October 23, 2024

Odia Express

Here, There and Everywhere

ଫ୍ରିଜ ରେ ପାଣି ପିଇବା ର କ୍ଷତି ଜାଣିକି ଆଶ୍ଚର୍ଯ୍ୟ ହେଇଯିବେ ଜାହାପରେ କି ଆପଣ ଏହି ପାଣି ପିଇବା ପାଇଁ ଆଉ କେବେ ବି ଇଛା କରିବେନି…

ଆଜିର ଲିଖନ ଆପଣଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ ଅଟେ କାରଣ ଆଜିର ଲିଖନ ରେ ଆମେ ଥଣ୍ଡା ପାଣି ପିଇବା ର କ୍ଷତି ବାବଦରେ କହିବାକୁ ଯାଉଛୁ। ଆମେ ଗରମ ଦିନ ମାନଙ୍କରେ ଥଣ୍ଡା ପାନି ସେବନ କରିଥାଉ। ଯେତେବେଳେ ବି ଆମକୁ ଶୋଷ ଲାଗେ ଆମେ ଫ୍ରିଜ ଆଡକୁ ଦଉଡି ଥାଉ। ଆମେ ଏହାକୁ ଭଲ ଭାବିଥାଉ ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏହି ଥଣ୍ଡା ପାଣି ପିଇବା ର କିଛି କ୍ଷତି ବାବଦରେ ଚର୍ଚା କରିବାକୁ ଯାଉଛୁ। ଥଣ୍ଡା ପାଣି ଆମ ମାନଙ୍କ ପାଇଁ ବିଶ ବରାବର ହେଇଥାଏ। ଏହାଦ୍ୱାରା ଆମ ଶରୀର କୁ ବହୁତ କିଛି କ୍ଷତି ପହଂଚି ଥାଏ। ମାତ୍ର ଆଜି ଆମେ ଆପଣଙ୍କ ପାଖରେ ସେହି ସମସ୍ତ ବେମାରି ମାନଙ୍କ ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା କି ଆମକୁ ଥଣ୍ଡା ପାଣି ପିଇବା ଦ୍ୱାରା ହେଇ ଥାଏ। ଏହାପରେ ଆମେ ଆପଣଙ୍କ ପାଖରେ ଏହା ଅନୁରୋଧ କରିବୁ କି ଆପଣ ଥଣ୍ଡା ପାଣି ପିଇବା ପୁରା ବନ୍ଦ କରି ଦିଅନ୍ତୁ। ତ ଚାଲନ୍ତୁ ଜାଣିବା।

୧:ଥଣ୍ଡା ପାଇଁ ପିଇବା ଦ୍ୱାରା ଆମର ପିଠି ପଟ ରେ ଯେଉଁ କ୍ଷୁଦ୍ରନ୍ତ ଥାଏ ତାହା ବହୁତ ଜଲଦି ସଂକୋଚିତ ହେଇ ଯାଏ। ଏହା ହେବା ଦ୍ୱାରା ଆମର ଶରୀର ରେ ଖାଦ୍ୟ ଜଲଦି ପାଚନ ହେଇପାରେ ନାହିଁ। ଜଲଦି ହଜମ ନହେବା ଦ୍ୱାରା ଆମ ଶରୀର ଭିତରେ ଏହି ଖାଦ୍ୟ ପଡି ପଡି ସଢ଼ିବାକୁ ଲାଗେ। ଏହାଦ୍ୱାରା କଣ ହୁଏ କି ଆମର ଶରୀର ଭିତରେ ଅଧିକ ଗ୍ୟାସ ଲାଗିରହେ। ଯାହାଦ୍ୱାରା ଆମ ଶରୀର ଭିତରେ ଦରଜ ରହେ। ତାହା ଦ୍ୱାରା ଆମକୁ କିଛି କଷ୍ଟ ହେଇଯାଏ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ କୋଶିକା ମାନଙ୍କ ସଙ୍କୋଚନ ହେଇଯାଏ। ଏହାଦ୍ୱାରା ଆମର ହାର୍ଟ ରୁ ବ୍ଲଡ଼ ଆମ ଶରୀର ଯାଏ ପହଂଚିପାରେ ନାହିଁ ଆଉ ଆମ ଶରୀର ରୁ ବ୍ଲଡ଼ ଆମ ହାର୍ଟ ଯାଏ ପହଂଚି ପାରି ନଥାଏ। ଏହାଦ୍ୱାରା ଆମେ ବହୁତ ଜଲଦି ମୃତ୍ୟୁ ମୁଖ ରେ ପଡିବାର ସମସ୍ୟା ଭୋଗ କରିପାରିବୁ।

ଆମେ ଯେତେବେଳେ କସରତ କରିଥାଉ ତ ଆମ ହାର୍ଟ ବିଟ ବହୁତ ସ୍ପୀଡ଼ ହେଇଯାଏ ଆଉ ଯେତେବେଳେ ବି ଏହାପରେ ଆମେ ଥଣ୍ଡା ପାଣି ପିଇଦେଉ ତ ଆମର ସ୍ପନ୍ଦନ ସ୍ପୀଡ଼ ହେବା ବଦଳରେ ଆହୁରି ଧୀମା ହେଇଯାଏ। ତ ଏହାଦ୍ୱାରା କଣ ହୁଏ କି ଆମ କୋଶିକା ରେ ବ୍ଲଡ଼ ସେଲସ ବହୁତ ଧୀରେ ଧୀରେ ଯାଏ। ଏହାଦ୍ୱାରା ଆମର ବ୍ଲଡ଼ ରେଟ କମିଯାଏ ଆଉ ଦୁନିଆ ରେ ବହୁତ ଲୋକଙ୍କୁ ଏହାଦ୍ୱାରା ହାର୍ଟ ଆଟାକ ର ବେମାରି ବି ହେଇପାରେ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଲିଭର ଉପରେ ବି ବହୁତ ପ୍ରଭାବ ପଡିଥାଏ ଯାହାଦ୍ୱାରା କି ଆମକୁ ଏହା ମୃତ୍ୟୁ ମୁଖରେ ପକେଇ ପାରେ।

Leave a Reply

Your email address will not be published. Required fields are marked *