ଆପଣ ଜାଣିଛନ୍ତି କି ନୀତା ଅମ୍ବାନୀ ଙ୍କର ଜୀବନ ଶୈଳୀ କିପରି ଅଟେ ? ଜାଣିଲେ ଆପଣ କହିବେ ଭଗବାନ ମୋତେ ଏପରି…
କଣ ଆପଣ ଜାଣିଛନ୍ତି କି ନୀତା ଅମ୍ବାନୀ ସୁନା ର କପ ରେ ଚା ପିଅନ୍ତି। ସେ ୪୦ ଲଲଷ ଟଙ୍କା ର ଶାଢ଼ୀ ପିନ୍ଧନ୍ତି ଆଉ ସୁନା ରେ ତିଆରି ଆଇ ଫୋନ ବ୍ୟବହାର କରନ୍ତି ଯାହାର ଦାମ କୋଟି କୋଟି ରେ ଥାଏ। ଆଜି ଆମେ ଆପଣଙ୍କ ପାଖରେ ସେହି ଅମ୍ବାନୀ ପରିବାର ର ଏକ ବର୍ଣନା କରିବାକୁ ଯାଉଛୁ। ମୁକେଶ ଅମ୍ବାନୀ ଙ୍କୁ କିଏ ବା ନ ଜାଣେ। ଛୋଟ ଛୁଆ ପାଖରୁ ଆରମ୍ଭ କରି ବୁଢା ଯାଏ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଜାଣନ୍ତି। ଏହି ଲୋକ ହେଉଛି ଭାରତ ର ସବୁଠୁ ଧନୀ ବ୍ୟକ୍ତି ଆଉ ତାଙ୍କ ପାଖରେ ଯେତିକି ଡୌଲତ ଅଛି ଯାହା କି ବୋଧେ ଆଉ କାହା ପାଖରେ ଥିବ କି ନାହିଁ।
ସେ ସାରା ଦୁନିଆ ର ସବୁଠାରୁ ଧନୀ ବ୍ୟକ୍ତି ମାନନ୍କ ଭିତରୁ ଜଣେ ଆଉ ସେ ଗୋଟେ ଦିନରେ ହି ଯେତିକି ଟଙ୍କା ରୋଜଗାର କରନ୍ତି ଲୋକ ଜୀବନ ସାରା ଖଟି ଖଟି ବି ସେତେ ଟଙ୍କା ରୋଜଗାର କରିପାରିବେ କି ନାହିଁ ସନ୍ଦେହ। ତ ଆଜି ଆମେ ନୀତା ଅମ୍ବାନୀ ଙ୍କର ଜୀବନ ଶୈଳୀ ଉପରେ ଏକ ବର୍ଣନାଆ କରିବାକୁ ଯାଉଛୁ ଯାହା କି ଆପଣ ଜାଣିବା ପରେ ଭାବିବେ କି ଏହା ସତରେ ସମ୍ଭବ ନା ନୁହଁ। ତ ଆସନ୍ତୁ ଜାଣିବା।
୧: ନୀତା ଅମ୍ବାନୀ ତାଙ୍କର ଦିନ ର ଆରମ୍ଭ ହି ସୁନା ର କପ ରେ କରନ୍ତି। ସେ ଯେଉଁ କପ ରେ ଛଅ ପିଅନ୍ତି ତାହା ସମ୍ପୂର୍ଣ ସୁନା ରେ ତିଆରି ହେଇ ଥାଏ ଆଉ ଏହାର ଦାମ ଲକ୍ଷ ଲକ୍ଷ ଟଙ୍କା ଅଟେ। ସେ ଏହି କପ ରେ ଚା ପିଅନ୍ତି ଆଉ ତାଙ୍କର ଜନ୍ମଦିନ ରେ ଏବେ ହି ତାଙ୍କର ସ୍ୱାମୀ ତାଙ୍କୁ ଏକ ପ୍ରାଇଭେଟ ଜେଟ ଉପହାର ରେ ଦେଇଥିଲେ ଯାହା ଭିତରେ କି ଏପରି କିଛି ସୁବିଧା ଉପଲବ୍ଧ ଥିଲା ଯାହା ବାବଦରେ କେଉଁ ସାଧାରଣ ମଣିଷ ବୋଧହୁଏ ଭାବି ପାରିବ ନାହିଁ। ଏହି ସବୁ ର ଦାମ ଥିଲା ୩୯୦ କୋଟି ଟଙ୍କା
୨: ନୀତା ଅମ୍ବାନୀ ୪୦ ଲକ୍ଷ ଟଙ୍କା ର ଶାଢ଼ୀ ପିନ୍ଧନ୍ତି। ମୁକେଶ ଅମ୍ବାନୀ ଯେତେ ଲୋକପ୍ରିୟ ସେତିକି ତାଙ୍କର ସ୍ତ୍ରୀ ନୀତା ଅମ୍ବାନୀ ବି ଲୋକପ୍ରିୟ। ମାତ୍ର ତାଙ୍କର ଶାଢ଼ୀ ର ଦାମ ହେଉଛି ୪୦ ଲକ୍ଷ ଯାହାକୁ ବନେଇବା ପାଇଁ ୩୬ ଜଣ ମହିଳା ଙ୍କୁ ୱେବ ବର୍ଷ ର ସମୟ ଲାଗିଥିଲା।
୩: ମୁକେଶ ଅମ୍ବାନୀ ଙ୍କର ପତ୍ନୀ ଙ୍କର ଲିପ୍ସତିକ ର ଦାମ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ରେ। ଏହାକୁ ଏକ ଆମେରିକୀୟ କମ୍ପାନୀ ଖାସ ଅମ୍ବାନୀ ପରିବାର ପାଇଁ ହି ବନାନ୍ତି । ଏହାର ଦାମ ପ୍ରାୟ ୩୯ ଲକ୍ଷ ଟଙ୍କା ଅଟେ।