October 18, 2024

Odia Express

Here, There and Everywhere

ଏହି ଉପାୟରେ କୋଲଗେଟ ପେଷ୍ଟ ଦ୍ୱାରା ଗୋରା କରନ୍ତୁ ନିଜ ଶରୀର ରଙ୍ଗ..

କୋଲଗେଟ ପେଷ୍ଟ କୁ ଆମେ ଆମ ଦୈନନ୍ଦିନ ଜୀବନରେ ଦାନ୍ତ ଘଷିବା ପାଇଁ ବ୍ୟବହାର କରନ୍ତି। ଆପଣ ଚାହିଁଲେ ଏହି ପ୍ରୟୋଗ ପାଇଁ ଯେ କୌଣସି ,ପେଷ୍ଟ ର ବ୍ୟବହାର ମଧ୍ୟ କରି ପାରିବେ। ପେଷ୍ଟ ରେ ରହୁଥିବା ଉପକାରୀ ଉପାଦାନ ଗୁଡିକ ହେଲା। ସଲଫର,କ୍ଲୋରିନ୍, ହାଇଡ୍ରୋକ୍ସଇ ଇତ୍ୟାଦି। ଏହାର ସଠିକ ବ୍ୟବହାର ଦ୍ୱାରା ଆମ ଚର୍ମ କୁ ସୁନ୍ଦର ଏବଂ ଗୋରା କରି ପାରିବ। ତେବେ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଏହି ଟୁଥ ପେଷ୍ଟ କୁ ସହଜରେ ବ୍ୟବହାର କରି ଆପଣଙ୍କ ଶରୀର କୁ ଗୋରା କରି ପାରିବେ। ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ପଢନ୍ତୁ।

ଘରେ ଥିବା ପେଷ୍ଟ କୁ ଆଣନ୍ତୁ ଏଥିରୁ ଆବଶ୍ୟକତା ଅନୁସାରେ ପେଷ୍ଟ କାଢି ନିଜ ଶରୀର ,ହାତ ,ମୁହଁ ଆଦି ସ୍ଥାନ ରେ ଲଗାନ୍ତୁ। କିଛି ସମୟ ରୁହନ୍ତୁ ଏହା ଟିକେ ଶୁଖି ଯିବା ପରେ ଏହାକୁ ଏକ ବ୍ୟବହାର ହୋଇସାରିଥିବା ବ୍ରସ ରେ ଗୋଲ ଗୋଲ କରି ଘସନ୍ତୁ ଯେପରି ମୃତ କୋଷ ଗୁଡିକ ସ୍କିନ ଉପରୁ ଚାଲିଯିବ। ଏହାପରେ ଏକ ଫାଳ ଲେମ୍ବୁ ଆଣି ଏହାକୁ ଭଲଭାବରେ ଚର୍ମ ରେ ଘଷି ପେଷ୍ଟ କୁ ଛଡ଼େଇବାକୁ ଚେଷ୍ଟା କରନ୍ତୁ। 2 ,3 ମିନିଟ ପରେ ଆପଣ ଏହା ପରେ ଚର୍ମ କୁ ପାଣି ଦ୍ୱାରା ଧୋଇ ଦିଅନ୍ତୁ।

ଦେଖିବେ ଆପଣଙ୍କ ସ୍କିନ ଆହୁରି ଅଧିକ ଗୋରା ହୋଇ ସାରିଛି। ଏହାପରେ ସ୍କିନ ରେ ଅଲୋଭେରା ଜେଲ କିମ୍ବା ଯେ କୌଣସି ତେଲ ଲଗେଇ ଟିକେ ସମୟ ମାଲିସ କରନ୍ତୁ। ଏବେ ଦେଖିବେ ସ୍କିନ କିପରି ଗ୍ଲୋ କରୁଛି। ଏହିପରି ଆପଣ ଦୁଇ ତିନି ଦିନରେ ଥରେ ଟ୍ରାଏ କରନ୍ତୁ ଦେଖିବେ ମାସେ ମଧ୍ୟରେ ଆପଣଙ୍କ ଶରୀର ଗୋରା ହୋଇଯିବ। ଆପଣ ଏହି ଉପାୟ କୁ ନିଜ ବେକ,କହୁଣୀ,କାନ୍ଧ,ଆଣ୍ଠୁ ,ପାଦ ଆଦି ଯେ କୌଣସି ସ୍ଥାନ ରେ ପ୍ରୟୋଗ କରି ପାରିବେ।

Leave a Reply

Your email address will not be published. Required fields are marked *