October 26, 2024

Odia Express

Here, There and Everywhere

ଅଜୀବ ଦେଖାଯାଉଥିବା ଏହି କୁକୁଡ଼ା ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ଆଉ ସେ ରାଜା ମହାରାଜା ମାନଙ୍କର ଜୀବନ ବଞ୍ଚେ।

କୁହାଯାଏ କି ଯଦି ଭଗବାନ ଙ୍କର କୃପା କାହାରି ଉପରେ ରହେ ତ ଜଣେ ସାମାନ୍ୟ କୁକୁଡ଼ା ବି ସିଂହ ହେଇଯାଇ ପାରେ।
ଆଜ୍ଞା ହଁ ଏହି ଉବାଚ ଜମା ବି ଭୁଲ ନୁହଁ। ଆଉ ଏହା ସବୁ ଲୋକ ତଥା ଜୀବଜନ୍ତୁ ମାନଙ୍କ ଉପରେ କହିହେବ। ଆଜି ଆମେ ଯାହାଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ଉପରେ କି ଭଗବାନ କୃପା କରି ଛନ୍ତି ସେ ଆଉ କେହି ନୁହେଁ ବରଂ ଏକ ଜନ୍ତୁ ଅଟେ। ଆଜି ଆମେ ଆପଣଙ୍କୁ ଏକ ଏପରି କୁକୁଡ଼ା ବାବଦରେ କହିବାକୁ ଯାଉଛୁ ଯିଏ କି କୋଟି କୋଟି ଟଙ୍କା ର ସମ୍ପତ୍ତି ର ମାଲିକ ଅଟେ। ଆଜ୍ଞା ହଁ ପୁରା ୧୫ ନିୟୁତ ଡଲାର ଅଥବା ପ୍ରାୟ ୧୦୦ କୋଟି ଟଙ୍କା ର ମାଲିକ ଅଟେ ଏହି କୁକୁଡ଼ା ଟି।

କୁକୁଡ଼ା ର ନାମ ଗିଗୁ : ଆପଣଙ୍କୁ ଅକ୍ଷୟ କୁମାର ଙ୍କର ଫିଲ୍ମ ଏଣ୍ଟରଟେନମେଣ୍ଟ ତ ମନେ ଥିବ। ଏହି ଫିଲ୍ମ ରେ ଜଣେ ଏଣ୍ଟରଟେନମେଣ୍ଟ ନାମକ କୁକୁର ଶହ ଶହ କୋଟି ଡଲାର ର ମାଲିକ ଥାଏ। କୁକୁର ର ମାଲିକ ତଥା ଅକ୍ଷୟ କୁମାର ଙ୍କର ବାପା ସେହି କୁକୁର ନା ରେ ତାଙ୍କର ସବୁ ସମ୍ପତ୍ତି କରି ଦେଇ ଥାଆନ୍ତି। ଏପରି ହିଁ ଏକ ଘଟଣା ବାସ୍ତବିକ ଜୀବନରେ ବି ହେଇ ସାରିଛି। ଆମ ଦୁନିଆରେ ଏକ ମିଲେନିଆର କୁକୁଡ଼ା ବି ଅଛି ଯାହାର ନାମ ହେଉଛି ଗିଗୁ। ଗିଗୁ କୁ ସାଧାରଣ ମଣିଷ ଠାରୁ ବହୁତ ଅଧିକ ଆରାମଦାୟକ ଜୀବନ ଯାପନ କରିବାର ସବୁ ସୁବିଧା ମିଳୁଛି।

ଖାଲି ରେ ମିଳିଲା ୧୦ ନିୟୁତ ଡଲାର ସମ୍ପତ୍ତି: ଏହି କୁକୁଡ଼ା ଏକ ବହୁତ ବଡ଼ ତଥା ସୁଖ ସୁବିଧା ଥିବା ଘରେ ଆରାମ ରେ ରହୁଛି। ତାର ସବୁ ଘର, ସମ୍ପତ୍ତି ତଥା ଅନ୍ୟ କାର ମାନଙ୍କର ଦାମ ମିଶି ୧୦ ମିଲିଅନ ଡଲାର। ତା ବଙ୍ଗଳା ରେ ନିଜର ବ୍ୟକ୍ତିଗତ ବଡୀ ଗାର୍ଡ, ତଥା ନିଜର ଚାକର ବି ଅଛନ୍ତି। ତା ପାଖରେ ପ୍ରାୟ ୧ କୋଟି ଡଲାର ତଥା ୬୭ କୋଟି ଟଙ୍କା ମହଜୁଦ ଅଛି। ଏହା ସେ ଖାଲି ରେ ପାଇଥିଲା।

ମୃତ୍ୟୁ ପରେ କୁକୁଡ଼ା ଛୁଆ ମାଲିକ ବନିବେ: ତାଙ୍କ ମାଲିକ ଙ୍କର କେହି ସନ୍ତାନ ନଥିଲେ ତେଣୁ ତାଙ୍କ ମାଲିକ ତଥା ତାଙ୍କର ସନ୍ତାନ ର ମୃତ୍ୟୁ ପରେ ଏହି କୁକୁଡ଼ା ହି ମାଲିକ ବନିଗଲା। ଆଉ ଏବେ ଯାହା ଖବର ଆସୁଛି କି ଏହି କୁକୁଡ଼ା ମାରିବା ପରେ ତାର ଛୁଆ ମାନେ ଏହି କୋଟି କୋଟି ଟଙ୍କା ର ମାଲିକ ହୋଇଯିବେ। ଗିଗୁ ର ମାଲିକ ବ୍ରିଟିଶ ପବ୍ଲିସର ମାଇକେଲ ବ୍ଲାକବେଲସ ଙ୍କର କେହି ସନ୍ତାନ ନଥିଲେ ଆଉ ତାଙ୍କ ପତ୍ନୀ ଙ୍କର ମୃତ୍ୟୁ ତାଙ୍କ ଆଗରୁ ହେଇଯାଇଥିବାରୁ ସେ ଏହି କୁକୁଡ଼ା ନାମ ରେ ତାଙ୍କ ସବୁ ସମ୍ପତ୍ତି କରିଦେଲେ। ଆଉ କିଛି ସମ୍ପତ୍ତି ସେ ଅନ୍ୟ ମାନଙ୍କୁ ଦାନ କଲେ।

Leave a Reply

Your email address will not be published. Required fields are marked *