October 21, 2024

Odia Express

Here, There and Everywhere

ଭାରତରେ ପଇସା କିପରି ଛପା ଯାଏ ? ଓ ଟଙ୍କା କେଉଁ ଜାଗାରେ ଛପାଯାଏ ଜାଣିଛନ୍ତି କି ? ଏବେ ଚାଲନ୍ତୁ ଜାଣିବା…

ସାଙ୍ଗମାନେ ଆପଙ୍କ ମାନଙ୍କୁ ସ୍ୱାଗତ। କଣ ଆପଣଙ୍କୁ ଜଣା ଅଛି ଆମ ଦେଶରେ ପଇସା କେଉଁଠାରୁ ଓ କିପରି ଆସୁଛି। ଆଜିକାଲି ଲୋକମାନେ ପଇସା ପଛରେ ଦୌଡୁଛନ୍ତି। ପଇସା ଏକ ଏକ ଏପରି ଜିନିଷ ଯାହା ଆଜିକାଲି ବଂଚିବା ପାଇଁ ଜରୁରି ଅଟେ। ସବୁ କାମ ରେ ପଇସା ର ଆବଶ୍ୟକ ପଡିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପଇସା କେଉଁ ଠାରେ ଓ କିପରି ତିଆରି ହୋଇଥାଏ।ବହୁତ କମ ଲୋକଙ୍କୁ ଜଣା ଥିବା ଆମ ଦେଶରେ କେଉଁଠୁ ଓ କିପରି ଆସେ। ଆଜି ଆମେ ଆପଣଙ୍କୁ କହିବୁ ପଇସା ର ପେପର କେଉଁଠି ତିଆରି ହୋଇଥାଏ।

ଆମ ଦେଶରେ ପଇସା ଚାପିବା ମେସିନ କେଉଁଠାରେ ,ପଇସା କିପରି ଛପା ଯାଏ,ଖରାପ ପଇସା କେଉଁଠାକୁ ଯାଇ,ଓ ଆମ ପର୍ଯ୍ୟନ୍ତ ପଇସା କିପରି ପହଂଚିଥାଏ। ଆସନ୍ତୁ ପ୍ରଥମେ ଜାଣିବା ପଇସା ର ପେପର କେଉଁଠି ତିଆରି ହୋଇଥାଏ।ପଇସା ର ପେପର ଅଧିକ ତମ ଦୁନିଆର ଚାରି ଦେଶରେ ହୋଇଥାଏ।ଏହି ଦେଶମାନଙ୍କରେ ପେପର ତିଆରି ପାଇଁ ଆଧୁନିକ ମେସିନ ଅଛି। ଆମେରିକା, ଫ୍ରାନ୍ସ,ସ୍ଵିଡେନ, ଲୁସେଟଲ ଏହି ଚାରି ଦେଶରେ ପେପର ତିଆରି ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆମ ଦେଶରେ ପଇସା ଛାପିବା ମେସେନ କେଉଁଠାରେ ଅଛି।

ମଧ୍ୟପ୍ରଦେଶ ର ଅନେକ ସ୍ଥାନ ରେ ଅଛି।ଏବେ ଆସନ୍ତୁ ଜାଣିବା ପଇସା କିପରି ଛପା ଯାଏ। ବିଦେଶରୁ ଆସୁଥିବା ପେପର କୁ ସାମଟନ ମେସିନରେ ରେ ପୁରା ଯାଏ ଏହାପରେ ଏହାକୁ ଅନ୍ୟ ମେସିନ ଏନଣ୍ଟାବୁ ମେସିନ ରେ ପୁରା ଯାଏ।ଏହା ପରେ ଭଲ ଓ ଖରାପ ପଇସା କୁ ଅଲଗା ଅଲଗା କରିଦିଆଯାଏ।ଏହା ପରେ ଭଲ ପଇସା ଉପରେ ନମ୍ବର ଲଗା ଯାଏ।ଆସନ୍ତୁ ଜାଣିବା ଖରାପ ପଇସା ର ସରକାର କଣ କରିଥାନ୍ତି।

ଖରାପ ପଇସା କୁ ନିଆଯାଇ ଯାଞ୍ଚ ପରେ ତା ସ୍ଥାନ ରେ ନୂଆ ପଇସା ଛାପା ଯାଏ।କଣ ଆପଣଙ୍କୁ ଜଣା ଅଛି ଏହି ପଇସା ଆମ ମାନଙ୍କ ପାଖରେ କିପରି ପହଂଚିଥାଏ। ଇଣ୍ଡିଆନ ରିଜର୍ଭ ବ୍ୟାଙ୍କ ଭାରତରେ ୧୮ ଅଫିସ ଅଛି ଅନେକ ସହରରେ। ସର୍ବ ପ୍ରଥମେ ପଇସା ଏହି ଅଫିସର ମାନଙ୍କର ପହଂଚିଥାଏ।ଏହା ପରେ ଅଲଗା ଅଲଗା ବ୍ୟାଙ୍କ କୁ ପଠା ଯାଏ।ଏହି ପରି ହୋଇଥାଏ ପଇସା ତିଆରି।ଯଦି ଆମ ଲେଖା ଆପଣଙ୍କ ମାନଙ୍କୁ ପସନ୍ଦ ଏହାକୁ ଲାଇକ କରନ୍ତୁ ଓ ନିଜ ସାଙ୍ଗ ମାନଙ୍କ ସହ ଅଧିକ ରୁ ଅଧିକ ଭାବେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *