June 21, 2025

Odia Express

Here, There and Everywhere

ଆଜିର ୧୨ ଟି ମଜାଦାର ଜୋକ୍ସ: ସ୍କୁଲରୁ ଆସିବା ପରେ ପପ୍ପୁ ବାପାଙ୍କୁ କହିଲା, ପପ୍ପୁ- ବାପା , ମୋତେ ମାଡାମ ପ୍ରତିଦିନ ବାଡଉଛନ୍ତି ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ – ତାପରେ ପପୁ କହିଲା….

1 min read

କେହି ଜଣେ ସତ କହିଛନ୍ତି ଯେ ‘laughteristhebestmedicine’। ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ। ଯେଉଁ ଲୋକମାନେ ଚିନ୍ତିତ କିମ୍ବା ପୁଣି ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ କୌଣସି ମେଡ଼ିସିନ ଭଳି କାମ କରିଥାଏ। ଏହା ତାଙ୍କ ନିମନ୍ତେ ଏକ ଷ୍ଟ୍ରେସ ବର୍ଷ୍ଟର ଭଳି କାମ କରିଥାଏ। କିଛି ଲୋକ ତ ଏହି ଜୋକ୍ସରେ ନିଜର ନିକଟତମ କିମ୍ବା ଫ୍ରେଣ୍ଡ୍ସ ମାନଙ୍କୁ ଟ୍ୟାଗ କରିଦିଅନ୍ତି। ଆଜି ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଜୋକ୍ସକୁ ସୋସିଆଲ ମିଡିଆରେ ଅନେକ ଲାଇକ ଏବଂ ସେୟାର କରାଯାଉଛି। ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ। ତେବେ ବିଳମ୍ବ କେଉଁଥି ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।

ସାନ୍ତା- ସକାଳୁ ସକାଳୁ ପଡୋଶିନୀ କହୁଥିଲେ ଯେ ମୋର ପେଟରେ ମୂଷା ଦଉଡୁଛି… । ବାନ୍ତା- ତାପରେ ତୁମେ କଣ କଲ? ସାନ୍ତା- ମୁଁ ତାଙ୍କୁ ମୂଷା ମାରିବାର ଔଷଧ ଦେଇଦେଇଛି । ଦୁଇଘଣ୍ଟା ହେବ ସୋଇଛି, ଧନ୍ୟବାଦ ମଧ୍ୟ କହି ନାହିଁ ….!!!

ସୋନୁ ସ୍କୁଲକୁ ଗଧ ନେଇକି ଆସିଲା । ଶିକ୍ଷକ- ଏହାକୁ କାହିଁକି ଆଣିଛୁ? ସୋନୁ- ମାଡାମ, ଆପଣ ହିଁ ତ କୁହନ୍ତି ଯେ ମୁଁ ବଡ ରୁ ବଡ ଗଧଙ୍କୁ ମଣିଷ କରିଦେଇଛି…. । ତ ମୁଁ ଭାବିଲି ଯେ ଏହାର ମଧ୍ୟ ଭଲ ହୋଇଯାଉ ।

ଶିକ୍ଷକ- ଝିଅମାନେ ଯଦି ପରଧନ ଅଟନ୍ତି ତ ପୁଅ ମାନେ କଣ ହୋଇଥାନ୍ତି? ପପ୍ପୁ- ସାର ପୁଅମାନେ ଚୋର ଅଟନ୍ତି! ଶିକ୍ଷକ – ତାହା କିପରି? ପପ୍ପୁ- କାରଣ, ଚୋର ଙ୍କର ଦ୍ରୁଷ୍ଟି ସବୁବେଳେ ପରଧନ ଉପରେ ଥାଏ….!!!

ପୁଅ ନିଜର ପ୍ରେମକା କୁ । ପୁଅ- କିଛି ଏପରି ଉପହାର ଦିଅ ଯାହାକୁ ମୁଁ ସମ୍ଭାଳି କରି ରଖିପାରିବି। ଝିଅ ନିଜର ଚପଲ ର ତଳ (ସୋଲ) ଦେଇଦେଲା… । ପୁଅ ସେହି ସୋଲ ନେଇକି ବଣିଆ ପାଖକୁ ଗଲା ଏବଂ କହିଲା ଯେ ରୂପା ଫ୍ରେମ ବନେଇକି ସେଥିରେ ଲଗେଇ ଦିଅ…. । ବଣିଆ- ସାର କାଲି ଆସି ନେଇଯିବେ । ଆସନ୍ତା ଦିନ ପୁଅ ସୋଲ ନେବାକୁ ଆସିଲା ତ ବଣିଆକୁ ପଚାରିଲା… । ବଣିଆ- ଏହି ଚପଲ କେଉଁ ବାବାଙ୍କର ଅଟେ? ପୁଅ- ଏହା ମୋର ପ୍ରେମିକାର ଅଟେ। ବଣିଆ- ପଳା ଏଠୁ ଶଳା ମଜନୂ ପୁଅ॥ କାଲି ଠାରୁ ମୋର ସାରା ପରିବାର ଚପଲ କୁ ଚୁମା ଦେଇ ଦେଇ ପାଗଳ ହେଇ ଗଲାଣି ।

