IAS ଇଣ୍ଟରଭିଉ ରେ ଏପରି କିଛି ପ୍ରଶ୍ନ – ତମେ ଅଫିସର ହେବ ପରେ ଯଦି ତୁମ ଧୋକା ଦେଇଥିବା ପ୍ରେମିକ ତୁମ ପାଖକୁ ଆସିଲା ତେବେ କଣ କରିବା ତମେ ? ଉତ୍ତର ଶୁଣିବା ପରେ ଚାକିରୀ ହେଇଗଲା…
1 min read
ସବୁଦିନ ନୂଆ ନୂଆ ପ୍ରଶ୍ନ ଓ ଉତ୍ତର ଆପଣାକୁ ଭଲ ଲାଗୁଥିବା ନିଶ୍ଚୟ | ତେବେ ଆମର ମୂଳ ଲକ୍ଷ ଲୋକଙ୍କ ପାଇଁ କିଛି ନୂଆ କଥା ଜଣେଇବା ପାଇଁ | ଏହା ପଢିବା ଦ୍ୱାରା ଆପଣଙ୍କ କିଛି ନୂଆ ନୂଆ ଜ୍ଞାନ ନିଶ୍ଚୟ ମିଳୁଥିବା | ତେବେ ଆପଣଙ୍କ ମଧ୍ୟରୁ ଅନେକ ଏହାର ଉତ୍ତର ଆଗରୁ ଜାଣିଥିବେ ତ ଆଉ କିଛି ପ୍ରଥମ ଥର ଏପରି ଚତୁର ପ୍ରଶ୍ନ ଶୁଣୁଥିବେ | ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସିଛୁ ଆଇଏଏସ ଇଣ୍ଟରଭିଉ ରେ ପଚରା ଯାଇ ଥିବା କିଛି ଅତ୍ୟନ୍ତ ଖାସ ପ୍ରଶ୍ନ ଆଉ ତାଙ୍କର ଉତ୍ତର।ଯାହା ଜାଣିଲେ ଆପଣଙ୍କ ମନରେ ମଧ୍ୟ କୌତୁହଳ ଆରମ୍ଭ ହେଇଯିବ | ଚାଲନ୍ତୁ ଏହି କଥା କୁ ଜାଣିବା
୧: ପ୍ରଥମେ ଆଇଏଏସ ର ଏକ କ୍ୟାଁଡିଡେଟ ଙ୍କୁ ପଚାରାଗଲା କି ଯଦି ଆପଣ ନିଜ ଜିଲ୍ଲାର ଡିସ୍ତ୍ରୀଟ ମାଜିଷ୍ଟ୍ରେଟ ହେଇଯାନ୍ତି ତ ଆପଣ ସେଠାରେ କି କି ସୁଧାର ଆଣିବାକୁ ଚାହିଁବେ?
: ତ ସେହି କ୍ୟାଣ୍ଡିଡେଟ ଙ୍କର ଜବାବ ଥିଲା କି ମୁ ଏହି ପରିବର୍ତ୍ତନ ଆଗେ ନିଜ ପାଖରୁ ଆରମ୍ଭ କରିବି। ନିଜ କାମ ରେ ଟ୍ରାନ୍ସପିରେଂସି ଆଣିବି ଆଉ ଜନତା ଙ୍କ ଆଡକୁ ସରକାର ଙ୍କର ଜବାବ ତୟ କରିବି। ସିଷ୍ଟମ ରେ ଲୋକ ମାନଙ୍କର ପାର୍ଟିସେପେସନ ବଢ଼େଇବି ଆଉ ସରକାର ଙ୍କର ସମସ୍ତ ସ୍କିମ ର ଡାଇରେକ୍ଟ ସୁବିଧା ଜନତା ଙ୍କୁ ଦେବୀ।
୨: ଏକ ମହିଳା ଆଇଆଇଟି ରୁ ଗ୍ରାଜୁଏସନ କରିବା ପରେ ଯାଇ ଆଇଏସ ପରୀକ୍ଷା ରେ ପାସ ହେଇଗଲା। ତାଙ୍କୁ ଏହି ପ୍ରଶ୍ନ କରାଗଲା କି ଆପଣ କୋଟ କୋଟି ଟଙ୍କା ର ପ୍ୟାକେଜ କୁ ଅଣଦେଖା କରିକି ଆପଣ ଆଇଏଏସ ର ପରୀକ୍ଷା କାହିଁକି ଦେଲେ?
