ମଜାଦାର ଓଡ଼ିଆ ଜୋକ୍ସ: ସ୍ଵାମୀ- ମୁଁ ବୁଝି ପାରୁନାହିଁ ଯେ ତୁମେ ସବୁବେଳେ ‘କୁକୁର’ କାହିଁକି କିଣିବାକୁ ଚାହୁଁଚ? ତାପରେ ସ୍ତ୍ରୀ ଯାହା ଉତ୍ତର ଦେଲେ ହସି ହସି ଗଡ଼ିଯିବେ ଆପଣ….
1 min readଚାପ ସେଇ ସମୟରେ ସୃଷ୍ଟି ହୋଇଥାଏ ଯେବେ କୌଣସି ବିକଟ ପରିସ୍ଥିତି ଆମ ସମ୍ମୁଖକୁ ଆସେ। ଯେପରିକି ଆମର ଇଚ୍ଛା ପୂରଣ ହୁଏ ନାହିଁ କିମ୍ବା କୌଣସି କାର୍ଯ୍ୟ ଆମର ଇଚ୍ଛା ଅନୁରୂପ ହୋଇନଥାଏ। ଚାପର ସ୍ଥିତିରେ ପ୍ରକୃତି ଆମର ଶରୀରରେ ଅଧିକ ଶକ୍ତି ଉତ୍ପନ୍ନ କରିଥାଏ ଯଦ୍ୱାରା ଆମେ ଚାପ ର ସାମ୍ନା କରିପାରିବୁ। ଏମିତିରେ ଯଦି ଆମେ ଚାପ ର ମୁକାବିଲା କରିବାରେ ଅସଫଳ ହେଉ ତ ଏହି ଶକ୍ତି ଆମର ମନ-ମସ୍ତିସ୍କ ଉପରେ କାବୁ କରିନେଇଥାଏ, ଯଦ୍ୱାରା ଆମର ଭାବନାତ୍ମକ ଦୁର୍ବଳତା ଉତ୍ପର୍ଣ୍ଣ ହୋଇଥାଏ ।
ଏମିତିରେ ବହୁତ ଜରୁରୀ ଅଟେ ଯେ ଆମେ ନିଜକୁ କାମର ଚାପ ରେ ମଧ୍ୟ ନିଜକୁ ଖୁସିରେ ରଖିବା ଏବଂ ନିଜର ପରିବାର ସହିତ କିଛି ହସ ଖୁସିର ମୂହୁର୍ତ୍ତ ନିଶ୍ଚିତ ବିତାଇବା । କିନ୍ତ ଏବେ ପ୍ରଶ୍ନ ଏହା ଆସେ ଯେ ବ୍ୟକ୍ତି ନିଜର ଚାପକୁ ଦୂର କରି କିପରି ହସିବେ ତ ଆପଣଙ୍କୁ ଜଣେଇଦେବୁ ଯେ ହାସକଥାର ଏଥିରେ ବହୁତ ମହତ୍ଵପୂର୍ଣ୍ଣ ଯୋଗଦାନ ହୋଇଥାଏ। ହାସକଥା ବ୍ୟକ୍ତିଙ୍କୁ ହସେଇବାର କାମ କରିଥାଏ ଏବଂ ଆମେ ଅନେକ ସମୟରେ ଆପଣଙ୍କ ନିମନ୍ତେ ନୂଆ ନୂଆ ଜୋକ୍ସ ନେଇ ଆସିଥାଉ ଯଦ୍ୱାରା ଆପଣ ନିଜର ଚାପରୁ କିଛି ମୂହୁର୍ତ୍ତ ନିମନ୍ତେ ଦୂରରେ ରହିବା। ତେବେ ଆଉ ବିଳମ୍ବ ନକରି ଆରମ୍ଭ କରିବା ହସି ହସେବାର ଏହି ପ୍ରକ୍ରିୟା ।
1 – ବିବାହରେ ଗୋଟିଏ ସୁନ୍ଦରୀ ଝିଅ ମୋତେ କହିବାରେ ଲାଗିଲା- “କଣ ଆପଣ ନାଚିବାକୁ ପସନ୍ଦ କରିବେ…?” ମୁଁ ଖୁସିରେ କହିଲି- ହଁ ହଁ କାହିଁକି ନୁହେଁ…. । ଝିଅ କହିଲା- “ତାହେଲେ ଆପଣଙ୍କ ଚୌକି ମୁଁ ନେବି କି…. ?”
