ଶୋଇବା ସମୟରେ ମୋଜାରେ ରଖିଦିଅନ୍ତୁ ଗୋଟିଏ ପିଆଜ, ସକାଳେ ନିଜେ ଦେଖିବେ ଏଭଳି ଚମତ୍କାର…..
ସାରା ଦୁନିଆରେ ପ୍ରଦୂଷଣର ସମସ୍ୟା ଲଗାତାର ବଢିଚାଲିଛି । ବଢୁଥିବା ପ୍ରଦୂଷଣ କାରଣରୁ ଅନେକ ସମୟରେ ଲୋକଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିକାର ବୃଦ୍ଧି ହେବାରେ ଲାଗିଛି। ଏହି ଇପ୍ରଦୂଷଣ ପୂର୍ଣ୍ଣ ପରିବେଶରେ ଯଦି କୌଣସି ବ୍ୟକ୍ତ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ନଦେବ ତେବେ ସେ କିଛି ସମୟରେ ଗମ୍ଭୀର ରୋଗର ଶିକାର ହୋଇପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଘରୋଇ ଉପଚାର ବିଷୟରେ ଜଣେଇବାକୁ ଯାଉଛୁ ଯାହାର ଉପଯୋଗ କରି ଆପଣ ପ୍ରଦୂଷଣର କାରଣରୁ ହେଉଥିବା ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜଣେଇବୁ ଯେ ଆପଣଙ୍କୁ ଏହି ଘରୋଇ ଉପଚାର ବିଷୟରେ ଯାହାର ବ୍ୟବହାର ଆପଣଙ୍କ ନିମନ୍ତେ ବହୁତ ଅଧିକ ସଫଳ ପ୍ରମାଣିତ ହେବ ।
ଏହି କଥା ଜାଣି ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଯେ ସାଧାରଣ ଘରେ ସହଜରେ ମିଳୁଥିବା ପିଆଜ ଆପଣଙ୍କ ସ୍ୱାସ୍ଥ୍ୟ ନିମାନେ ବହୁତ ଅଧିକ ଲାଭଜନକ ହୋଇଥାଏ। ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ ଯେ ଏହାର ବ୍ୟବହାର କରିବା ଦ୍ଵାରା ଶରୀରର ଅନେକ ପ୍ରକାର ସମସ୍ୟା ଆପେଆପେ ଭଲ ହୋଇଯାଏ। ଏହା କୁହାଯାଇଛି ଯେ ପିଆଜରେ ନାଏକ ପ୍ରକାର ଔଷଧୀୟ ଗୁଣ ଉପସ୍ଥିତ ରହିଛି। ଯେଉଁ କାରଣରୁ ଏହାର ସେବନ କରିବା ସହିତ ଏହାର ବାହ୍ୟ ବ୍ୟବହାର ମଧ୍ୟ ଶରୀରକୁ ସ୍ଵସ୍ଥ ରଖିବା ନିମନ୍ତେ ବହୁତ ଅଧିକ ସହାୟତା ମିଳିଥାଏ। ଆଜି ଆମେ ଆପଣଙ୍କୁ ପିଆଜର ବାହ୍ୟ ବ୍ୟବହାର ଦ୍ଵାରା ହେଉଥିବା ଲାଭ ବିଷୟରେ ଜଣେଇବାକୁ ଯାଉଛୁ। ଏହାର ବ୍ୟାହାର କରି ଆପଣ ଅନେକ ପ୍ରକାର ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇପାରିବେ ।
