October 28, 2024

Odia Express

Here, There and Everywhere

ଆଳିଆଗଦା ରୁ ମିଳିଥିବା ଏହି ଜିନିଷ ଭିକାରୀ ମାନଙ୍କୁ କୋଟିପତି କରିଦେଲା…

ସାଙ୍ଗମାନେ ଯଦି ଆମେ ଅଳିଆ କହୁ ତାହେଲେ ଅପଣଙ୍କ ମନରେ ଆସିବ ଖରାପ ଫଳ,ପରିବା,ରଦି ଆଦି ଅଟନ୍ତି। ଯେଉଁଗୁଡିକୁ ଆପଣ ଛୁଇଁ ବା ବି ଆପଣମାନେ ପସନ୍ଦ କରିବେ ନାହିଁ। ଦୁନିଆରେ କେତେ ଏମିତି ଅଳିଆ ଉଠେଆଇବା ଵାଲା ରହୁଛନ୍ତି ଯେଉଁମାନଙ୍କୁ ବହୁତ ମୂଲ୍ୟବାନ ଜିନିଷ ମିଳିଥାଏ। ଆଉ ଏମିତି କେତେ ଅଛନ୍ତି ଯାହାଙ୍କୁ ସେ ଅଳିଆ ମିଲିସରିବା ପରେ ସେ ବହୁତ ଧନୀ ହୋଇଯାଇଥାନ୍ତି।ନର୍ଥକୋରିଆ ର ଏୟାରପୋର୍ଟ ଠାରେ ସଫେଇ କରୁଥିବା କର୍ମଚାରୀ ଅଳିଆ ଡବା ଗୁଡିକୁ ଖାଲି କରୁଥିଲା।ତା ମଧ୍ୟରୁ ଗୋଟେ ଡବା ବହୁତ ଓଜନିଆ ଥିଲା ସେ ଡବାକୁ ଜମା ଉଠେଇ ପାରୁନଥିଲା ତାପରେ ସେ ଅଳିଆ କୁ ହାତରେ କାଢ଼ି ଦେଖିଲା କି କାଗଜ ରେ ଗୁଡା ହୋଇଥିବା କିଛି ବସ୍ତୁ ମିଳିଲା। ସେ ଜିନିଷ କୁ ଦେଖି ତା ପାଦ ତଳୁ ମାଟି ଖସିଗଲା। ତାକୁ ସେ ପେପର ଭିତରୁ ସାତଟି ସୁନା ବାର ମିଳିଲା ଏହାର ମୂଲ୍ୟ ଥିଲା ଦୁଇକୋଟି ସତୁରି ଲକ୍ଷ।

ସେ ଏ ବିଷୟରେ ପୋଲିସ କୁ ଜଣାଇଲା କିନ୍ତୁ ସେ ସୁନା ଚୋରି କି ଅଲଗା ଅପରାଧ ସହ ଜଡିତ ନଥିବାରୁ ସେ ସୁନା ସବୁ କୁ ସେ ସଫେଇ କର୍ମଚାରୀ କୁ ଦେଇ ଦେଲେ।ଦୁଇ ନମ୍ବରରେ ଆସିବେ ରାଜପଥ ସଫେଇ କର୍ମଚାରୀ ଏମାନେ ସବୁବେଳେ ରାସ୍ତାର କଡରେ ପଡିଥିବା ଖରାପ ଟାୟାର ସଫାକରିଥାନ୍ତି କିନ୍ତୁ କିଏ ଜାଣିଛି କି ସଫେଇ କ କରୁଥିବା ବ୍ୟକ୍ତି କୁ ସଫା କରୁଥିବା ସମୟରର ଟାୟାରରୁ ଏକସ୍ତରୀ ଲକ୍ଷ ଟଙ୍କା ମିଳିଲା ଯାହା କି ଟାୟାର ଭିତରେ ମଢ଼ା ହୋଇ ପଶିଥିଲା।ଏମାନେ ମଧ୍ୟ ଏ ପଇସା କୁ ପୋଲିସ କୁ ଦେଇଦେଲେ ଲୋକଙ୍କ କହିବା ଅନୁସାରେ ଗାଡିର ପଛ ଚକାରେ ଥିଲା ଏ ପଇସା।

