October 22, 2024

Odia Express

Here, There and Everywhere

IAS ଇଣ୍ଟରଭିୟୁରେ ସରଳ ପ୍ରଶ୍ନ ମାନଙ୍କର ଉତ୍ତର ଦେବା ହୋଇଯାଏ କଠିନ, ଜାଣନ୍ତୁ ପଚରାଯାଇଥିବା ବଙ୍କା ତେଢା ପ୍ରଶ୍ନ ବିଷୟରେ – ଜଣେ ବ୍ୟକ୍ତି 8ଦିନ ପର୍ଯ୍ୟନ୍ତ ବିନା ନିଦରେ କିପରି ରହିପାରିବ?

1 min read

ଦେଶର ପ୍ରତ୍ୟେକ ଯୁବକଙ୍କର ଏହି ସ୍ଵପ୍ନ ଥାଏ ଯେ ସେ ଦେଶ ଏବଂ ସମାଜର ସେବା କରିବେ, ଏଥିପାଇଁ ଆଇଏଏସ ବହୁତ ଭଲ ଚାକିରି ବୋଲି କୁହାଯାଏ , ଆଇଏଏସ ଏକ ଏପରି ଋ ଚାକିରି ଅଟେ ଯାହାକୁ ପ୍ରାପ୍ତ କରିବା ନିମନ୍ତେ ଯୁବକ ଗୋଷ୍ଠୀ ବହୁତ ପରିଶ୍ରମ କରନ୍ତି। ପରନ୍ତୁ ଏହା ସତ୍ବେ ମଧ୍ୟ କିଛି ଲୋକ ଅଟନ୍ତି ଯେଉଁମାନେ ଏଥିରେ ସଫଳ ହୋଇପାରନ୍ତି। ଏହି ପରୀକ୍ଷା ବହୁତ କଠିନ ହୋଇଥାଏ। ଯଦି ଆପଣ ଆଇଏଏସ ହେବାକୁ ଇଚ୍ଛୁକ ତ ଏଥିପାଇଁ ସଠିକ ରଣନୀତି ସହିତ ପଠନ କରନ୍ତୁ, ପରିଶ୍ରମ କରନ୍ତୁ ଏବଂ ନିଷ୍ଠା ବଜାୟ ରଖନ୍ତୁ । ଯଦି ଆପଣଙ୍କ ଭିତରେ ଆଇଏଏସ ହେବାର ଉତ୍ସାହ ରହିଛି ତ ଆପଣ ଏଥିରେ ଅବଶ୍ୟ ସଫଳ ହେବେ ।

ପ୍ରକୃତରେ , ଆଇଏଏସ କିମ୍ବା ଆଇପିଏସ ହେବା ନିମନ୍ତେ କେବଳ ଇଉପିଏସସି ପରୀକ୍ଷା ପାସ କରିବା ଯଥେଷ୍ଠ ହୋଇନଥାଏ, ପ୍ରି- ମେନ୍ସ ପରୀକ୍ଷା ସଫଳ ହେବା ପରେ ଆଶାୟୀଙ୍କ ଆଗରେ ଏକ ବହୁତ ବଡ ଆହ୍ଵାନ ରହିଥାଏ ତାହା ଅଟେ ଇଣ୍ଟରଭିୟୁ, ଆଇଏଏସ ଇଣ୍ଟରଭିୟୁରେ ଆଶାୟୀଙ୍କୁ ଏପରି ଏପରି ପ୍ରଶ୍ନ ପଚରାଯାଏ ଯାହାର ଉତ୍ତର ଦେବାପାଇଁ ଝାଳ ବାହାରିପଡେ , ଅଧିକତର ପ୍ରାର୍ଥୀ ଇଣ୍ଟରଭିୟୁରେ ହିନ ଫେଲ ହୋଇଯାନ୍ତି, ଏସବୁ ପ୍ରଶ୍ନ ଆଶାୟୀଙ୍କ ମୁଣ୍ଡକୁ ପୁରା ବୁଲେଇ ଦିଏ, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା ଏହି ସହଜ ପ୍ରଶ୍ନର ଉତ୍ତର ବିଷୟରେ ସୂଚନା ଦେବାକୁ ଯାଉଛୁ, ଯଦି ଆପଣ ଆଇଏଏସ କିମ୍ବା ଆଇପିଏସ ହେବାର ସ୍ଵପ୍ନ ଦେଖୁଛନ୍ତି ତ ଏହା ଆପଣଙ୍କ କାମରେ ଆସିବ ।

ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନ ଏବଂ ତାହାର ଉତ୍ତର

ପ୍ରଶ୍ନ1- ମୟୂର ଏକ ପକ୍ଷୀ ଅଟେ ଯିଏ ଅଣ୍ଡା ଦିଏ ନାହିଁ, ତ ମୟୂରର ଛୁଆ କିପରି ଜନ୍ମ ହୋଇଥାନ୍ତି ?

ଉତ୍ତର- ଏବେ ଆପଣ ଏହି ପ୍ରଶ୍ନକୁ ଦେଖନ୍ତୁ, ଏହି ପ୍ରଶ୍ନକୁ ଶୁଣିବା ପରେ ଭଲ ଭଲ ଲୋକଙ୍କ ମୁଣ୍ଡ ବୁଲେଇ ଦେବ, କିନ୍ତୁ ଯଦି ଏହି ପ୍ରଶ୍ନକୁ ଠିକ ଭାବରେ ଦେଖାଯାଏ ତ ଆପଣ ଏହି ପ୍ରଶ୍ନର ଉତ୍ତର ସହଜରେ ଦେଇପାରିବେ, ଏହାର ଉତ୍ତର ଅଟେ “ପୁରୁଷ ମୟୂର କେବେ ମଧ୍ୟ ଅଣ୍ଡା ଦେଇନଥାଏ , ସବୁବେଳେ ମାଈ ମୟୂର ଅଣ୍ଡା ଦିଏ”।

ପ୍ରଶ୍ନ2- ମହିଳା ଆଶାୟୀଙ୍କୁ ପଚରାଯାଇଥିବା ପ୍ରଶ୍ନ “କଣ ହେବ ଯଦି ଦିନେ ସକାଳେ ଆପଣ ଉଠିବେ ଏବଂ ଆପଣଙ୍କୁ ଏହା ଜଣା ପଡିବ ଯେ ଆପଣ ଗର୍ଭବତୀ ଅଟନ୍ତି?”