2 – କମ୍ପୁଟର ଇଞ୍ଜିନିଅରିଂର ଝିଅକୁ କେହି ଜଣେ ଚିଡେଇଲା, ତାହାର କ୍ରୋଧ ଏଭଳି ବାହାରିଲା- ଆରେ ଓ ପେନଡ୍ରାଇଭର ଢାଙ୍କୁଣୀ, ଜନମରୁ error, ଭାଇରସ ର ଛୁଆ, ଏକ୍ସେଲ ର corruptfile, ଏମିତି click ମରିବି ଯେ ଭୂମିରୁ delete ହେଇ…. , କବରରେ install ହେଇଯିବୁ…!
3 – ହସ୍ପିଟାଲ ବାହାରେ ଏକ ବୋର୍ଡ ଲାଗିଥିଲା, ଚିକିତ୍ସା ନିମନ୍ତେ 1000/-ଟଙ୍କା ବଣିଆର ଚିକିତ୍ସା ମାତ୍ର 100/-ଟଙ୍କା । ପଣ୍ଡିତ – ଆମର ଚିକିତ୍ସା ଏତେ ମହଙ୍ଗା, ବଣିଆର ଶସ୍ତା କାହିଁକି…? ଡାକ୍ତର- କାରଣ ବଣିଆର ଚିକିତ୍ସାରେ ଖର୍ଚ୍ଚ ହିଁ ହୁଏ ନାହିଁ…!!! ପଣ୍ଡିତ- କିପରି…?? ଡାକ୍ତର= କୌଣସି ବଣିଆ ବେହୋଶ ହେବ, ତାକୁ 10ଟଙ୍କା ଶୁଙ୍ଘେଇ ଦେବି ତ ସେ ହୋଶରେ ଆସିଯିବ
4 – ପପ୍ପୁର ଗାଡି କାଦୁଅରେ ଠାକିଗଲା … ତପ୍ପୁ- କଣ ହେଲା ପପ୍ପୁ…?? ପପ୍ପୁ- ଗାଡି ଠାକିଗଲା ସାଙ୍ଗ ଏବେ ଅପେକ୍ଷା କରିଛି…!!! ତପ୍ପୁ- କାହାର…??? ପପ୍ପୁ- ନିର୍ମା ର ତିନିଜଣ ମହିଳାଙ୍କର …
5 – ରାମୁ- ତୋତେ ଦୁଇଜଣ ଝିଅ ପ୍ରପୋଜ କଲେ ତୁ କାହାକୁ ବାହାହେବୁ ? ଶ୍ୟାମୁ- ମୁଁ ଦୁଇଜଣଙ୍କର କୁସ୍ତି କରେଇବି ଏବଂ ଯିଏ ହାରିବ ମୁଁ ତାକୁ ବିବାହ କରିବି…!!! ରାମୁ- ହାରିବାବାଲି ସହିତ କାହିଁକି॥??? ଶ୍ୟାମୁ- କାହିଁକି ନା ବାହାଘର ପରେ ସେ ମୋତେ କମ ବାଡେଇବ…!
6 – ମୁଁ କାନାଡା ଯାଉଛି, ମୋର 10ବର୍ଷ ନିମନ୍ତେ କାନାଡାର ଭିସା ଆସିଛି । ମୁଁ ଇଣ୍ଡିଆ ଛାଡି କାନାଡା ଯାଉଛି ଆସନ୍ତା ସପ୍ତାହରେ , ମୋର ଯିବା ପରେ ଆପଣ ସମସ୍ତେ ବହୁତ ମିସ କରିବେ ମୋତେ… । ମୋର ଏବେ ର ଯେଉଁ ମୋବାଇଲ ନମ୍ବର ଅଛି, ତାହା ଆସନ୍ତା ସପ୍ତାହରେ ସ୍ଵିଚଅଫ ହେଇଯିବ । ହଁ କିନ୍ତୁ ଆପଣମାନେ ମୋତେ ହ୍ଵାଟସଆପରେ ମେସେଜ କରିପାରିବେ… ନୂଆ ନମ୍ବରର ସୂଚନା ମୁଁ ଆପଣଙ୍କୁ ପରେ ଦେଇଦେବି…!!! ଏପରି ମୋତେ କାଲି ରାତିରେ ସ୍ଵପ୍ନ ଆସିଥିଲା… । କିଏ ଜାଣେ, ଆଜି ଆମେରିକା ଯାଇପାରେ…???
7- ସ୍ୱାମୀ – ଆଛା ମୁଁ ଜାଣିପାରୁନି ତମେ ସବୁବେଳେ କାହିଁକି କହୁଚ କୁକୁର ଗୋଟେ କିଣିବା ପାଇଁ ? ସ୍ତ୍ରୀ – କାରଣ ତମେ ଅଫିସ ଯିବା ପରେ ମୋ ପଛେ ପଛେ ବୁଲିବା ପାଇଁ କିଏ ଜଣେ ଦରକାର ସେଥିପାଇଁ