: ମହିଳା ଜଣକ କହିଲେ କି ଯେତେବେଳେ ମୁଁ ନିଜର ସ୍ଟଡି ଭିତରେ ଗାଁ ମାନଙ୍କର ଟ୍ରାଭେଲ କରୁଥିଲି ସେଠାକାର ଲୋକ ମୋତେ ସରକାରୀ କର୍ମଚାରୀ ଭାବିକି ସମସ୍ତ ସମସ୍ୟା ଜଣାଉ ଥିଲେ। ମୁ ଏକ ଛାତ୍ରୀ ଥିବାରୁ ତାଙ୍କର ସାହାଯ୍ୟ ଅଧିକା କରିପାରୁ ନଥିଲି। ମାତ୍ର ମୋତେ ସେମାନଙ୍କ ସାହାଯ୍ୟ କରିବାର ବହୁତ ଇଛା ଥିଲା। ତେଣୁ ମୁ ଆଇଏଏସ ପରୀକ୍ଷା ଦେଲି ଆଉ ଏହାଠାରୁ ବଡ ମାଧ୍ୟମ ହୁଏତ ଭାରତ ରେ ଆଉ କିଛି ବି ନାହିଁ।
୩: କଣ ବଳାତ୍କାର ର ଆରୋପୀ କୁ ସରକାର ଫାଶୀ ଦେବା ଠିକ କଥା? କଣ ଏହାଦ୍ୱାରା ସମାଜ ରେ ବଳାତ୍କାର ହେବା ବନ୍ଦ ହେଇଯିବ?
: ତ ଏହାର ଜବାବ ଥିଲା କି ନାଁ। ଏହାଦ୍ୱାରା ଆରୋପୀ ପିଡିଟା ଙ୍କୁ ଜୀବନ ରୁ ମାରିବାକୁ ଚେଷ୍ଟା କରିବ ଆଉ କିଛି ମହିଳା ଜାଣିଶୁଣି ଜଣେ ଲୋକକୁ ଫସେଇବାକୁ ଚେଷ୍ଟା କରିବ ଯାହାଦ୍ୱାରା କି ଏହି ନିୟମ ର ବି ଦୁରୂପଯୋଗ ଆରମ୍ଭ ହେଇଯିବ। କାରଣ ଆମର କାନୁନ ପିଡିଟା ଙ୍କର ବୟାନ କୁ ଅଧିକ ଗୁରୁତ୍ତ୍ୱ ଦେଇଥାଏ।
୪: ଆଉ ଏକ ମହିଳା ଙ୍କୁ କୁହାଗଲା କି ଆପଣ ଏକ ଜିଲ୍ଲା ର ମାଜିଷ୍ଟ୍ରେଟ ଅଟନ୍ତି ଆଉ ଆପଣ ନିଜ ଅଞ୍ଚଳ ର ଯାତ୍ରା ରେ ବାହାରିଛନ୍ତି। ଏହି ସମୟରେ ହଠାତ ଆପଣଙ୍କୁ କେହି ପୁଅ ସାମ୍ନା ରୁ ଆସିକି ପ୍ରପୋଜ କଲା। ତ ଆପଣ କଣ ତା ଉପରେ ଅପରାଧୀ ର କେସ ଦର୍ଜ କରିକି ତାଙ୍କୁ ଗିରଫ କରିବେ?