ଉତ୍ତର- ଏହି ପ୍ରଶ୍ନକୁ ଦେଖିବା ପରେ ମନରେ ଅନେକ ଅନେକ ପ୍ରଶ୍ନ ଉତ୍ପର୍ଣ୍ଣ ହେବାରେ ଲାଗନ୍ତି, କିନ୍ତୁ ଏହି ପ୍ରଶ୍ନର ଉତ୍ତର ମହିଳା ଆଶାୟୀ ବହୁତ ସୁନ୍ଦର ଶୈଳୀରେ ଦେଇଥିଲେ, ଏହି ପ୍ରଶ୍ନର ଉତ୍ତର ଅଟେ “ମୁଁ ବହୁତ ଖୁସି ହୋଇଯିବି ଏବଂ ଏହି ଖୁସି ଖବର ନିଜର ସ୍ଵାମୀଙ୍କୁ ଜଣେଇବି ଏବଂ ଦୁହେଁ ମିଶି ଆମେ ଏହାର ଖୁସି ପାଳନ କରିବୁ ।

ପ୍ରଶ୍ନ3- ଯଦି ଗୋଟିଏ ପାଚେରିକୁ ବନେଇବାକୁ 8ପୁରୁଷଙ୍କୁ 10ଘଣ୍ଟା ସମୟ ଲାଗେ ତ ଏହାକୁ ବନେଇବାକୁ ଚାରିଜଣ ଲୋକଙ୍କୁ କେତେ ସମୟ ଲାଗିବ?

ଉତ୍ତର- ଏହି ପ୍ରଶ୍ନ ବହୁତ ମୁଣ୍ଡ ବୁଲେଇଲବାଲା ଅଟେ, କିନ୍ତୁ ଏହାର ଉତ୍ତର ବିଲକୁଲ ସରଳ ଅଟେ। “ଏହି ପାଚେରି ପ୍ରଥମରୁ ତିଆରି ହୋଇସାରିଛି , ଏଥିପାଇଁ ଏହାକୁ ବନେଇବାକୁ କିଛି ସମୟ ଲାଗିବ ନାହିଁ ।

ପ୍ରଶ୍ନ4- ଦୁଇଜଣ ଯମଜ ଶିଶୁ ମେ ରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନରେ ଅଟେ, ଏହା କିପରି ସମ୍ଭବ ଅଟେ ?

ଉତ୍ତର- ଏହି ପ୍ରଶ୍ନ ହୁଏତ ବହୁତ ଚିନ୍ତାରେ ପକେଇପାରେ, ପରନ୍ତୁ ଯଦି ବୁଦ୍ଧିମାନୀ ଦ୍ଵାରା ଏହି ପ୍ରଶ୍ନର ଉତ୍ତର ଦିଆଯାଏ ତେବେ ଏହା ବହୁତ ସହଜ ପ୍ରଶ୍ନ ଅଟେ, ଏହି ଇପ୍ରଶ୍ନର ଉତ୍ତର ଅଟେ, “ଯମଜ ଶିଶୁ ଜୁନ ମାସରେ ହିଁ ଜନ୍ମ ହୋଇଥିଲେ ଏବଂ ସେମାନଙ୍କ ଜନ୍ମସ୍ଥାନ ମେ ଅଟେ,ମେ ସହରର ନାମ ଅଟେ” ।

ପ୍ରଶ୍ନ5- ଜେମ୍ସ ବଣ୍ଡ ଏୟାରପ୍ଳେନରୁ ବିନା ପାରାଚ୍ୟୁଟ ରେ କୁଦିବା ପରେ ମଧ୍ୟ ଜୀବିତ ରହିଲେ, ଏହା କିପରି ସମ୍ଭବ ହେଲା?

ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ଅଟେ, ଏୟାରପ୍ଳେନ ଉଡୁନଥିଲା ବରଂ ରନୱେରେ ଥିଲା ହୋଇଥିଲା ।

ପ୍ରଶ୍ନ6- ଏପରି କେଉଁ ଜିନିଷ ଅଛି ଯାହା ଆପଣ ଜଳଖିଆରେ ଖାଇପାରିବେ ନାହିଁ ?

ଉତ୍ତର – ଏହି ପ୍ରଶ୍ନର ସଠିକ ଉତ୍ତର ଅଟେ କେବେ ମଧ୍ୟ ରାତିର ଖାଦ୍ଯ(ଡିନର) ଜଳଖିଆରେ ଖିଆଯାଇ ପାରିବ ନାହିଁ ।

ପ୍ରଶ୍ନ7- ଜଣେ ବ୍ୟକ୍ତି 8ଦିନ ପର୍ଯ୍ୟନ୍ତ ବିନା ନିଦରେ କିପରି ରହିପାରିବ?

ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ଅଟେ ଯେ ବ୍ୟକ୍ତି ରାତି ସମୟରେ  ନିଦରେ ଶୋଉଛନ୍ତି ।

Leave a Reply

Your email address will not be published. Required fields are marked *