October 21, 2024

Odia Express

Here, There and Everywhere

ରାତିରେ ଶୋଉଥିବା ସମୟରେ ମୋବାଇଲ ଚଳାଉଥିବା ଲୋକ ଏହି ଜିନିଷ ନିଶ୍ଚୟ ଦେଖନ୍ତୁ…

ଆଜିର ଦୁନିଆ ରେ ସ୍ମାର୍ଟ ଫୋନ ବିନା ନିଜର ଜୀବନ ବିଷୟରେ ଭାବିବା ବି ଯେପରି ଅସମ୍ଭବ ହେଇ ଯାଉଛି। ଆପଣ ମାନେ ସଭିଙ୍କ ପାଖରେ ସ୍ମାର୍ଟ ଫୋନ ତ ନିଶ୍ଚୟ ଥିବ। ଆପଣମାନେ ଏହାକୁ ରାତି ସମୟରେ ବ୍ୟବହାର ବି ନିଶ୍ଚୟ କରୁ ଥିବେ। ଅଧିକାଂଶ ଲୋକ ଏହାକୁ ରାତି ସମୟରେ ବ୍ୟବହାର ଲରନ୍ତି। ୟୁ ଟ୍ୟୁବ, ଫେସବୁକ ଆଉ ଇଂଷ୍ଟାଗ୍ରାମ ଆମର ତିନୋଟି ସବୁଠୁ ଅଧିକ ପ୍ରିୟ ସୋସିଆଲ ମିଡ଼ିଆ ନେଟୱାର୍କ ଅଟେ। ତ ଆଜି ଆମେ ଜାଣିବା କି ଏହି ସବୁ ସ୍ମାର୍ଟ ଫୋନ ମାନଙ୍କର ବ୍ୟବହାର ଦ୍ୱାରା ଆମ ଶରୀର ଉପରେ କି ପ୍ରଭାବ ପଡୁଛି। ତ ଆସନ୍ତୁ ଜାଣିବା।

ଆମର ଶରୀର ଏପରି ତତ୍ତ୍ୱ ରେ ତିଆରି ହେଇ ଥାଏ ଯାହା କି ଆମେ ଭାବିବା ବି କଷ୍ଟକର ହେଇପଡ଼େ। ଆମେ ଏକ ନିର୍ଧାରିତ ସମୟେ ଉଠିଥାଉ, ନିର୍ଧାରିତ ସମୟରେ ଖାଉ, ନିର୍ଧାରିତ ସମୟରେ ବାହାରକୁ ଯାଉ ଆଃ ନିର୍ଧାରୀତ ସମୟରେ ହି ଆମେ ସୋଇ ଥାଉ। ଆମ ବଡୀ ରେ କିଛି ଟାଇମ ଥାଏ ଯାହା କି ଆମ ଶରୀର ବହୁତ ଭଲ ଭାବେ ଇମାଜିନ କରି ପାରେ। ତେଣୁ ଏହି ଟାଇମ କୁ ଯଦି ଆମେ ଭଲ ଭାବେ ମେଂଟେନ କରିକି ରଖୁ ତ ଆମକୁ ବହୁତ ସୁସ୍ଥ ଅନୁଭବ ହୁଏ। ଆମେ ଆମ ଶରୀର ରେ କିଛି ନିଉରନ ଥାଏ ଯାହା କି ଆମକୁ ଏହି ସବୁ କାମ କୁ କରିବାକୁ ମନେ ପକେଇ ଦେଇଥାଏ। ଆମେ ବାହାର ର ପ୍ରାକୃତିକ ବାତାବରଣ ସହ ଯେତେ ଯୋଡି ହେଇ ରାହୁ ତାହା ଆମ ପାଇଁ ସେତେ ଅଧିକ ଭଲ ଆଉ ସୁସ୍ଥ ଶରୀର ର ସମ୍ଭାବନା ଦେଇ ଥାଏ।

ଆମ ଆଖିରେ ଗ୍ୟାଙ୍ଗଳିଆନ ସେଲ ଥାଏ ଯାହା କି ଆମ ଆଖିରେ ନୀଳ ରଙ୍ଗ ଆଡକୁ ବହୁତ ସେଂସିଟିଭ ହେଇ ଥାଏ। ଏହା ଆମକୁ ନୀଳ ରଙ୍ଗ ଦେଖିବା ମାତ୍ରେ ହି ଆମ ଶରୀର ତଥା ଆମ ମସ୍ତିଷ୍କ କୁ ଏହା ସିଗ୍ନାଲ ଦେଇ ଥାଏ କି ଏହା ଦିନ ଆଉ ଆମେ ଉଜାଗର ରହିବା ଦରକାର। ଏହା ହି କାରଣ କି ଆମର ଆଖି ଦିନର ନୀଳ ଆକାଶ କୁ ଦେଖି ଆମକୁ ଜାଗ୍ରତ ରହିବା କୁ ନିର୍ଦ୍ଦେଶ ଦେଇ ଥାଏ।ମାତ୍ର ଆପଣ ଜାଣିବା ଦରକାର କି ମୋବାଇଲ ରୁ ବି ଏହି ନୀଳ ରଙ୍ଗ ର ଲାଇଟ ବାହାରେ।

ଏହା ବି ଆମକୁ ରାତିରେ ଆମର ଗ୍ୟାଙ୍ଗଳିଆନ ସେଲ କୁ ଆକ୍ଟିଭ କରାଏ ଯାହାଦ୍ୱାରା କି ଆମକୁ ରାତିରେ ସୋଇବାରେ ତକଲିଫ ହୁଏ। ଏଥିପାଇଁ ଆଜି କାଲି ଅନେକ ଲୋକଙ୍କ ସୋଇବାରେ ଅସୁବିଧା ହେଉଛି କାରଣ ସେମାନେ ଶୋଉଥିବା ସମୟରେ ମୋବାଇଲ ବ୍ୟବହାର କରୁଛନ୍ତି।କିଛି ଲୋକ ବ୍ଲୁ ଲାଇଟ ଫିଲଟର ଲଗେଇ ଏହାର ପ୍ରଭାବ କମେଇ ପାରୁଛନ୍ତି ମାତ୍ର ପୁରା ଭାବେ ବଂଚି ପାରୁ ନାହାନ୍ତି।

Leave a Reply

Your email address will not be published. Required fields are marked *