ବିବାହର ଏକ ଦିନ ପୂର୍ବରୁ ଭାବୀ ପତ୍ନୀଙ୍କର ମେସେଜ ଆସିଲା… । “ସରି ଆମର ବିବାହ ହୋଇପାରିବ ନାହିଁ କାରଣ ଅନ୍ୟ କେଉଁଠାରେ ଫିକ୍ସ ହେଇଯାଇଛି” । ବର ଟେନସନରେ ଆସିଗଲା… । ତାପରେ ଦ୍ଵିତୀୟ ମେସେଜ ଆସିଲା… “ସରି ବାଇ ମିଷ୍ଟେକ ଆପଣଙ୍କୁ ସେଣ୍ଡ ହେଇଗଲା” । ବର ଏବେ ଆହୁରି ଟେନସନରେ!!

ଜଣେ ଚତୁର ମହିଳା ଫେସବୁକରେ ଲେଖିଲେ… । ମନକୁ ବଶରେ କରିବା ସିଖୁଛି ଆଜିକାଲି… । ଶିମଳା ଯିବାକୁ ମନ ହେଉଛି ତ ସିମଳା ମିର୍ଚ ଖାଇ ଦେଉଛି, ମସୁରୀ ଯିବାର ଇଚ୍ଛା ହେଉଛି ତ ମସୁରି ଡାଲି ଖାଇଦେଉଛି …. । ଏବଂ ଉଦ୍ଧମପୁର ଯିବାର ଇଚ୍ଛା ହେଉଛି ତ ଘରେ ଉଦ୍ଧମ ମଚେଇ ଦେଉଛି

ସାଙ୍ଗ- ପତ୍ନୀ ସହିତ ଝଗଡା ଶେଷ ହେଲା କି । ସ୍ଵାମୀ- ଆଣ୍ଠେଇକି ଚାଲିକି ଆସିଥିଲା ମୋ ପାଖକୁ… ଆଣ୍ଠେଇକି… । ସାଙ୍ଗ- କଣ କହୁଛୁ ରେ । ସ୍ଵାମୀ- ଆଉ ନୁହେଁ ତ କଣ… । ସାଙ୍ଗ- ତାପରେ କଣ କହିଲା । ସ୍ଵାମୀ- କହିଲା ପଲଙ୍କ ତଳୁ ବାହାରକୁ ଆସ… ମୁଁ ଝାଡୁ ରଖିଦେଇଛି… ଏବେ ମାରିବି ନାହିଁ .

ସ୍ଵାମୀ- କଣ ତୁମେ ମୋର ଜୀବନର ଚାନ୍ଦ ହେବ? ପତ୍ନୀ- ଖୁସି ହୋଇ)- ହଁ ସ୍ଵାମୀ…! ସ୍ଵାମୀ- ବହୁତ ଭଲ, ତ ମୋଠାରୁ 384000 କିଲୋମିଟର ଦୂରରେ ରୁହ…!!! ତାପରେ ସ୍ଵାମୀଙ୍କର ହେଇଛି ଜୋରଦାର ମାଡ.

ଝିଅ ଏଟିଏମ ପାଖରେ ପପ୍ପୁ କୁ କହିଲା… । ଭାଇ ମୋତେ ମୋର ବାଲାନ୍ସ ଚେକ କରିବାର ଅଛି, ଆପଣ ମୋର ସହାୟତା କରନ୍ତୁ। ପପ୍ପୁ ଝିଅକୁ ଏକ ଜୋରରେ ଲାତ ମାରିଲା… ଝିଅ ପଡିଗଲା! ପପ୍ପୁ (ଝିଅ କୁ)- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଟେ…!!! ତାପରେ ଝିଅ ପପ୍ପୁକୁ ଜବରଦସ୍ତ ମାଡ ଦେଲା ।

ସ୍କୁଲରୁ ଆସିବା ପରେ ପପ୍ପୁ ନିଜର ବାପାଙ୍କୁ କହିଲା… । ପପ୍ପୁ- ବାପା ମୋତେ ମାଡାମ ପ୍ରତିଦିନ ପିଟୁଛନ୍ତି । ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ! ପପ୍ପୁ- ମାଡାମ ମଧ୍ୟ ଏହା କହୁଛନ୍ତି । ବାପା – କଣ? ପପ୍ପୁ- କେଜାଣି କେଉଁ ପଶୁର ପୁଅ ଅଟେ… କିଛି ପଢୁନାହିଁ .

Leave a Reply

Your email address will not be published. Required fields are marked *