ଝିଅ ମାନଙ୍କର ବସିବା ପ୍ରଣାଳୀରୁ ଜାଣନ୍ତୁ ତାଙ୍କର ସମସ୍ତ ରହସ୍ୟ, ଆପଣଙ୍କ ଗାର୍ଲଫ୍ରେଣ୍ଡ ବସୁନାହାନ୍ତି ତ ଏପରି

ଦୁନିଆ ବହୁତ ଗୋଲ ଅଟେ, ଏମିତିରେ ଏଠାରେ ହେଉଥିବା ସମସ୍ତ ଜିନିଷର ନିଜର ଭିନ୍ନ ଭିନ୍ନ ମହତ୍ଵ ହୋଇଥାଏ। ଅନେକ ଜିନିଷ ଉପରେ ତ ଆମେ ଲକ୍ଷ୍ୟ କରିଥାଉ କିନ୍ତୁ କିଛି ଜିନିଷକୁ ନଜରନ୍ଦାଜ କରିଦେଉ। ଆମେ ନିଜର ଜୀବନରେ ପ୍ରତିଦିନ କିଛି ନା କିଛି ନିଶ୍ଚିତ କରିଥାଉ, ଯାହା ଆମର ଜୀବନ ସହିତ ଜଡିତ ଅଟେ। ଯଦି ଆପଣ ନିଜର ଛୋଟ ଛୋଟ ଅଭ୍ଯାସ ଉପରେ ଧ୍ୟାନ ଦେବେ କିମ୍ବା ସାମ୍ନା ବାଲାଙ୍କର କାର୍ଯ୍ୟ ଉପରେ ତେବେ ବହୁତ କିଛି ଆପଣଙ୍କୁ ଜଣା ପଡିଯିବ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଝିଅଙ୍କର ଜୀବନ ସହିତ ଜଡିତ ଏକ ବଡ ରହସ୍ୟ ବିଷୟରେ ଆପଣଙ୍କୁ ମୁହାଁମୁହିଁ କରେଇବୁ ।
“ଫାର୍ଷ୍ଟ ଇମ୍ପ୍ରେସନ ଇଜ ଲାଷ୍ଟ ଇମ୍ପ୍ରେସନ” କଥା ତ ଆପଣମାନେ ଶୁଣିଥିବେ କିନ୍ତୁ କଣ ଆପଣ ଜାଣନ୍ତି ଯେ ଝିଅମାନଙ୍କର ବସିବାର ଶୈଳୀରୁ ଆପଣଙ୍କୁ ସେମାନଙ୍କ ବିଷୟରେ ବହୁତ କିଛି ଜଣାଯାଇ ପାରିବ । ଏତିକି ନୁହେଁ, ଆପଣ ଏଥିରୁ ସେମାନଙ୍କ ସ୍ଵଭାବ ବିଷୟରେ ମଧ୍ୟ ଜାଣିପାରିବେ ଯେ ସେମାନେ କେଉଁ ସ୍ଵଭାବର ଅଟନ୍ତି? ତେବେ ଆସନ୍ତୁ ଜାଣିବା ଯେ ଝିଅଙ୍କର ବସିବା ଶୈଳୀରୁ କଣ କଣ ଜାଣିହେବ।
1 – ଦୁଇ ଗାଲରେ ହାତ ଦେଇ ବସିବା: ଯେଉଁ ଝିଅମାନେ ଏପରି ବାସନ୍ତୀ, ସେହି ଝିଅମାନେ ଜୀବନରେ ଆଗକୁ ବଢିବା ଜାଣନ୍ତି, କିନ୍ତୁ ଝିଅମାନଙ୍କୁ ଜାଗେ ଯେ ଜୀବନରେ ଆସୁଥିବା ସମସ୍ୟାକୁ ନଜର ଅନ୍ଦାଜ କରିଦେବେ, ଏମିତିରେ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଜଣେଇଦେବୁ ଯେ ଏମାନଙ୍କୁ କେବଳ ଜୀବନରେ ମଜା କରିବା ଆସେ। ଏମାନେ ଗମ୍ଭୀର ସ୍ଵଭାବର ନୁହନ୍ତି, କାରଣ ଏମାନଙ୍କ ଚିନ୍ତାଧାରା ଏହି ପ୍ରକାର ହୋଇଥାଏ ଯେ ଏକ ମାତ୍ର ଜୀବନ ମିଳିଛି, ଯେଉଁଥିରେ ସବୁକିଛି କରିବା ଉଚିତ ।
2 – ଗୋଡ ଉପରେ ଗୋଡ ଦେଇ ବସିବା: ଯେଉଁ ଝିଅମାନେ ଏହି ପ୍ରକାର ବାସନ୍ତୀ, ସେମାନେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି। ଏତିକି ନୁହେଁ, ଏମାନେ କିଛି ବି କହିବ ଆଗରୁ ଚିନ୍ତା କରନ୍ତି ନାହିଁ । ଯାହା ମନକୁ ଆସେ କେବଳ କହିଦିଅନ୍ତି । ଏମିତିରେ ଏମାନଙ୍କୁ ପରେ ବହୁତ ପସ୍ତେଇବାକୁ ପଡିଥାଏ। ଏହି ଝିଅମାନେ ଅନେକ ସମୟରେ କିଛି ଖାସ ସମ୍ପର୍କ ହରେଈ ଦିଅନ୍ତି, କାରଣ ଏମାନଙ୍କୁ ଯାହା କହିବ କଥା ନୁହେଁ ସେମାନେ ତାହା ମଧ୍ୟ କହି ଦିଅନ୍ତି ।
3 – ସିଧା ବସିବା: ଯେଉଁ ଝିଅମାନେ ବହୁତ ଭଲ ହୋଇଥାନ୍ତି। ଏମାନଙ୍କୁ ଆହ୍ଵାନ ନେବା ପସନ୍ଦ ହୋଇଥାଏ। ଜଣେଇଦେବୁ ଯେ ଏହି ଝିଅମାନେ ଅନ୍ୟମାନଙ୍କ ସହିତ ଉତ୍ତମ ଭାବରେ ମିଶି ଯାଇଥାନ୍ତି, ଏପରି ଝିଅମାନଙ୍କର ବହୁତ ବନ୍ଧୁ ଥାଆନ୍ତି , ଏମାନଙ୍କ ସହିତ କଥା ହେବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏତିକି ନୁହେଁ , ଆପଣଙ୍କୁ ଜଣେଇଦେବୁ ଯେ ଏହି ପ୍ରକାରର ଝିଅମାନେ ନିଜର ଜୀବନରେ ଆଗକୁ ବଢନ୍ତି, ଏମାନଙ୍କୁ କାହାର ସହାୟତା ନେବା ନାପସନ୍ଦ ହୋଇଥାଏ।