ଏହି ଘରୋଇ ଉପଚାରର ବ୍ୟବହାର ନିମନ୍ତେ ଆପଣଙ୍କୁ ସର୍ବପ୍ରଥମେ ପିଆଜର ଏକ କଟା ଅଂଶକୁ ରାତିରେ ଶୋଇବା ସମୟରେ ନିଜର ମୋଜା ଭିତରେ ରଖି ଶୋଇବା ଉଚିତ। ଏପରି କରିବା ଦ୍ଵାରା ଆମ ଶରୀରରେ ଉପସ୍ଥିତ ବିଷାକ୍ତ ତତ୍ଵ ମଳମୁତ୍ର ସହାୟତାରେ ଶରୀରର ବାହାରକୁ ଚାଲିଯାଏ। ତସହିତ ଯଦି କୌଣସି ଟକସିକ ରହିଗଲେ ମଧ୍ୟ ପିଆଜରେ ଅବଶୋଷିତ ହୋଇ ଶରୀର ବାହାରକୁ ଚାଲିଯାଏ। ଏହାକୁ ଆପଣେଇବା ଦ୍ଵାରା ଯେଉଁଠାରେ ଏକ ପକ୍ଷରେ ଅନ୍ତର୍ନିହିତ ସଫେଇ ହୋଇଥାଏ ସେଠାରେ ଅନ୍ୟ ପକ୍ଷରେ ବାହ୍ୟ ସଫେଇ ମଧ୍ୟ ହୋଇଥାଏ।
ଏହି କଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ମେଡିକାଲ ସାଇନ୍ସରେ ମଧ୍ୟ ଏକଥାକୁ ସ୍ଵୀକାର କରାଯାଇଛି ଯେ ପିଆଜରେ ଥିବା ଫସଫରିକଏସିଡ ରକ୍ତର ଧମନୀରେ ପଶି ତାହାକୁ ଶୁଦ୍ଧ କରିବାରେ ବହୁତ ସହାୟତା କରିଥାଏ। ଏକ ଛୋଟ ପିଆଜର ଟୁକୁଡା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତର ଅଶୁଦ୍ଧତାକୁ ମାର୍ଜିତ କରିବା ସହିତ ରକ୍ତପ୍ରବାହକୁ ମଧ୍ୟ ଉତ୍ତମ ରୂପେ ପରିବାହିତ କରିଥାଏ। ଏହାର ବ୍ୟବହାର କରିବା ଦ୍ଵାରା ଆମକୁ କିଛି ଦିନ ପରେ ହିଁ ଏହାର ପ୍ରଭାବ ଆମର ତ୍ଵଚା ଓ କେଶରେ ଦେଖିବାକୁ ମିଳିଯିବ ।
ପିଆଜର ଟୁକୁଡାକୁ ମୋଜାରେ ରଖି ଶୋଇବା ଦ୍ଵାରା ହୃଦୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଶେଷ ହୋଇଯାଇଥାଏ। ଏହା ସହିତ ଯଦି ଆପଣ ଜ୍ଵରରେ ବହୁତ ଅଧିକ ପୀଡିତ ଅଛନ୍ତି ତେବେ ଏମିତିରେ ଆପଣ ଶୋଇବା ପୂର୍ବରୁ ପିଆଜର ସ୍ଲାଇସକୁ କାଟି ମୋଜାରେ ରଖି ଶୋଇଯାଆନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କୁ ସକାଳ ସମୟରେ ବହୁତ ଆରାମ ମିଳିବ। ଏହା ସହିତ ଏହି ପ୍ରକ୍ରିୟାକୁ ଆପଣେଇବା ଦ୍ଵାରା ଆମର ମସ୍ତିସ୍କକୁ ମଧ୍ୟ ବହୁତ ଅଧିକ ଶୀତଳତା ମିଳିଥାଏ। ଯାହାଯୋଗୁ ମାନସିକ ଚାପରୁ ଆମକୁ କିଛି ପରିମାଣରେ ଆରାମ ମିଳିଯାଇଥାଏ। ଯଦି କୌଣସି ବ୍ୟକ୍ତି କ୍ଷ୍ଯୁଦ୍ରାନ୍ତ ସମ୍ବନ୍ଧିତ ଅସୁବିଧା ଭୋଗୁଥିବେ ତେବେ ପିଆଜର ଏକ ଛୋଟ ଟୁକୁଡା ଆପଣଙ୍କ ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇପାରେ। ଏପରି କରିବା ଦ୍ଵାରା ତାଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ।