October 22, 2024

Odia Express

Here, There and Everywhere

ମହିଳା ଜଣକ ୱାସିଙ୍ଗ ମେସିନ କିଣିକି ଆଣିଲେ- ପରଦିନ ସକାଳୁ ଖୋଲିକି ଦେଖିବା ବେଳେ ସମସ୍ତଙ୍କର ହୋସ ଉଡ଼ିଗଲା…

ଆଜି ଆମେ ଆପଣଙ୍କ ସାମ୍ନା ରେ ଯେଉଁ ମାମଲା ନେଇକି ଆସିଛୁ ତାହା ଆସିଛି ଫେସବୁକ ରୁ। ଅର୍ଥାତ ଏଠାରେ ଜଣେ ମା ପୋଷ୍ଟ କରିଛନ୍ତି ଯାହା କି ସମସ୍ତଙ୍କର ଜାଣିବା ଦରକାର। ଯଦି ଆପଣଙ୍କ ସହ ବି ଏପରି କିଛି ହେଇଛି ତ ଆପଣ ବି ଏହା ଜାଣନ୍ତୁ। ତ ଚାଲନ୍ତୁ ଆରମ୍ଭ କରିବା। ଏହି ଫେସବୁକ ର ପୋଷ୍ଟ କୁ ଜେଲେସା ନାମକ ଜଣେ ମା କରିଥିଲେ ଯାହାକୁ ଏଯାଏ ୧ ଲକ୍ଷ ୭୫ ହଜାର ରିପୋଷ୍ଟ ମିଳି ସାରିଛି ଆଉ ପ୍ରାୟ ୭୫ ହଜାର କମେଣ୍ଟ ବି ମିଳି ସାରିଛି। ଏହି ପୁରା ମାମଲା ଆମେରିକା ରୁ ଆସୁଛି। ଏବେ ଲକଡାଉନ ଲାଗି ରହିଛି ଯାହା ଦ୍ୱାରା କି ସବୁ ଦେଶ ର ସରକାର ତଥା ପ୍ରଧାନ ମନ୍ତ୍ରୀ ଆଉ ଅନେକ ସରକାର ଅନଲାଇନ ଅନେକ ସୁବିଧା ଖୋଳିବାକୁ ଚେଷ୍ଟା କରି ଛନ୍ତି।

ଜେଲେସା ଏହି ମେସିନ ବହୁତ ଦିନ ରୁ ଅର୍ଡର କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହା କରି ପାରି ନଥିଲେ। ସେ ଶେଷ ରେ ଅର୍ଡର କଲେ ଯାହା କି ଏହା ବଦମାସି ପାଇଁ ସେ ଏହାକୁ ଫେସବୁକ ରେ ପୋଷ୍ଟ କରିବା ପାଇଁ ବାଧ୍ୟ ହେଇଗଲେ। ଆପଣ ଜାଣିବା ଦରକାର କି ଛୋଟ ଛୁଆ ମାନେ ଅତ୍ୟନ୍ତ ବଡାମାସ ହେଇଥାନ୍ତି ଆଉ ସେମାନେ ସମସ୍ତ ଜିନିଷ ଉପରେ ହାତ ମାରିବାକୁ ଚେଷ୍ଟା କରନ୍ତି।ଛୋଟ ହେଇଥିବା ସମୟରେ ସେମାନଙ୍କ ମତିଷ୍କରେ ଏହି ସବୁ ଜିନିଷ ହିଁ ଚାଲୁଥାଏ ଯାହା ପାଇଁ କି ସେମାନେ ବଦମାସି କରିବାକୁ ପଛଅନ୍ତି ନାହିଁ। ତେଣୁ ଏହି ମାମଲା ସେହି ସବୁ ବାପା ତଥା ମା ମାନଙ୍କ ପାଇଁ ଯେଉଁମାନେ କି ନିଜର ଛୁଆ ମାନକୁ ଏକା ଛାଡି ଦିଅନ୍ତି ଆଉ ସେମାନଙ୍କ ପାଖରୁ ଭଲ ରହିବାର ଆଶା କରନ୍ତି।

ତେଣୁ ଜେଲେସା ଙ୍କର ଛୋଟ ଝିଅ ଏହି ୱାସିଙ୍ଗ ମେସିନ ଆସିବା ଦ୍ୱାରା ଅତ୍ୟନ୍ତ ଖୁସି ହେଇ ଯାଇଥିଲା ଆଉ ତା ପରେ ତାର ବଡ ପୁଅ ଯେତେବେଳେ ଖନେଇ ଖନେଇ କାନ୍ଦି କାନ୍ଦି ତାର ବାପା ମାଆଙ୍କର ରୁମ କୁ ଆସିଲା ଆଉ ତାର ପାଟିରୁ କଥା ବି ବାହାରୁ ନଥାଏ। ସେ ବହୁତ ଧୀର କଣ୍ଠ ରେ ତାର ବାପା ମାଙ୍କୁ କିଛି ବାସିଙ୍ଗ ମେସିନ ବାବଦରେ କହିବାକୁ ଲାଗିଲା ଯାହା ଶୁଣିବା ପରେ ତାର ବାପା ମାଆଙ୍କର ଶରୀର ରୁ ଆତ୍ମା ହି ବାହାରିଗଲା।

ସେମାନେ ଦୌଡ଼ି ଦୌଡ଼ି ଆସିକି ବେସମେଣ୍ଟ ରେ ଥିବା ବାସିଙ୍ଗ ମେସିନ କୁ ଦେଖିଲେ ଆଉ ତା ପରେ ସେମାନେ ଦେଖିବାକୁ ପାଇଲେ କି ତା ଭିତରେ ତାଙ୍କର ଛୋଟ ଝିଅ ଫସି ଯାଇଥିଲା ଆଉ ପାଣି ଭରି ଯାଉଥିଲା। ତାର ଆବାଜ ବି ବାହାରକୁ ଆସୁନଥିଲା। ସେମାନେ ତୁରନ୍ତ ହିଁ ମେସିନ ବନ୍ଦ କଲେ ଆଉ ତାକୁ ଉଦ୍ଧାର କଲେ।

Leave a Reply

Your email address will not be published. Required fields are marked *