October 24, 2024

Odia Express

Here, There and Everywhere

ଘରୁ ବାହାରିବା ସମୟରେ ଯଦି ଦେଖନ୍ତି ଏଭଳି ମହିଳାମାନଙ୍କୁ, ତ ବୁଝି ଯାଆନ୍ତୁ ଆଜି ଆପଣଙ୍କର ସବୁ କାମ ସଫଳ ହେବ..

ରୀତିନୀତି ଏବଂ ପରମ୍ପରା କେବେ ମଧ୍ୟ ସମାପ୍ତ ହୋଇନଠେ କାରଣ ଏହା ଆମର ଗୁରୁଜନ ମାନଙ୍କର ଆମ ନିମନ୍ତେ ଏକ ପ୍ରକାରର ଆଶୀର୍ବାଦ ହୋଇଥାଏ। ଆଜିକାଲିର ସମୟରେ ଦେଖାଯିବ ତ ନୂତନ ପିଢୀର ଲୋକମାନେ ଏହି ପରମ୍ପରା ଉପରେ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଘରର ଯେଉଁ ବଡ ମାନେ ଅଛନ୍ତି ସେମନେ ଏହି ପରମ୍ପରାକୁ ନିଶ୍ଚିତ ପାଳନ କରନ୍ତି। ଘରର ବଡ ଏବଂ ବୟୋଜେଷ୍ଠ ଏସବୁ ଉପରେ ଧ୍ୟାନ ରଖନ୍ତି ଯେ ଘରୁ ବାହାରିବା ସମୟରେ କିମ୍ବା ପ୍ରତ୍ୟାବର୍ତ୍ତନ ସମୟରେ କେଉଁ କାର୍ଯ୍ୟ ଶୁଭ ହୋଇଥାଏ ଏବଂ କେଉଁ କାର୍ଯ୍ୟ ଅଶୁଭ ହୋଇଥାଏ। ଆଜିକାଲିର ସମୟର କଥା କୁହାଯିବ ତ ନାରୀ ମାନଙ୍କୁ ପୁଅ ମାନଙ୍କ ତୁଳନାରେ କମ ମହତ୍ଵ ଦିଆଯାଏ ପରନ୍ତୁ ଆଜିକାଲିର ନାରୀମାନେ ପୁରୁଷଙ୍କ ସହିତ କାନ୍ଧ ରେ କାନ୍ଧ ମିଶାଇ ଚାଲୁଛନ୍ତି ଏବଂ ନାରୀମାନନକୁ ଦେବୀଙ୍କର ସ୍ୱରୂପ କୁହାଯାଏ ଏଥିପାଇଁ ଘରୁ ବାହାରିବା ସମୟରେ ଦେବୀଙ୍କର ଦର୍ଶନ କରିବା ଉଚିତ ଏହାକୁ ଶୁଭ କୁହାଯାଏ ଏବଂ ଯଦି ଆପଣଙ୍କୁ ଘରୁ ବାହାରିବା ସମୟରେ ଏଭଳି ମହିଳା ଦେଖାଯାନ୍ତି ତ ଆପଣଙ୍କ ଦିନ ଶୁଭ ହୋଇଥାଏ।

ଆସନ୍ତୁ ଜାଣିବା କେଉଁ ପ୍ରକାରର ମହିଳାମାନେ ଦେଖା ଯିବା ଦ୍ଵାରା ଦିନ ଶୁଭ ହୋଇଥାଏ

ଷୋହଳ ଶୃଙ୍ଗାର ଏବଂ ଲାଲ ଶାଢୀ ପରିହିତା ମହିଳା : ଯଦି ଆପଣ କୌଣସି ଭଲ କାର୍ଯ୍ୟରେ ଯାଉଛନ୍ତି ଏବଂ ରାସ୍ତାରେ ଯଦି ଆପଣଙ୍କୁ କୌଣସି ମହିଳା ଷୋହଳ ଶୃଙ୍ଗାର ଏବଂ ଲାଲ ଶାଢୀ ପରିହିତା ହୋଇଥିବାର ଦେଖା ଯାନ୍ତି ତ ଆପଣଙ୍କ ନିମନ୍ତେ ବହୁତ ଅଧିକ ଶୁଭ ଅଟେ କାରଣ ଲାଲ ରଙ୍ଗ ମତା ଦୂର୍ଗାଙ୍କର ରଙ୍ଗ ଅଟେ ଏବଂ ଷୋହଳ ଶୃଙ୍ଗାର ମାଆଙ୍କର ବହୁତ ପ୍ରିୟ ହୋଇଥାଏ ସେହି ମହିଳା ସାକ୍ଷାତ ଲକ୍ଷ୍ମୀମାତାଙ୍କର ରୂପ ହୋଇଥାନ୍ତି ।

