July 20, 2024

Odia Express

Here, There and Everywhere

ଏ ୪ ଟାରୋ କାର୍ଡ ରୁ ଗୋଟିଏ କାର୍ଡ ବାଛନ୍ତୁ ଏବଂ ନିଜର ନିକଟ ଭବିଷ୍ୟତ ସମ୍ପର୍କରେ ଜାଣନ୍ତୁ…

ସାଙ୍ଗମାନେ ଟେରାକାର୍ଡ଼ ଜ୍ୟୋତିଷ ବିଦ୍ୟାର ଇତିହାସରେ ମିଶ୍ର ଟେରୋ ସବୁଠାରୁ ସଠିକ ଆଉ ବିଶ୍ୱାସନିଅ ବୋଲି କହିଥାଉ। ସବୁଠାରୁ ବିଶେଷତା ଏହା ଅଟେକି କି ନିଜର ଭବିଷ୍ୟ ଜାଣିବାପାଇଁ ନିଜର ଜନ୍ମତିଥି ସମୟ ଆଦିର ଆବଶ୍ୟକତା ନାହିଁ। ଏହି କାରଣ ଅଟେ ଭବିଷ୍ୟ ଜାଣିବା ପାଇଁ ଏହା ଅତ୍ୟନ୍ତ ସହଜ ଅଟେ। ଆମେ ଆପଣଙ୍କୁ ଏଠି ଟେରୋ ର ଚାରୋଟି କାର୍ଡ଼ ଦେଖାଉଛୁ ଆପଣଙ୍କୁ ଏହା ଭିତରୁ ଗୋଟେ ବାଛିବାର ଅଛି। ଯେଉଁଟା ସବୁଠୁ ଭଲ ଲାଗିବା ଆପଣଙ୍କ ଏହି ବାଛିବା ଆପଣଙ୍କ ପାଖ ଭବିଷ୍ୟ କୁ ନେଇ କେତେ କଥା କହିଥାଏ। ଏହା କଣ କହିଥାଏ ଆଗକୁ ଆମେ ଆପଣଙ୍କୁ ଜଣେଇବୁ ଆସନ୍ତୁ ଭିତରୁ ଗୋଟେ ବାଛନ୍ତୁ ଆଉ ଜାଣନ୍ତୁ ଅପଣଙ୍କ ଆଗାମୀ ଭବିଷ୍ୟ କଣ ହେବ।

ପ୍ରଥମ କାର୍ଡ଼ଟି ହେଉଛି ‘ଦ ଏମ୍ପ୍ରସ’। ‘ଦ ଏମ୍ପ୍ରସ’ ଙ୍କ ମୁଣ୍ଡରେ ବାରଟି ତାରା ଅଛି ଯେଉଁଟାକି ବାର ମାସର ପ୍ରତିନିଧିତ୍ୱ କରିଥାଏ। ତାଙ୍କର ଭାରି ବଖ୍ୟସ୍ଥଳ ନାରୀତ୍ବ ଓ ମାତୃତ୍ୱ ର ପ୍ରତିକ ଅଟେ। ତଳେ ଦେଖା ଯାଉଥିବା ଚନ୍ଦ୍ର ର ପ୍ରତୀକ ପ୍ରଜ୍ନ୍ନକ୍ଷ୍ୟମତା ଓ ସୌଭାଗ୍ୟ ଆଉ ବିକାଶ ର କାରଣ ଅଟେ।ଏହି କାର୍ଡ଼ କୁ ବାଛିବାର କାରଣ ଅଟେ ନିଜେ ନିଜ ବିଚାର ବହୁତ ଉଦାର ଅଟନ୍ତି, ଖୁସି ମିଯାଜ ର ଲୋକଅଟନ୍ତି, ଭବିଷ୍ୟତରେ କୌଣସି କଥାକୁ ନେଇ ସତର୍କତା ରଖିଥାନ୍ତି ଆସିବା ସମୟରେ ଅପଣଙ୍କ ପାଇଁ ସଫଳତାର ରାସ୍ତା ଖୋଲି ଯାଏ।

ମହିଳାମାନଙ୍କ ପାଇଁ ଏହି କାର୍ଡ଼କୁ ବାଛିବାର ମାନେ ଆସୁଥିବା କିଛି ମାସରେ ଆପଣ ମା ହବାକୁ ଯାଉଛନ୍ତି,ଆଉ ଗୋଟେବି କାରଣ ହେଇ ପାରେକି ନିଜ ଛୁଆଙ୍କ ପ୍ରତି ବହୁତ ଭଲପାଇବା ଦେଇଥାନ୍ତି ଆଉ ସ୍ନେହଦେଇଥାନ୍ତି।ବେଳେବେଳେ ଏହିଟା ଏତେ ଅଧିକ ହେଇଯାଏ କି ପିଲାମାନଙ୍କୁ ଅଣନିଶ୍ୱାସୀ ବୋଧ ହୁଏ ସେ ଆପଣଙ୍କଠୁ ଦୁରେଆଇ ଯାନ୍ତି।ପୁରୁଷ ପାଇଁ ଏ କାର୍ଡ଼ ଗୋଟେ ଆଦର୍ଶ ବାପା ହେବାର ଲକ୍ଷଣ ହେଆଇଥାଏ ଯାହା ଅପଣଙ୍କ ପାଇଁ କିଛି ଦାଇତ୍ୱ ଆସିଥାଏ।