ଯଦି କିଏ ଆଗରୁ ଆସି ଏ ପଇସା ଉପରେ ହକ ନ ଜମାଉଛି ତାହେଲେ ଆମେ ଏ ପଇସା ଅଳିଆ ସଫା କାରୀକୁ ଦେଇଦେବେ ବୋଲି କହିଲେ। କେତେକ ବଡ଼ବଡ଼ କମ୍ପାନୀ ମାନଙ୍କୁ କେତେକ ନୋଟନଷ୍ଟ କରିବାକୁ ହୋଇଥାଏ ସେ ତାକୁ ସେସିନ ଦ୍ୱାରା ନଷ୍ଟ କରିଥାନ୍ତି ଓ ଅଲଗା ଅଳିଆ ଉଠାଳି ଙ୍କ ଦ୍ୱାରା ତାକୁ ଉଠା ଯାଇଥାଏ ଥରେ ଗୋଟେ ଅଳିଆ ଉଠାଳି ଦେଖିଲା ଗୋଟେ ବସ୍ତାରେ ଫଟାଚିରା ନୋଟ ଅଛି ଆଉ ଅଲଗା ବସ୍ତାରେ ଭଲ ନୋଟ ଅଛି ତାର ମୂଲ୍ୟ ପଂଛାଅସି ଲକ୍ଷ ହେବ। ସେ ସେଥିପାଇଁ ପୋଲିସରେ କହିଲା ସେ ପୋଲିସ ଵାଲା ସହ ସେ ଲୋକ ମଧ୍ୟ ସେ ଟଙ୍କା ମାଲିକ ଖୋଜିଲେ ଆଉ ଯେମିତି ସେ ନ ମିଳିଲା ସେ ସେ ଟଙ୍କାକୁ ସଫେଇ କର୍ମଚାରୀ କୁ ଦେଇ ଦେଲେ।

ଏଲିଜ଼ାବେଥ କିମସମ ନାମକ ମହିଳା ବାହାରେ ବୁଲୁବୁଲୁ ଗୋଟେ ଛବି ପାଇଲେ ତାଙ୍କୁ ସେ ଛବି ବହୁତ ପସନ୍ଦ ଆସିଲା ଏହା ବିସୟରେ ଜାଣିବାକୁ ଚାହିଁଲେ ଏହାକୁ କିଏ ତିଆରି କରିଛି ସେ ଦେଖିଲେ କି ଗୋଟେ ଜଣାଶୁଣା ମ୍ୟାକ୍ସିକାନ ଚିତ୍ରକାର ରୁଫିନ ଟ୍ୟାମେଗା ଅଙ୍କିଥିଲେ ଯାହା ଚୋରି ହୋଇ ଯାଇଥିଲା। ସେ ଚିତ୍ରର ନାମ କ୍ରେଡ଼ ପରସୋନା ଥିଲା।ଏହା ଅକସନ ରେ ଗୋଟେ ମିଲିୟନ ବା ସାତକୋଟି ସତୁରି ଲକ୍ଷ ଟଙ୍କାରେ କିଣାଯାଇଥିଲ।ଏହାପରେ ଆସିବ ମୋତୀ ଅଳିଆ ଗଦା ଯାହାର ନାମ ସ୍ମୋକି ଫିଲିଫାଇନ୍ସ ରେ ଅଛି ଗୋଟେ ମାଛ ବାଲା କୁ ସେଠୁ ଗୋଟେ କଲା ପଥର ଭିତରୁ ଗୋଟେ ଜିନିଷ ମିଳିଲା ସେ ତାକୁ ସମ୍ଭାଳିକି ରଖିଲା।ତା ଆର୍ଥିକ ପରିସ୍ଥିତି ଏତେ ଖରାପ ଆଇଲା ସେ ତା ଘର ଜିନିଷ ସବୁ ବିକିବା ଆରମ୍ଭ କଲା।

