October 25, 2024

Odia Express

Here, There and Everywhere

ଏ ଭିତରୁ ନିଜର ନିଜ ନାମ ର ପ୍ରଥମ ଅକ୍ଷର ବାଛନ୍ତୁ ଆଉ ଜାଣନ୍ତୁ ନିଜ ବିଷୟରେ ଏହି ସତ୍ୟତା – ନିଶ୍ଚୟ ପଢନ୍ତୁ…

1 min read

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ବ୍ୟକ୍ତି ର ଭାଗ୍ୟ ସହ ତାର ନାମ ର ପ୍ରଥମ ଅକ୍ଷର ର ବି ମହତ୍ତ୍ୱ ରହି ଥାଏ। ଏହା ବ୍ୟକ୍ତି ର ଭାଗ୍ୟ ବଦଳେଇବା ର କ୍ଷମତା ରଖି ଥାଏ। ଜଣେ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଦ୍ୱାରା ଆମେ ସେହି ବ୍ୟକ୍ତି ର ସ୍ଵଭାଵ ତଥା ବ୍ୟବହାର ବାବଦରେ ବହୁତ ଜଲଦି ଜାଣି ପାରିବା। ଆଜି ଆମେ ଆପଣଙ୍କ ପାଖରେ ଇଂରାଜୀ ଅକ୍ଷର A,D,R ଆଉ S ଅକ୍ଷର ର ନାମ ଥିବା ବ୍ୟକ୍ତି ଙ୍କର ଭବିଷ୍ୟତ କହିବାକୁ ଯାଉଛୁ। ତ ଚାଲନ୍ତୁ ଆରମ୍ଭ କରିବା।

A ଅକ୍ଷର ରୁ ଆରମ୍ଭ ହେଉଥିବା ନାମ:  ଯଦି କେଉଁ ବ୍ୟକ୍ତି ଅଥବା ମହିଳା ର ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହେଉଥାଏ ତ ଏହିପରି ମହିଳା ବା ବ୍ୟକ୍ତି ନିଜ ଜୀବନ ରେ ସମ୍ପର୍କ କୁ ବହୁତ ମହତ୍ତ୍ୱ ପ୍ରଦାନ କରନ୍ତି। ସେମାନେ ନିଜ ଜୀବନ ରେ ପରିଶ୍ରମ ବହୁତ କରନ୍ତି ମାତ୍ର ସେମାନଙ୍କୁ ସଫଳତା ବହୁତ ଡେରି ରେ ହାସିଲ ହୁଏ। ଏହି ନାମ ଵାଲା ବ୍ୟକ୍ତି କିଛି ବି କଥା ଅନ୍ୟ ପାଖରେ ଶେୟର କରନ୍ତି ନାହିଁ।

D ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କର ସ୍ଵଭାଵ:  ଯଦି କେଉଁ ବ୍ୟକ୍ତି ର ନାମ ଇଂରାଜୀ ଅକ୍ଷର D ରୁ ଆରମ୍ଭ ହେଉଛି ତ ଏହିପରି ବ୍ୟକ୍ତି ଙ୍କର ସ୍ଵଭାଵ ବହୁତ ଇମୋସ୍ନାଲ ହେଇଥାଏ। ସେମାନେ ଏକ ସମୟରେ ଗୋଟେ ହି ସମ୍ପର୍କ ନିଭାନ୍ତି ଯାହା କି ୟାଙ୍କର ପାର୍ଟନର ଙ୍କୁ ବହୁତ ପସନ୍ଦ ହେଇଥାଏ। ସେମାନେ ଯାହା ସହ ବି ରହନ୍ତି ଜୀବନ ସାରା ରୁହନ୍ତି। ଲୋକଙ୍କର କଥା ରେ ଧ୍ୟାନ ନ ଦେଇକି ନିଜ ମନକୁ ଶୁଣନ୍ତି। ଅର୍ଥାତ ସେମାନେ ସେଲ୍ଫ ମେଟ ହେଇଥାନ୍ତି।

R ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କର ସ୍ଵଭାଵ:  ଯଦି କେଉଁ ବ୍ୟକ୍ତି ର ନାମ ଅଥବା ମହିଳା ର ନାମ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହେଉଛି ତ ଏହି ବ୍ୟକ୍ତି ମାନେ ନିଜ ଦୁନିଆ ରେ ହଜି ଯାଉଥିବା ଲୋକ ଅଟନ୍ତି। ସେମାନେ ହୃଦୟ ରୁ ବହୁତ ଭଲ ହେଇଥାନ୍ତି। ଅନ୍ୟର ସାହାଯ୍ୟ ବି କରନ୍ତି।ସେମାନଙ୍କ ଭିତରେ ସବୁଠୁ ଖାସ କଳା କି ସେମାନେ ନୂଆ ନୂଆ ଜିନିଷ ର ତଲାସ କରନ୍ତି।

S ଅକ୍ଷର ର ଲୋକଙ୍କ ସ୍ଵଭାଵ:  S ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ସ୍ଵଭାଵ ରୁ ବହୁତ ବଡ଼ ଆଉ ଦାୟିତ୍ତ୍ୱବାନ ହେଇଥାନ୍ତି। ସେମାନେ ବହୁତ ଯତ୍ନଶୀଳ ବି ହେଇଥାନ୍ତି। ଏହି ଲୋକମାନେ ଯେପରି ଦେଖା ଯାଆନ୍ତି ସେମାନେ ସେପରି ହି ହେଇଥାନ୍ତି। ଅତଃ ଏମାନଙ୍କୁ ଦେଖେଇ ହଵା ଜମା ବି ପସନ୍ଦ ନୁହଁ। ସେମାନେ ହୃଦୟ ରୁ ଜମା ବି ଖରାପ ହେଇ ନଥାନ୍ତି। ସେମାନେ ବହୁତ ପ୍ରତିଭାଷାଳି ହେଇଥାନ୍ତି।

Leave a Reply

Your email address will not be published. Required fields are marked *