October 25, 2024

Odia Express

Here, There and Everywhere

ଭୃସଙ୍ଗପତ୍ର ଚୁଟିରେ ୩ ଥର ଲଗାନ୍ତୁ ଏବଂ ତାହାପରେ ଯାହା ପ୍ରଭାବ ପଡିବ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ…

ଭୃସଙ୍ଗପତ୍ର ଚୁଟିରେ ଲଗେଇବା ଦ୍ୱାରା ଏମିତି କିଛି ହେବ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଭୃସଙ୍ଗପତ୍ର ଖାଦ୍ୟ ପଦାର୍ଥ ର ସ୍ୱାଦ ବଡେ଼ଇବା ପାଇଁ ବ୍ୟବହୃତ ହୁଏ। ଭୃସଙ୍ଗପତ୍ର ଦେଖିବାକୁ ନିମ୍ବପତ୍ର ଭଳିଆ ହୋଇଥାଏ ସେଥି ପାଇଁ ଆକୁ ମିଠାନିମ୍ବ ବା କଳାନିମ୍ବ ବୋଲି କୁହାଯାଏ।ଏଥିରେ ବହୁତ ଔଷଧିୟ ଗୁଣ ଥାଏ ଓ ଏହାର ମହକ ଓ ସ୍ଵାଦରେ ଖାଇବାରେ ସ୍ୱାଦ ଆସିଥାଏ ତା ସାଙ୍ଗରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ।ଭୃସଙ୍ଗପତ୍ର ପେଟ ପାଇଁ ବହୁତ ଲାଭଦାୟକ ଅଟେ । ଏହାର ଚେରର ବ୍ୟବହାର ଆମର ଆଖି ଆଉ କିଡନୀ ପାଇଁ ବ୍ୟବହୃତ ହୁଏ। ଭୃସଙ୍ଗପତ୍ରରେ ଆଇରନ,କପର,ଜ଼ୀଙ୍କ ଆଦି ଭର୍ତ୍ତି ପାଇବା ଏହା ସାହିତ ଭୃସଙ୍ଗପତ୍ର ଚୁଟି ର ବହୁତ ସମସ୍ୟା ଦୁର କରିବାରେ ବ୍ୟବହୃତ ହୋଇଥାଏ।


ଆଜିକାଲି ଚୁଟି ଧଳା ହେବା ଗୋଟେ ମୁଖ୍ୟ ସମସ୍ୟା ଅଟେ କିନ୍ତୁ ଆଜି ଜାଣିବା ଦରକାର କି ଚୁଟି କାଇଁକି ଧଳା ହାଉଛି।ପ୍ରାୟ ଲୋକଙ୍କ ମାତ୍ର ୨୦ କିମ୍ବା ୩୦ ବର୍ଷ ରୁ ଚୁଟିଧଳା ହେବା ଆରମ୍ଭ ହୋଇଥାଏ।ସାଙ୍ଗମାନେ ଏହାର କେତେ କାରଣ ହୋଇଥାଇ ପାରେ ଯେମିତିକି ଖରାପ ଲାଇଟ,ଆଉ ଯେମିତିକି ଭୋଜନରେ ଠିକ ମାତ୍ରାରେ ପୋଷଣ ନ ମିଳିବା।ଭୃସଙ୍ଗପତ୍ର ଚୁଟି କଳା ରଖିବାରେ ସାହାର୍ଯ୍ୟ କରେ ଏ ଚୁଟି କୁ ମଜବୁତ,ଗହଳିଆ,ଲମ୍ବା ଓ କଳା କରିବାରେ ସାହାର୍ଯ୍ୟ କରେ।ଚୁଟି ର ମୂଳକୁ ମଜବୁତ କରେ ଭୃସଙ୍ଗପତ୍ର ସାଧରଣତ ଲୋକମାନେ ନିଜ ଚୁଟି କଳା ରଖିବା ପାଇଁ ବଜ଼ାରରେ ବ୍ୟବହୃତ ରାସାୟନିକ କଳାରଙ୍ଗ ର ବ୍ୟବହୃତ କରୁଛନ୍ତି। ଯାହାଫଳରେ ସେ ଚୁଟି କୁ ଅଧିକ ନଷ୍ଟ କରୁଛି।

