October 21, 2024

Odia Express

Here, There and Everywhere

ଇଣ୍ଟରଭିୟୁ ରେ ପଚରାଗଲା – ବାର ହଜାର ବାରଶହ ବାର କିପରି ଲେଖିବେ ? ଏହାର ଉତ୍ତର ୯୯ ପ୍ରତିଶତ ଲୋକ ଦେଇ ପାରିଲେ ନାହିଁ – ଆପଣ ଠିକ ଉତ୍ତର ଜାଣିଛନ୍ତି କି…

1 min read

ବନ୍ଧୁଗଣ ଆମେ ସମସ୍ତେ ବର୍ତମାନ ଲକ ଦଉନ ପାଇଁ ଘରେ ବସିରହିଛେ | ତେବେ ଏହି ସମୟରେ ଆମେ ଅନେକ ସମୟ ସୋସିଆଲ ମିଡ଼ିଆ ରେ ବିତାଉଛେ | ତେବେ ଏହା ଦ୍ୱାରା ଆମକୁ ସବୁଦିନ କିଛି ନ କିଛି ନୂଆ ନୂଆ କଥା ଜାଣିବା ପାଇଁ ମିଳେ | ତେବେ ଏ ଭିତରେ କିଛି ଏପରି କଥା ମଧ୍ୟ ଅଛି ଯାହା ଶୁଣିଲେ ମନରେ କୌତୁହଳ ସୃଷ୍ଟି ହେଇଥାଏ | ତେବେ ଏପରି କିଛି ପ୍ରଶ୍ନ ଉତ୍ତର ନେଇ ଆମେ ଆଜି ପୁଣି ଆପଣାକୁ ଭେଟି ଦେଉଛୁ ଓ ଆପଣଙ୍କ ବୁଢ଼ୀପରୀକ୍ଷା ଆପଣ ନିଜ କରି ନିୟନ୍ତୁ | ତେବେ ନିଜ ସାଙ୍ଗମାନଙ୍କ ସହ ମଧ୍ୟ ଏହା ସେୟାର କରି ଏହାର ମଜ଼ା ନିୟନ୍ତୁ

୧: କେଉଁ ପକ୍ଷୀର ପଙ୍ଖା ନଥାଏ?

ଉତ୍ତର : କିବି ପକ୍ଷୀ

୨: ଭାରତ ର କେତେ ରାଜ୍ୟରେ ପ୍ରଦେଶ ଆସି ଥାଏ?

ଉତ୍ତର : ୫ଟି ରାଜ୍ୟ

୩: କେଉଁ ଦେଶ ଶୋଷିଲା ଭୂମି ର ଦେଶ ଭାବେ ପରିଚିତ?

ଉତ୍ତର : ଅଷ୍ଟ୍ରେଲିଆ

୪: ବିଶ୍ୱର ସର୍ବ ପୁରାତନସମାଚାର ପତ୍ର କେଉଁଟା

ଉତ୍ତର : ଅଫିସିଆଲ ଜେନେରାଲ

୫: ଭାରତ ରେ ସବୁଠୁ ପ୍ରଥମେ ଇଂରାଜୀ କିଏ କହିଥିଲେ?

ଉତ୍ତର :ଲର୍ଡ଼ ମେକାଲେ

୬: ଭୀମ ବେତକା ଙ୍କର ଗୁମ୍ପା କେଉଁଠି?

ଉତ୍ତର : ମଧ୍ୟ ପ୍ରଦେଶ ରେ ଅଛି।

୭: ଭାରତ ର କେଉଁ ରାଜ୍ୟରେ ସର୍ବାଧିକ ଲୋକସଭା ସିଟ ଅଛି?

ଉତ୍ତର : ଉତ୍ତର ପ୍ରଦେଶ

୮: ଏସିଆ ରେ ବିଶ୍ୱର ସବୁଠୁ ଉଚ୍ଚ ପଠାର କେଉଁଟା?

ଉତ୍ତର : ପାମିର ର ପଠାର

୯: ଦୁନିଆ ର ସବୁଠୁ ଛୋଟ ଫୁଲ କେଉଁଟା ଅଟେ?

ଉତ୍ତର : ବାଲଫିଆ

୧୦:ଭାରତ ରର ସବୁଠୁ ଆଗରେ ସୂର୍ଯ୍ୟ କେଉଁଠି ଉଦୟ ହେଇଥାଏ?