ସେ ମୋତୀ କୁ ନେଇ ବଣିଆ କୁ ଦେଖେଆଇଲା ସେ କହିଲା ଏହାର ମୂଲ୍ୟ ଦଶକୋଟି ଟଙ୍କା ଥିଲା।ଗୋଟେ ପୁରୁଣା ଘର ସଫେଆଇ ସମୟରେ ସେ କାନ୍ଥ ଭଙ୍ଗା ହଉଥିଲା ବେଳେ ସେଥିରୁ ଗୋଟେ ବକ୍ସ ମିଳିଲା ୧୯୨୦ ର ଲଫାଫା ଓ ଏକକୋଟିତିରିଶଲକ୍ଷ୍ୟ ଟଙ୍କା ମିଳିଲା ତାପରେ ମାଲିକ କର୍ମ୪ ଭିତରେ ଝଗଡା ହେଲା ପଇସା ବାଣ୍ଟିବା ପାଇଁ ତାପରେ ସେ କୋର୍ଟ ର ଦ୍ୱାରସ୍ଥ ହେଲେ କୋର୍ଟ ତାକୁ ଏକୋଇଶ କର୍ମଚାରୀ ଓ ଘର ମାଲିକ ସହ ସମାନ ଭାବରେ ବାଣ୍ଟି ଦେଲେ।ଜନ ନାମକ ବ୍ୟକ୍ତି ଗୋଟେ ଗ୍ୟାରେଜ କିଣିଲେ ତାର ଅବସ୍ଥା ଭଲ ନଥିଲା ସେ ଭାବିଲେ କମରେ ମିଲିଯିବ କିନ୍ତୁ ତାଙ୍କୁ ପଞ୍ଚସ୍ତରୀ ହଜାର ରେ କିଣିଲେ। ସେ ଗ୍ୟାରେଜ ଗୋଟେ ବୁଢ଼ୀ ମହିଲା ରଥିଲା।ସେଠି ପୁରୁଣା କଏନ ଓ ଚାନ୍ଦି ବାର ଥିଲା।ଏହା ଜହ୍ନ ଙ୍କୁ ଗୋଟାଏ ଅକ୍ସନରେ ମିଳିଥିଲା।

ଦିନେ ଗୋଟେ ଯୋଡି ନିଜ କୁକୁର କୁ ବୁଲେଆଇବାକୁ ବହାରକୁ ନେଇ ଗଲେ ବୁଲୁ ବୁଲୁ ରାସ୍ତା କଡ଼ରେ ଗୋଟେ କାଚ ବୋତଲ ରେ ପୁରୁଣା କଏନ ମିଳିଲା। ଏହା ସାଧାରଣ କଏନ ନଥିଲା ୧୯୦୦ ଶତାବ୍ଦୀ ର ମୂଲ୍ୟବାନ କଏନ ଥିଲା।ଏହା ୫,୧୦,୨୦ ଡ଼ଲାର ରେ ବିଭାଜିତ ହୋଇଥିଲା।ସେ କଏନ ବହୁତ ଭଲ ପରିସ୍ଥିତି ରେ ଥିଲା ତା ଭିତରୁ ବହୁତ ଲୋକ ମାନଙ୍କ ଭିତରେ ବ୍ୟବହୃତ ହୋଇନଥାଏ।ତାର ମୂଲ୍ୟ ଦଶଲକ୍ଷ ରୁ ଗୋଟେ କୋଟି ଭିତରେ ହୋଇଥିବ।ଯାହାକୁ ଏ କଏନ ମିଳିଲା ସେ ତା ନାଁ ପରିପ୍ରକାଶ ପାଇଁ ମନାକରିଦେଲା।

Leave a Reply

Your email address will not be published. Required fields are marked *