February 12, 2025

Odia Express

Here, There and Everywhere

ଜାଣନ୍ତୁ ଶରୀରର ଏହି ୩ ଅଂଗରେ କଳାଜାଇ ରହିବା ହୋଇଥାଏ ବହୁତ ଶୁଭ – ଏବେ ଦେଖନ୍ତୁ ଆପଣଙ୍କ ଦେହରେ ଅଛି କି…

ଏମିତିରେ ତ ବ୍ୟକ୍ତିଙ୍କର ଶରୀରର ବହୁତ ଅଂଗରେ ତିଳ ଥାଏ ଏବଂ ଶରୀରର ଅଂଗରେ ତିଳ ହେବା ବହୁତ ସାଧାରଣ କଥା ହୋଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା କୁହାଯାଏ ଯେ ଆମ ଶରୀରର ଅଂଗ ମାନଙ୍କରେ ଯେଉଁ ତିଳ ଥାଏ, ତାହା ଆମ ଭବିଷ୍ୟ ବିଷୟରେ ବହୁତ କିଛି ସଂକେତ ଦେଇଥାଏ। ଏମିତିରେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ତିଳ ଆମର ସୌନ୍ଦର୍ଜ୍ୟକୁ ଅଧିକ ବୃଦ୍ଧି କରିଥାଏ। ହଁ ଆଜ୍ଞା ଯେପରିକି ଯଦି ଆପଣଙ୍କ ଚେହେରା ଉପରେ ତିଳ ଥିବ ତେବେ ଦେହ ଆପଣଙ୍କ ଚେହେରାର ସୌନ୍ଦର୍ଜ୍ୟ ଅଧିକ ବୃଦ୍ଧି କରେ। ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶରୀରର ଅନେକ ଅଂଗ ଉପରେ ତିଳ ରହିବା ବହୁତ ଶୁଭ ହୋଇଥାଏ।

ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ଆପଣଙ୍କ ଶରୀରରେ ଥିବା ଅନେକତିଳ ଆପଣଙ୍କ ଭାଗ୍ୟକୁ ବଦଳେଇ ଦେଇଥାଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆପଣଙ୍କ ଶରୀରରେ ଉପସ୍ଥିତ ଥିବା ଅନେକ ତିଳ ଆପଣଙ୍କୁ ଧନୀ ମଧ୍ୟ କରିପାରେ। ହଁ ଆଜ୍ଞା ଶାସ୍ତ୍ର ଅନୁଯାୟୀ କେବଳ ଗୋଟିଏ ତିଳ ମଧ୍ୟ ଆପଣଙ୍କ ଭାଗ୍ୟକୁ ବଦଳେଇବା ନିମନ୍ତେ ବହୁତ ଅଟେ। ନିଶ୍ଚିତ ରୂପେ ଆପଣ ମଧ୍ୟ ଜାଣିବାକୁ ଇଚ୍ଛୁକ ହେବେ ଯେ ଆପଣଙ୍କ ଶରୀରର କେଉଁ ଅଂଗରେ ତିଳ ରହିବା ବହୁତ ଶୁଭ ହୋଇଥାଏ। ତେବେ ଆସନ୍ତୁ ଏବେ ଆପଣଙ୍କୁ ମଧ୍ୟ ଏହି ସୂଚନା ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ ।

ଉଲ୍ଲେଖାଯୋଗ୍ୟ ଯେ ଥୋଡିରେ ତିଳ ରହିବା ବହୁତ ଶୁଭ ହୋଇଥାଏ। ହଁ ଆଜ୍ଞା ଶାସ୍ତ୍ର ଅନୁଯାୟୀ ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କର ଥୋଡିରେ ତିଳ ଥାଏ , ତାଙ୍କୁ ଜୀବନରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ଏବଂ ତାଙ୍କର ଜୀବନରେ କେବେ ଦରିଦ୍ରତା ଆସେ ନାହିଁ । ମାନେ ଯଦି ଆପଣଙ୍କ ଥୋଡିରେ ତିଳ ଅଛି ତେବେ ଆପଣ ସତରେ ବହୁତ ଭାଗ୍ୟବାନ ଅଟନ୍ତି।

ବହୁତ ଲୋକଙ୍କର ପିଠିରେ ମଧ୍ୟ ତିଳ ଚିହ୍ନ ଥାଏ। ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଯେଉଁ ଲୋକଙ୍କର ପିଠିରେ ତିଳ ଚିହ୍ନ ଥାଏ, ସେହି ଲୋକମାନେ ଭ୍ରମଣର ବହୁତ ସଉକିନ ଅଟନ୍ତି। ଏହା ସହିତ ଏପରି ଲୋକମାନେ ବହୁତ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି । ପରନ୍ତୁ ଯେଉଁ ଲୋକ ଏମାନଙ୍କ ସହିତ ରହନ୍ତି, ସେମାନଙ୍କୁ ବହୁତ ମଉଜମସ୍ତି କରିବାର ସୁଯୋଗ ମିଳିଥାଏ। ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ଯଦି ଆପଣଙ୍କ ମଧ୍ୟ କେଉଁ ବନ୍ଧୁଙ୍କର ପିଠିରେ ତିଳ ଅଛି , ତେବେ ନିଶ୍ଚିତ ରୂପେ ଆପଣଙ୍କ ଜୀବନ ସୁଖମୟ ହୋଇପାରେ ।

ଉଲ୍ଲେଖାଯୋଗ୍ୟ ଯେ ଯେଉଁ ଲୋକନମାନଙ୍କର ହାତରେ ତିଳ ଥାଏ, ସେମାନେ ମଧ୍ୟ ବହୁତ ଭାଗ୍ୟବାନ ଅଟନ୍ତି। ଜଣେଇଦେବୁ ଯେ ଏପରି ଲୋକମାନେ ଜୀବନରେ ସବୁବେଳେ ଖୁସିରେ ରହନ୍ତି ଏବଂ ଏମାନଙ୍କ ଜୀବନରେ ମୁସ୍କିଲ କମ ଆସେ। ଏହା ବ୍ୟତୀତ ଏହି ଲୋକମାନେ ଅନ୍ୟ ମାନଙ୍କର ସାହାଯ୍ୟ କରି ବହୁତ ଖୁସି ଅନୁଭବ କରନ୍ତି। ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ଏହି ଲୋକମାନେ ବହୁତ ଉଦାର ପ୍ରକୃତିର ହୋଇଥାନ୍ତି । ଏବେ ଏମିତିରେ ତ ବହୁତ ଲୋକ ଏପରି ଅଛନ୍ତି ଯେଉଁ ମାନେ ଏହି କଥା ଉପରେ ବିଶ୍ବାସ କରନ୍ତି ନାହିଁ, କିନ୍ତୁ ଯଦି ଏ କଥା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ତେବେ ନିଶ୍ଚିତ ରୂପେ ଏଥିରେ କିଛି ନା କିଛି ସତ୍ୟତା ରହିଛି ।

Leave a Reply

Your email address will not be published. Required fields are marked *