ଉତ୍ତର : ଅରୁନାଚଳ ପ୍ରଦେଶ

୧୧: ସାଳିମାର ବାଗ କେଉଁଠI ଅଛି?

ଉତ୍ତର : ଶ୍ରୀନଗର ରେ ଅଛି।

୧୨: ଭାରତ ର ସବୁଠୁ ବଡ଼ ସମ୍ମାନ କେଉଁଟା ଅଟେ?

ଉତ୍ତର : ଭାରତ ରତ୍ନ

୧୩: ପାଣି ଠାରୁ ବି ଶସ୍ତା ପେଟ୍ରୋଲ କେଉଁଠି ଅଛି?

ଉତ୍ତର : କ୍ୱଓଟ ରେ ପାଣିଠାରୁ ବି ଶସ୍ତା ପେଟ୍ରୋଲ

୧୪: ଲ୍ୟାଣ୍ଡ ଅଫ କଙ୍ଗାରୁ କାହାକୁ କୁହାଯାଏ?

ଉତ୍ତର : ଅଷ୍ଟ୍ରେଲିଆ

୧୫: କଲା ଗୋଲାପ କେଉଁ ଦେଶରେ ମିଳେ?

ଉତ୍ତର : ତୁର୍କୀ ରେ କଳା ଗୋଲାପ ମିଳେ।

୧୬: ଉତ୍ତର ପ୍ରଦେଶ ର ରାଜକୀୟ ପଶୁ କିଏ?

ଉତ୍ତର : ବାରସିଂହା

୧୭: ଭାରତ ର କେଉଁ ରାଜ୍ୟ ରେ ସର୍ବାଧିକ ବର୍ଷା ହୁଏ?

ଉତ୍ତର : ମେଘାଳୟ ରେ

୧୮: ଗୁପ୍ତ ବଂଶ ର ସଂସ୍ଥାପକ କିଏ ଥିଲା?

ଉତ୍ତର : ଶ୍ରୀଗୁପ୍ତ ଥିଲେ।

୧୯: ବ୍ୟାଙ୍କ ଙ୍କର ବ୍ୟାଙ୍କ କାହାକୁ କୁହାଯାଏ?

ଉତ୍ତର : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

୨0: ଭାରତ ର ସବୁଠୁ ବଡ଼ ଚା ଉତ୍ପାଦନ ରାଜ୍ୟ କେଉଁଟା?

ଉତ୍ତର : ଆସାମ

୨୧: ଫେସବୁକ ର ପୁରୁଣା ନାମ କଣ ଥିଲା।

ଉତ୍ତର : ଫେସମାସ

୨୨: ସବୁଠୁ କମ ଭୂକମ୍ପ କେଉଁ ଦେଶ ରେ ଆସେ?

ଉତ୍ତର : ଭାରତ, ଭାରତ ଏତେ ବଡ଼ ଦେଶ ହେଲେ ବି ତାହା ସବୁଠୁ କମ ଭୂକମ୍ପ ଅନୁଭବ କରେ।

୨୩: ୧୨ ହଜାର ୧୨ ଶହ ୧୨ କୁ କିପରି ଲେଖିବେ?

ଉତ୍ତର : ଆପଣ ଏପରି ୧୨ ହଜାର ୧୨ ଶହ ୧୨ ଲେଖି ପାରିବେ ନାହିଁ, ତାହା ଭୁଲ ହେଇଯିବ। ଆପଣ ତାକୁ ୧୩୨୧୨ ଲେଖି ପାରିବେ।

୨୪: ନା ଖାଏ ,ନା ପିଏ ଖାଲି ମାରିଲେ ଚିଲାଏ, କୁହ ତ କିଏ?

ଉତ୍ତର : ଢୋଲ, ନା ଖାଏ ନା ପିଏ ବାସ ପିଟିବା ଦ୍ୱାରା ତାହା ବହୁତ ଜୋର ଜୋର ଶବ୍ଦ କରେ।

୨୫: ବିଶ୍ୱର ସବୁଠୁ ଉଚ୍ଚ ପଶୁ କେଉଁଟା?

ଉତ୍ତର : ଜିରାଫ, ଏହା ହି ବିଶ୍ୱର ସବୁଠୁ ଉଚ୍ଚ ପଶୁ ଅଟେ।

Leave a Reply

Your email address will not be published. Required fields are marked *