ଦ୍ଵିତୀୟରେ ଆସିଥାଏ ‘ଦ ମୁନ’ ଆପଣଙ୍କ ଏହି କାର୍ଡ଼ ବାଛିବାର ମାନେ ଆପଣଙ୍କ ସହ ଉଭୟ ଭଲ ଓ ଖରାପ ହେବାରଏ ସମ୍ଭାବନା ଥାଏ,ଏହି କାର୍ଡ଼ ଅପଣଙ୍କ ଅସାଧାରଣ ରଚନାତ୍ମକ କ୍ଷମତାକୁକ ବାହାରକୁ ବାହାର କରିଥାଏ। ଏହି କାର୍ଡ଼ ନିଜ ସାଥି କିମ୍ବା ଅନ୍ୟ କାହାପ୍ରତି ଇର୍ଷା ଭାବର ପ୍ରମାଣ ଦେଇଥାଏ ଯାହା ଭବିଷ୍ୟତରେ ଯାଇଁ ବହୁତ ବଢ଼ିପାରେ ଆଉ ମଧ୍ୟ କହିଥାଏ କି ଭବିଷ୍ୟତରେ ହେଉଥିବା କୌଣସି ଘଟଣାର ଅନୁଧ୍ୟାନ କରିବା ଉଚିତ। ଏହି କାର୍ଡ଼ ଦେଖାଣିଆଲୋକଙ୍କ ଠାରୁ ସାବଧାନ ରଖିବାରେ ସାହାଯ୍ୟ କରେ। ଏହି କାର୍ଡ଼ ଉଭୟ ଭଲ ଓ ଖରାପ ଖବର ଦେଇଥାଏ।

ତୃତୀୟରେ ଆସେ ‘ଦି ହାଇପ୍ରିଷ୍ଟ’ ଏହି କାର୍ଡ଼କୁ ପିରାମିଣ୍ଡୋ ର ମିଶ୍ର ଦେବତା ଭଗବାନ ଅନୁବିଷକୁ ଦେଖାଯାଇଥାଏ।ମିଶ୍ରରେ ଆଙ୍କୁ ଆତ୍ମାତଥା ରହସ୍ୟ ର ରକ୍ଷାକାରୀ ଭାବେ ମାଣିଥାନ୍ତି। ଏହି କାର୍ଡ଼ ନ୍ୟାୟ ସୂଚକ ଅଟେ।ଯଦି ଆପଣ ଭଲ କରିଥିବେ ତାହେଲେ ଭଲ ହିଁ ମିଳେ ଖରାପ ର ଖରାପ ଫଳ ମିଳିଥାଏ। ଏହି କାର୍ଡ଼ ଆପଣଙ୍କୁ ମନେ ପକାଏ କି ଆପଣଙ୍କ ସହ ଭଲ କି ଖରାପ ହୁଏ ଏହା ଆପଣଙ୍କ ଉପରେ ନିର୍ଭର କରେ। ଆପଣ ଯାହା ଭଲ କି ଖରାପ କରିଥାନ୍ତି ତାହା ଆପଣ ନିଶ୍ଚୟ ଭୋଗ କରିଥାନ୍ତି ବୋଲି ଆମେ ମାନିଥାଉ।

ଚତୁର୍ଥରେ ଆସିଥାଏ ‘ଦି ଟ୍ରମ୍ପ’ ଏହି କାର୍ଡ଼ କୁ ଦେଖିକି ହିଁ ଜଣାପଡେ କି ବହୁତ ଜିଦି ଭାବ ଅଟେ।ଆପଣଙ୍କ ଜୀବନରେ ଖରାପ ସମୟରେ ଶେଷ ହେବକୁ ଯାଉଛି ଆପଣ ବିଜେତାଙ୍କ ଭଳିଆ ସାମ୍ନାକୁ ଆସିବେ ସୂର୍ଯ୍ୟ ଙ୍କ ଭଳିଆ ଅପଣଙ୍କ ଜୀବନ ଉଜ୍ଵଳିତ ହେବାକୁ ଯାଉଛି। ଏ ପର୍ଯ୍ୟନ୍ତ ଯେତେବି ଲଢେ଼ଇ ଆପଣ ଲଢ଼ିଛନ୍ତି ଖାସ କରିକି ଜୀବନରେ ଅପଣଙ୍କ ଅସୁବିଧା ଦୁଃଖର ଶେଷ ହୋଇଥାଏ। ଖୁସି ଆପଣଙ୍କ ଜୀଵନରେ ପୁଣି ଫେରି ଆସିବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ହେବ,ଲମ୍ବା ଅପେକ୍ଷା ପରେ ଅପଣଙ୍କ ଜୀବନରେ ଖୁସି ଫେରି ଆସିବ।ଲୁଚିଥିବା ଶତ୍ରୁ ପରାଜିତ ହେବେ।

Leave a Reply

Your email address will not be published. Required fields are marked *