October 23, 2024

Odia Express

Here, There and Everywhere

ଏ ଭିତରୁ ବାଛନ୍ତୁ ଯେ କୌଣସି ଗୋଟିଏ ଚିନ୍ହ ଓ ଜାଣନ୍ତୁ ଆପଣଙ୍କ ସମସ୍ୟା ଓ ତାର ସମାଧାନ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ପ୍ରତି ମଣିଷ ପାଖରେ କିଛି ଚିନ୍ହ ଥାଏ ଯାହା ତାର ପ୍ରକୃତି ବିଷୟରେ ସୂଚାଇ ଥାଏ। ଏହି ଚିନ୍ହ ଦ୍ବାରା ଆପଣ ନିଜ ବର୍ତ୍ତମାନ ଜୀବନ ଓ ଭବିଷ୍ୟତ ଜୀବନ ଘଟଣା ର ଏକ ସାଙ୍କେତିକ ଦେଇଥାଏ। ଏଠାରେ ରହିଥାଏ ୫ଟି ଚିନ୍ହ। ଆସନ୍ତୁ ଜାଣିବା ଏହି ସବୁ ଚିନ୍ହ ବିଷୟରେ।

ପ୍ରଥମ ଚନ୍ଦ୍ର ଅଟେ। ଏହି ଚିନ୍ହ ଭାବନା ସହିତ ଯୋଡିହୋଇଥାଏ ।ଏହା ବ୍ୟକ୍ତିକୁ ରହସ୍ୟମୟ କରିଥାଏ।ଯଦି ଆପଣ ଏହି ଚିନ୍ହ ବଞ୍ଚିଛନ୍ତି ଆପଣଙ୍କ ମନରେ ମନ ଅଶାନ୍ତ ଅଛି ।କିଛି କଥାକୁ ନେଇ ଆପଣ ବିଚଳିତ ଅଛନ୍ତି।ଆପଣ ଏତେ ବିଚଳିତ ଅଛନ୍ତି ଯେ ଆପଣଙ୍କୁ ରାତିରେ ନିଦ ବି ଭଲସେ ହେବନି। ଆପଣଙ୍କୁ ଏହାର କାରଣ ବୁଝିବା ଆବଶ୍ୟକ।ଏହା ଆପଣଙ୍କୁ ମନରେ ଥିବା କିଛି କାମ କରିବାର ଇଚ୍ଛା କୁ ବୁଝାଇଥାଏ। ଆପଣଙ୍କୁ ଶାନ୍ତି ର ଆବଶ୍ୟକ ଅଛି ଓ ଏଥିପାଇଁ ଏକ ହିଁ ଉପାୟ ନିଜ ଭାବନା କୁ ଅନ୍ୟ ସହିତ ବାଣ୍ଟନ୍ତୁ ସତ୍ୟ କୁ ସ୍ୱୀକାର କରନ୍ତୁ।

ଦ୍ୱିତୀୟ ଚିନ୍ହ ହେଉଛି ଚାବି।ଚାବି କୁ ସବୁବେଳେ ରାସ୍ତା ଦେଖାଇବା ଅର୍ଥ ରେ ବୁଝାଯାଇଛି।ଏହା ଆପଣଙ୍କ ବିଶ୍ୱାସ ବିଷୟରେ କହିଥାଏ।ଯଦି ଆପଣ ଏହି ଚାବି ବି ବଞ୍ଚିଛନ୍ତି ଏହା ଆପଣ ଙ୍କ ମନରେ ଥିବା କିଛି ପ୍ରଶ୍ନ କୁ ବୁଝାଉଛି ଯେଉଁ ପ୍ରଶ୍ନ ର ଉତ୍ତର ଆପଣ ଖୋଜୁଛନ୍ତି।ଏହି ସମସ୍ୟାରେ ଆପଣ ସଠିକ ରାୟ ନେଇ ପାରୁନାହାନ୍ତି।ଏହାର ସମାଧାନ ପାଇଁ ଆପଣ ନୂଆ ନୂଆ ସ୍ଥାନ କୁ ବୁଲିବାକୁ ଯାନ୍ତୁ ଓ ଅନେକ ଲୋକଙ୍କ ସହିତ ଭେଟିବା ଦ୍ଵାରା ଆପଣ ସବୁ ଜିନିଷକୁ ଭୁଝି ପାରିବେ।