ଗର୍ଭବତୀ ମହିଳା: ପୁରାତନ ସମୟରୁ ଚାଲି ଆସୁଥିବା ଏଭଳି ବହୁତ ମାନ୍ୟତା ମାନ ରହିଛି ଯାହାକୁ ଲୋକଙ୍କ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଉଛି ଯାହାଦ୍ୱାରା ସେ ଖୁସିରେ ଜୀବନ ବିତାଇବେ । ଏପରି ମାନ୍ୟତା ଅଛି ଯେ ଯଦି ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ଏବଂ ଆପଣଙ୍କୁ ରାସ୍ତାରେ କୌଣସି ଗର୍ଭବତୀ ମହିଳା ଦେଖା ଯାନ୍ତି ତ ଏହା ବହୁତ ଶୁଭ ହୋଇଥାଏ ।

ପାଣି ଧରି ଆସୁଥିବା ମହିଳା: ଆପଣମାନେ କେବେ ନା କେବେ ନିଜର ଗୁରୁଜନଙ୍କୁ ଏହା କହିଥିବାର ଅବଶ୍ୟ ଶୁଣିଥିବେ ଯେ ଘରୁ ବାହାରିବା ସମୟରେ ଖାଲି ବାଲଟି ଦେଖିବା ବହୁତ ଅଶୁଭ ହୋଇଥାଏ ପରନ୍ତୁ ଏହାର ସ୍ଥାନରେ ଯଦି ଆପଣ ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ପାଣି ଆଣି ଆସୁଥିବା ମହିଳା ଦେଖାଯାନ୍ତି ତ ଏହା ବହୁତ ଶୁଭ ସଂକେତ ହୋଇଥାଏ କାରଣ ପାଣି ଏବଂ ଘଡାକୁ ବହୁତ ଶୁଭ କୁହାଯାଏ

ଏହି ସମସ୍ତ କାରଣରୁ ଯଦି ଆପଣଙ୍କ ସହିତ ଏପରି କିଛି ହୁଏ ତ ଆପଣଙ୍କୁ ଏହା ବୁଝିଯିବା ଆବଶ୍ୟକ ଯେ ଆପଣଙ୍କ ଦିନ ବହୁତ ଶୁଭ ରହିବ ଏବଂ ଆପଣଙ୍କୁ କୌଣସି ଶୁଭ ଖବର ମିଳିବ। ଯଦି ଆମେ ଭାରତର ମାନ୍ୟତା ଗୁଡିକ ବିଷୟରେ କଥା ହେବା ତ କୌଣସି ଛୋଟ ରୁ ଛୋଟ ଜିନିଷ ମଧ୍ୟ କିଛି ନା କିଛି ମାନ୍ୟତା ଅବଶ୍ୟ ହାସିଲ ହୋଇଥାଏ। ପ୍ରତ୍ୟେକ ଜିନିଷ ପ୍ରତ୍ୟେକ ମୂହୁର୍ତ୍ତ କାହା ନା କାହା ପାଇଁ ଶୁଭ ହୋଇପାରେ ତ ଏମିତିରେ ଏହି ମାନ୍ୟତା ଗୁଡିକ ହୁଏତ କିଛି ଭଲ ହେଉ ବା ନହେଉ ପରନ୍ତୁ ନିଜ ଭିତରେ ଏକ ଭିନ୍ନ ପ୍ରକାର ଆତ୍ମବିଶ୍ଵାସ ଜାଗ୍ରତ କରିଥାଏ ।

Leave a Reply

Your email address will not be published. Required fields are marked *