: ତ କ୍ୟାଣ୍ଡିଡେଟ ଙ୍କର ଜବାବ ଥିଲା କି କେହି ବି ପୁଅ ଦ୍ୱାରା କେହି ଝିଅ କୁ ପ୍ରପୋଜ କରିବାରେ ଆଇପିସି ର କେଉଁ ବି ସେକ୍ସନ ରେ କିଛି ଅପରାଧ ବୋଲି ଲେଖା ଯାଇନାହିଁ। ତ ଯଦି କେହି ପୁଅ ମୋତେ ପ୍ରପୋଜ କରେ ତ ମୁଁ ତାକୁ ଅଣଦେଖା କରିବି ମାତ୍ର ମୂଳଦ୍ଦମା ଦର୍ଜ କରିବିନି।।
୫ ପ୍ରଶ୍ନ:- ଏକ ବ୍ୟକ୍ତିକୁ କିଛି ଏମିତି ବି ପ୍ରଶ୍ନ ପଚରାଯାଇଥିଲା ଯେ ଆପଣଙ୍କର ପିଲା ଦିନର ସାଙ୍ଗ ଆପଣ ଙ୍କର ଗାର୍ଲଫ୍ରେଣ୍ଡ ବି ଥିଲା ଏବଂ ତାର ବହାଘର ହେବାର ଅଛି ହେଲେ ସିଭିଲ ସର୍ଭିସର ଯୋଗାଯୋଗ ଯୋଗୁଁ ଆପଣ ଏତେ ବ୍ୟସ୍ତ ହୋଇଗଲେ ଯେ ଆପଣ ତାଙ୍କୁ ସମୟ ଦେଇ ପାରିଲେ ନାହିଁ ଏବଂ ଯାହା ପାଇଁ ସେ ଆପଣଂକୁ ଛାଡିଦେଲା ,ଯେବେ ତାଙ୍କୁ ଜଣାଯିବ ଯେ ଆପଣ IAS ବନିଯାଇଛନ୍ତି ତେବେ ସେ ଆପଣଙ୍କ ପାଖକୁ ପୁଣି ଥରେ ଆସିବ ତାର ଏହି ଫେରିବା କଥା କୁ ନେଇ ଆପଣଙ୍କର ପ୍ରତିକ୍ରିୟା କଣ ହେବ? କଣ ପୁରୁଣା ଭଲ ପାଇବା ଭାବି ଆପଣ ତାଙ୍କୁ କ୍ଷମା କରିଦେବେ ନା ତାଙ୍କ ଠାରୁ ଦୂରକୁ ପଳାଇବେ ଏବଂ କାହିଁକି?
ଉତ୍ତର:- ସେ ବ୍ୟକ୍ତ ବହୁତ ଭାବିଚିନ୍ତି ଉତ୍ତର ଦେଲା ଯେ ସେ କହିଲେ ଏହା କେତେ ପରିସ୍ଥିତି ଉପରେ ନିର୍ଭର କରିବ। ଯେତେବେଳେ ସେ ମୋତେ ଛାଡିଲା ସେତେବେଳ ତାର ମନର ଇଛା ମୋ ପାଠ ପଢ଼ାକୁ ଅସୁବିଧାକୁ ନେଇ ଥିଲା କିମ୍ବା ସତରେ ସେ ମୋ ସହ ରହିବାକୁ ଚାହୁଁନଥିଲା ,ଯଦି ସେ ମୋ ଠାରୁ ଦୂରେଇ ରହି ମୋ ପରିବାର ସହିତ ଆଟାଚ ରେ ରହିଲା ତାଙ୍କ ସହ କଥା ହେଲା ତେବେ ମୁଁ ଭାବିଦେବି କି ସେ ମୋ ଭଲ ପାଇଁ ମୋ ଠାରୁ ଦୂରକୁ ଯାଇଥିଲା। ହେଲେ ଯଦି ସେ ମୋ ପରିବାର ଲୋକଙ୍କ ସହ ସମ୍ପର୍କ ନ ରଖି ମୋ ଠାରୁ ଦୂରକୁ ଯାଇଥିଲା ତେବେ ମୁଁ ତା ସହ ସମ୍ପର୍କ ରଖିବି ନାହିଁ।