ତୃତୀୟ ଚିନ୍ହ ହେଉଛି ସିଂହ।ଏହାକୁ ସୂର୍ଯ୍ୟ ଙ୍କ ପ୍ରତୀକ ମାନା ଯାଏ।ଏହାକୁ ଭାଛିବାର ଅର୍ଥ ଆପଣଙ୍କୁ ନିଜ ଭାଗ୍ୟ ସହ କିଛି ସମ୍ଭାଳି କି ଚଳିବାକୁ ହେବ।ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ।ଶକ୍ତି ର ପ୍ରତୀକ ହେବା କାରଣରୁ ଏହା ଆପଣଙ୍କୁ ନିଜ ଭିତରେ ବୁଢିବା ରୁ ଅଟକାଇଥାଏ।ଏହାର ସମାଧାନ ପାଇଁ ଆପଣ ନିଜ ଜୀବନ ରେ କିଛି ପରିବର୍ତ୍ତନ ର ଆବଶ୍ୟକ ରହିଛି ।

ଚତୁର୍ଥ ଚିନ୍ହ ହେଉଛି ସମୟ ଘଣ୍ଟା।ଏହା ବଦଳୁଥିବା ସମୟର ପ୍ରତୀକ ଅଟେ।ଏହା ଜଣାଇଥାଏ କି ଏହି ସଂସାର ରେ କୌଣସି ଜିନିଷ ସବୁଦିନ ରହି ନଥାଏ।ଏହା ଏହାବି ଜନାଇଥାଏ କି ସବୁ ଜିନିଷ ସମୟ ସହିତ ବଦଳିଥାଏ।ଯଦି ଆପଣ ଏହାକୁ ବଞ୍ଚିଛନ୍ତି ଏହା ଆପଣ ଙ୍କ ସହ ବର୍ତ୍ତମାନ ଚାଲିଥିବା କିଛି ଖରାପ ସମୟ ବିଷୟରେ ଜନାଇଥାଏ।ଆପଣ ଚିନ୍ତିତ ହେବା ଦରକାର ନାହିଁ କାରଣ ସମୟ ବଦଳିଥାଏ ଏହା ସହିତ ଆପଣଙ୍କ ଭଲ ସମୟ ବି ଆସିବ ଏହା ନିଶ୍ଚିତ।

ପଞ୍ଚମ ଚିନ୍ହ ଏହାକୁ ଖରାପ ଶକ୍ତି ସହିତ ଜଡିତ ମାନା ଯାଇଥାଏ।ଯଦି ଆପଣ ସବୁ ଚିନ୍ହ ମଧ୍ୟରେ ଏହାକୁ ବଞ୍ଚିଛନ୍ତି ତ ଏହା ଜଣାଇଥାଏ ଆପଣ କୌଣସି ଖରାପ ଶକ୍ତି ର ବସ ହୋଇଛନ୍ତି ଓ ତା ଠୁ ମୁକୁଳିବାକୁ ଆପଣ ଚାହୁଁଛନ୍ତି।କିଛି ଖରାପ ଘଟଣା ରୁ ଏହାର ସଂକେତ ବି ମିଳିଥାଏ।ଏହା ଜଣାଇଥାଏ ଜୀବନରେ ଭଲ ଖରାପ ଆଣିବା ଆପଣଙ୍କ ହାତରେ ଅଛି।ଏହାର ସମାଧାନ ପାଇଁ ଆପଣ ନିଜ କମଜୋରି କୁ ଦୂର କରିବା ଆବଶ୍ୟକ ଓ ନିଜ ଭାବନା କୁ ବୁଝିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *