଅଟନ୍ତି। ଈଶ୍ୱର ହି ଜଣେ ରାଜା କୁ ଦାସ ଆଉ ଜଣେ ଦାସ କୁ ରାଜା କରିପାରନ୍ତି ଆଉ ଈଶ୍ୱର ହି ଜଣେ ଗରିବ କୁ ଧନୀ ତଥା ଜଣେ ଧନୀ କୁ ଗରିବ କରି ପାରନ୍ତି।
ସବୁ ପାହାଡ଼ ରେ ହୀରା ନଥାଏ, ସବୁ ହାତୀ ମୁଣ୍ଡରେ ମୁକ୍ତା ନଥାଏ। ସେପରି ହି ସମସ୍ତ ପବିତ୍ର ସ୍ଥଳ ରେ ଭଲ ଆଉ ପୁଣ୍ୟାତ୍ମା ମିଳନ୍ତି ନାହିଁ ଆଉ ସମସ୍ତ ଜାଗା ରେ ଆମକୁ ଭଲ ଲୋକ ମିଳନ୍ତି ନାହିଁ। ଏହି ଦୁନିଆ ମତଲବ ରେ ଘେରା ଅଛି ଆଉ ଏହାକୁ ବୁଝିବା ପାଇଁ ଆପଣଙ୍କୁ ବହୁତ ଥର ଭାବିବାଡ ହେବ।
ଚାଣକ୍ୟ କୁହନ୍ତି କି ଯେପରି ହାତୀ ବୁଢା ହେବା ପରେ ବି ଚଞ୍ଚଳ ଥାଏ, ସୁନା କୁ ହଜାରେ ଥର ନିଆଁ ରେ ତତେଇବା ଦ୍ୱାରା ବି ତାହା ନିଜର ଚମକ କେବେ ଛାଡି ନଥାଏ ସେପରି ହିଁ ଜଣେ ଭଲ ମଣିଷ କେବେ ବି ତାର ଗୁଣ କୌଣସି ପରିସ୍ଥିତି ରେ ବି ଛାଡି ନଥାଏ।ତେବେ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ନିଜର ମତାମତ ଆମକୁ ପ୍ରଦାନ କରନ୍ତୁ।