ଭୃସଙ୍ଗପତ୍ରରେ ସେଇ ସବୁ ପୋଷକ ତତ୍ୱ ପାଇଥାଉ ଯାହା ଚୁଟି ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ। ଭୃସଙ୍ଗପତ୍ର ର ଲେପ ବନାଇ ତାକୁ ଚୁଟି ମୂଳରେ ଲଗାଇବା ଓ ଆପଣ ଚାହିଁବେ ତା ଆକୁ ଖାଇପାରିବେ ଏମିତି କରିବା ଦ୍ୱାରା ଆପଣଙ୍କ ଚୁଟି କଳା ଓ ଲମ୍ବା,ଗହଳିଆ ହେବ।ଭୃସଙ୍ଗପତ୍ର ରେ ଆଇରନ,ଫସଫୋରସ, ଥାଏ। ଏହାର ସେବନ ଦ୍ୱାରା ଚୁଟି ରେ ରୂପୀ କମିଥାଏ।

ଚୁଟିକୁ କଳା,ଲମ୍ବା,ଗହଳିଆ,ବନେଆଇବା ପାଇଁ ଭୃସଙ୍ଗପତ୍ର ର ପେଷ୍ଟ କେମିତି ବନେଆଇବା ଅଳ୍ପ ଭୃସଙ୍ଗପତ୍ର ନେବା ଆକୁ ପାଣିରେ ଭଲ ଭାବେ ଧୋଇଦେବା ଓ ଏହାପରେ ଆକୁ ଭଲ ଭାବେ ବାଟି ଗୋଟେ ମିଶ୍ରଣ ବନାଇ ଦେବା ଏହି ମିଶ୍ରଣ ରେ ଦହି ମିଶାଇ ତାକୁ ଚୁଟି ରେ ଲଗାଇ ୨୦ରୁ୨୫ ମିନିଟ ପର୍ଯ୍ୟନ୍ତ ଛାଡିଦେବା ଓ ତାପରେ ସାମ୍ପୁ ରେ ତାକୁ ଧୋଇଦେବା ଏହାଦ୍ୱାରା ଆପଣଙ୍କ ଚୁଟି କଳା,ଲମ୍ବା,ଗହଳିଆ ହେବ ତା ସହିତ ପ୍ରାକୁତିକ ଉଜ୍ଵଳତା ଆସିବ।

ଭୃସଙ୍ଗପତ୍ର ର ତେଲ ବନେଆଇବା ପାଇଁ କେତେ ଭୃସଙ୍ଗପତ୍ର ନେଇ ତାକୁ ଭଲ ଭାବେ ଧୋଇ ତାକୁ ସୂର୍ଯ୍ୟଙ୍କ କିରଣରେ ସୁଖେଇ ଦିଅ ଯେପର୍ଯ୍ୟନ୍ତ ଏ ଭଲ ଭାବେ ସୁଖୀ ନଜୀବ।ତାପରେ ତାକୁ ପାଉଡର ଭଳିଆ ତାକୁ ଗୁଣ୍ଡ କରିଦେବ। ତାପରେ ୨୦୦ ମିଳି ଲିଟର ନଡ଼ିଆ ତେଲରେ ଚାରି ରୁ ପାଞ୍ଚ ଚାମୁଚ ପାଉଡର ମିଶାଇ ତାକୁ ଫୁଟାଇବା ତାପରେ ସେ ତେଲକୁ ଥଣ୍ଡା କରି ଛାଣି ଗୋଟେ ଵୋତଲ ରେ ରଖିବା।

ସବୁଦିନ ଶୋଇବା ଆଗରୁ ଭଲ ଭାବରେ ଚୁଟି ରେ ଲଗାଇ ମାଲିସ କରି ଶୋଇବା ଆବଶ୍ୟକ ତାପରେ ସକାଳୁ ଆକୁ ସାମ୍ପୁ କରି ଧୋଇଦେବେ।ଭୃସଙ୍ଗପତ୍ର ର ଚା,ଚା ପାଇଁ ଭୃସଙ୍ଗପତ୍ର କୁ ପାଣିରେ ଫୁଟାଇ ତା ଭିତରେ ଲେମ୍ବୁ ଆଉ ଚୀନି ମିଶାଇବା ଆକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଧଳା ଚୁଟି ସବୁ କଳା ହୋଇଯିବ ଓ ଏହି ଚା ଆମ ହଜମ ପ୍ରକ୍ରିୟା ପାଇଁ ବହୁତ ଲାଭ ଦାଇ ଅଟେ।

Leave a Reply

Your email address will not be published. Required fields are marked *