October 9, 2024

Odia Express

Here, There and Everywhere

କେବେ ଆପଣ ଭାବିଛନ୍ତି କି ପ୍ରାୟ ସ୍ଥାନ ରେ ଛୁଟି ରବିବାରରେ ହିଁ କାହିଁକି ହୁଏ? ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଆଜି ଆମେ ଆପଣଙ୍କୁ ଏକ ଏପରି କଥା ବାବଦରେ କହିବାକୁ ଯାଉଛୁ ଯାହା ବାବଦରେ ହୁଏତ ଆପଣ କେବେ ବି ଭାବି ନଥିବେ। ଆପଣ ଆଜି ଜାଣିବେ କି ଛୁଟି ରବିବାର ରେ ହି କାହିଁକି ମିଳି ଥାଏ। ଆଜ୍ଞା ହଁ ଆଜି ଆମେ କହିବୁ କି ଛୁଟି ରବିବାର ରେ ହି କାହିଁକି ମିଳିଥାଏ। ଛୁଟି ଏକ ଏପ୍ରକାର ଶବ୍ଦ ଯାହା ଶୁଣିବା ପରେ ହି ସଭିଙ୍କ ମୁଖ ରେ ଏକ ହସ ଉଠିଯାଏ। କାରଣ ଏହି ବ୍ୟସ୍ତବହୁଲ ଜୀବନ ରେ ଛୁଟି ସଭିଙ୍କୁ ଦରକାର ଥାଏ। ଛୁଟି ନାମ ଶୁଣିବା ଦ୍ୱାରା ହି ଏହି ଜୀବନ ରେ ଆମେ ହୁଏତ କିଛି କରିପାରିବା। ଏହି କାରଣ ରୁ ହି ସମସ୍ତେ ଜୀବନ ରେ ରବିବାର କୁ ଅପେକ୍ଷା କରି ଥାଆନ୍ତି। ରବିବାର ଦିନ ଆମ ସମସ୍ତଙ୍କୁ ଛୁଟି ମିଳେ ଆଉ ତାହା ବି ଆମେ ଯେପରି ଆମ କାମ ରୁ ଟିକେ ବ୍ରେକ ନେଇ ପାରିବା ଆଉ ଆମ ପରିବାର ସହ ସମୟ ବିତେଇ ପାରିବା। ମାତ୍ର ପ୍ରଶ୍ନ ଆସେ କି ରବିବାର କୁ ହି କାହିଁକି ଛୁଟି ମିଳେ। ଏହି ପ୍ରଥା କେବେଠୁ ଆରମ୍ଭ ହେଲା। ତାହା ବାବଦରେ ଆଜି ଆମେ କହିବାକୁ ଯାଉଛୁ। ତ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା।

ଆଜିଠୁ ପ୍ରାୟ ୧୬୫ ବର୍ଷ ଆଗରୁ ରବିବାର କୁ ଛୁଟି ଦେବାର ପ୍ରଥା ଆରମ୍ଭ ହେଲା। ଏହା ଏକ ବୈଜ୍ଞାନୀକ ରିସର୍ଚ୍ଚ ରୁ ଜଣା ପଡିଲା କି ସପ୍ତାହ ରେ ସାତ ଦିନ ଭିତରୁ ଗୋଟେ ଦିନ ଛୁଟି ହେବା ନିହାତି ଦରକାର। କାରଣ ଗୋଟେ ଦିନରେ ହି ଆମେ ଆମ ଦୀମାଗ କୁ ଶାନ୍ତି ରଖିପାରିବା ଆଉ ତାହାକୁ ଟିକେ ଅଗ୍ରଗତି କରିବାକୁ ଦେଇ ପାରିବା।ଭାରତରେ ଶନିବାର ଦିନ ଅଧିକାଂଶ ସ୍ଥାନରେ କାମ କରାଯାଏ | ରବିବାର ଦିନ ସବୁକିଛି ବନ୍ଦ ରହିଛି | ସର୍ବଶେଷରେ, ରବିବାର ଦିନ ସବୁକିଛି ବନ୍ଦ ରହିବ, ଏହା କିପରି ଏବଂ କେବେ ଘୋଷଣା କରାଯାଇଥିଲା? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ | ବାସ୍ତବରେ, ଏହା ପଛରେ ଏକ ବିରାଟ ଇତିହାସ ଲୁଚି ରହିଛି, ଏହା ଏକ କଠିନ ସଂଘର୍ଷର କାହାଣୀ, ଯାହା ପରେ ରବିବାରକୁ ଛୁଟିଦିନ ଭାବରେ ଘୋଷଣା କରାଯାଇଥିଲା | ଏହି କାହାଣୀ ସେହି ସମୟରୁ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶମାନେ ଭାରତ ଉପରେ ଶାସନ କରୁଥିଲେ। ବ୍ରିଟିଶମାନେ ଭାରତୀୟ ଶ୍ରମିକମାନଙ୍କୁ ବହୁ ସଂଖ୍ୟାରେ କାମ କରିବାକୁ ଆସୁଥିଲେ | ନିଜର ଲାଭ ପାଇଁ ବ୍ରିଟିଶମାନେ ବହୁତ କାମ କରୁଥିଲେ ଏବଂ ନାମମାତ୍ର ମୂଲ୍ୟ ଦେଉଥିଲେ |

ମାତ୍ର ରବିବାର କୁ ଛୁଟି ହୁଏ କାହିଁକି? ଏହା ମୁଖ୍ୟତଃ ଇସାଇ ଧର୍ମ ଦ୍ୱାରା ହୁଏ। ଇସାଇ ଧର୍ମ ଦ୍ୱାରା ହି ଆମେ ରବିବାର ଦିନକୁ ଛୁଟି ଦିନ ରୂପେ ପାଳନ କରିଥାଉ। କାରଣ ଇସାଇ ଧର୍ମ ସାରା ଦୁନିଆ ରେ ପ୍ରାୟ ପ୍ରଚଳିତ ହୁଏ। ତେଣୁ ଇସାଇ ଧର୍ମ ଅନୁସାରେ ରବିବାର କୁ ଛୁଟି ଦିନ ମାନା ଯାଇଥାଏ। ଆମ ଭାରତ ରେ ବି ଇଂରେଜ ମାନଙ୍କର ଶାସନ ଥିଲା ତେଣୁ ରବିବାର ର ଛୁଟି ତାହାରି ଭିତରୁ ହି ଗୋଟେ ଅଟେ।

ମାନା ଯାଇଥାଏ କି ତାଙ୍କ ଦେବତା ପ୍ରାୟ ୬ ଦିନ ଲାଗିକି ଦୁନିଆ ତିଆରି କରିଥିଲେ ଆଉ ସପ୍ତମ ଦିନରେ ସେ ଆରାମ କଲେ। ତେଣୁ ତାଙ୍କ ଧର୍ମାବଲମ୍ବୀ ଲୋକମାନେ ରବିବାର କୁ ହି ଛୁଟିର ଦିନ ଭାବେ ମାନି ନେଇ ଥିଲେ। ସେଥିପାଇଁ ୧୮୪୩ ରେ ଭାରତର ଗଭର୍ଣର ଜେନେରାଲ ଭାରତୀୟ ସ୍କୁଲ ତଥା କଲେଜ ମାନଙ୍କରେ ରବିବାର କୁ ଛୁଟି ଦିନ ଭାବେ ଘୋଷଣା କରି ଦେଇଥିଲେ।ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *