October 18, 2024

Odia Express

Here, There and Everywhere

ଚାଉଳ ବ୍ୟବହାର କରି କିପରି ଲମ୍ବା ଆଉ ମୋଟା ଚୁଟି କରିବେ – ଆଜି ଜାଣିରଖନ୍ତୁ ଏହି ଘରୋଇ ଉପାୟ…

ଆଜିକାଲି ସବୁ ଲୋକ ସୁନ୍ଦର ହେବାକୁ ଚେଷ୍ଟା କରୁଛନ୍ତି। ଆଉ ଆଜି କାଲି ଲମ୍ବା ଚୁଟି ରହିବା ଏକ ସୌନ୍ଦର୍ଯ୍ୟ ର ଚିହ୍ନ ଅଟେ। ତେଣୁ ଝିଅ ମାନେ ଲମ୍ବା ଚୁଟି କରିବା ପାଇଁ ଅନେକ ପ୍ରକାର ର ଔଷଧ ବ୍ୟବହାର କରୁ ଛନ୍ତି ମାତ୍ର ଆଜି ଆମେ ଆପଣଙ୍କ ଏକ ଏମିତି ପ୍ରକାର ର ଉପାୟ କହି ବାକୁ ଯାଉଛୁ ଯାହା କି ବହୁତ ପ୍ରଭାବଶାଳୀ ଅଟେ ଆଉ ଏହାର ବ୍ୟବହାର କରିବା ପରେ ଆପଣଙ୍କର ବାଳ ଲମ୍ବା ଆଉ ସୁନ୍ଦର ହେଇଯିବ। ଏହା ଅତ୍ୟନ୍ତ ଭଲ ଉପାୟ ଅଟେ। ଏହି ଉପାୟ ଦ୍ୱାରା ଆପଣ ପ୍ରତି ସପ୍ତାହ ୪ ଇଂଚ ଯାଏ ବାଳ ବଢ଼େଇ ପାରିବେ। ଆପଣଙ୍କୁ ଜାଣିକି ଖିସି ଲାଗିବ କି ଏହାକୁ ବନେଇବା ବି ବାହିତ ସହଜ ଅଟେ ଆଉ ଏହା ପାଇଁ ଆପଣଙ୍କୁ ଯେଉଁ ଯେଉଁ ଜିନିଷ ର ଆବଶ୍ୟକତା ଅଛି ତାହା ବି ଆପଣଙ୍କୁ ବହୁତ ଜଲଦି ମିଳିଯିବ। ଏହା ପାଇଁ ଆପଣଙ୍କୁ ବହୁତ କମ ଜିନିଷ ର ବ୍ୟବହାର କରିବାକୁ ହେବ।

ଏହାପାଇ ଆପଣଙ୍କୁ ଦରକାର ପଡିବ ଚାଉଳ ଆଉ ଚା ର। ଆପଣ ଏକ ପାତ୍ର ନିଅନ୍ତୁ , ସେଥିରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଆଉ ତା ପରେ ଦୁଇ ଚାମଚ ଚା ନିଅନ୍ତୁ। ତା ପରେ ଆପଣ ସେହି ମିଶ୍ରଣ ରେ ୨୦୦ ଗ୍ରାମ ଚାଉଳ ନିଅନ୍ତୁ ଆଉ ଏହି ମିଶ୍ରଣ କୁ ଭଲ ଭାବେ ଗୋଳାନ୍ତୁ ଆଉ ତାକୁ ଗ୍ୟାସ ଉପରେ ରଖନ୍ତୁ। ତା ପରେ ଆପଣ ଏହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ।

ଆପଣ ତାକୁ ସେତେ ସମୟ ଯାଏ ଫୁଟାନ୍ତୁ ଯେତେ ଯାଏ କି ଏହି ମିଶ୍ରଣ ରେ ପାଣି ଦୁଇ ଗ୍ଲାସ ରୁ ଗୋଟେ ଗ୍ଲାସ ନ ହେଇ ଯାଇଚି। ଆମେ ଏହି ମିଶ୍ରଣ କୁ ଏଥିପାଇଁ ଫୁଟାଉଛୁ କାରଣ ଏହାଦ୍ୱାରା ଚାଉଳ ଆଉ ଚା ର ଗୁଣ ଭଲ ଭାବେ ମିଶିଯିବ ଆଉ ସବୁ ତତ୍ତ୍ୱ ବି।
ଏବେ ଆପଣ ଫୁଟେଇ ସାରିବା ପରେ ସେହି ପାତ୍ର କୁ ଗ୍ୟାସ ଉପରୁ କାଢ଼ନ୍ତୁ।

ଏବେ ଆପଣଙ୍କର ରିମେଡି ବନିକି ପ୍ରସ୍ତୁତ ହେଇ ଯାଇଛି। ଆପଣ ଚାଉଳ ଆଉ ଚା ଏଇଥିପାଇଁ ବ୍ୟବହାର କରୁଛନ୍ତି କାରଣ ଚାଉଳ ଆପଣଙ୍କର ସ୍କଲ କୁ ଥଣ୍ଡା କରିବ ଆଉ ଏହି ମିଶ୍ରଣ ରେ ଭରପୁର ମାତ୍ରା ରେ ପ୍ରୋଟିନ ଆଉ ମିନେରାଲ ଅଛି। ଏହାଦ୍ୱାରା ଆପାଣଙ୍କର ଚୁଟି ଭଲ ରହିବ

ଏହାପରେ ଆପଣ ଏହି ମିଶ୍ରଣ ରେ ହାଲକା ପାଣି ମିଶେଇ ତାକୁ ନିଜର ଚୁଟି ରେ ଲଗାନ୍ତୁ। ଲଗେଇବା ପରେ ଆପଣ ତାକୁ ଗୋଟେ ଘଣ୍ଟା ଛାଡି ଦିଅନ୍ତୁ ଆଉ ଗୋଟେ ଘଣ୍ଟା ପରେ ଆପଣ ଶାମ୍ପୁ କରି ପାରିବେ। ଶାମ୍ପୁ କରିବା ପରେ ଆପଣଙ୍କର ବାଳ ଠିକ ଭାବେ ଅନୁଭୂତ ହେଇ ପାରିବ।

Leave a Reply

Your email address will not be published. Required fields are marked *