December 1, 2024

Odia Express

Here, There and Everywhere

ଭୁଲରେ ବି ଶୋଇଲା ବେଳେ ନିଜ ମୁଣ୍ତ ତଳେ ରଖନ୍ତୁ ନାହିଁ ଏହି ୧୦ ଟି ଜିନିଷ , ନହେଲେ ହୋଇଯିବ ଘର ବର୍ବାଦ…

ସେମିତି ତ ବ୍ୟକ୍ତି ଦିନ ସାରା ଢେର ସାରା କାମ କରିଥାଏ , କିନ୍ତୁ ଏଥିରୁ ଏମିତି ଏକ କାମ କରିଥାଏ , ଯାହା ସବୁଦିନ ସେ କରିଥାଏ , ସେ ତାର ଇଚ୍ଛା ହେଉ , ରାତିରେ ଶୋଇବା ପାଇଁ କାମ ହୋଇଥାଏ । ବାସ୍ତୁ ହିସାବରେ ଆଖପାଖ ମହଜୁଦ୍ ଜିନିଷ ଆପଣଙ୍କ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ , ଏଥିପାଇଁ ନିଜ ମୁଣ୍ତ ତଳେ ଏମିତି ଜିନିଷକୁ ବାରଣ କରାଯାଇଛି , ଯେଉଁ ବ୍ୟକ୍ତି ଏହାକୁ ପାଳନ କରେ ନାହିଁ ତାହାକୁ ଆଗକୁ ଯାଈ ହାନି ପହଞ୍ଚିଥାଏ ,

୧) ଝାଡୁ : ରାତିରେ ଶୋଇବା ସମୟରେ ବେଡ୍ ତଳେ ଝାଡୁ ରଖିବାକୁ ବାରଣ କରାଯାଇଛି , ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ବ୍ୟାପିଥାଏ , ଏହା ଛଡା ପଇସାର ହାନି ହୋଇଥାଏ , ଏହା ଛଡା ଆପଣଙ୍କ ଭାଗ୍ୟ ଉପରେ ଏହାର ପ୍ରଭାବ ପଡିଥାଏ , ଆପଣଙ୍କ ଖରାପ ଭାଗ୍ୟରେ ଏହା ପରିବର୍ତ୍ତନ ହୋଇଯାଏ ।

୨) ଲୁଣ : ଭୁଲ୍ ରେ ବି ରାତିରେ ଶୋଇବା ବେଳେ ବେଡ ପାଖରେ ଲୁଣ ରଖନ୍ତୁ ନାହିଁ , ଏହା ଦ୍ୱାରା ସଂମ୍ପର୍କରେ ଫାଟ ଆସିଥାଏ ।

୩) ଜୋତା ଚପଲ : ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ ଯେଉଁ ବେଡ୍ ରେ ଶୁଅନ୍ତି ସେଠାରେ ସେମାନେ ଜୋତା ଚପଲ ରଖିଦିଅନ୍ତି  , ଏମିତି କରିଲେ ଆପଣଙ୍କ ଜୀବନରେ ପରିବାର ସହ ଅସୁବିଧା ଦେଖାଦିଏ ।

୪) ତେଲ : ରାତିରେ ଶୋଇବା ମୁଣ୍ତରେ ତେଲ ଲଗାଇ ଶୋଇଲେ ଆପଣଙ୍କ କଠିନତା ବୃଦ୍ଧିପାଏ,  ଏହି ପରି ଶୋଇବା ପୁର୍ବରୁ କେବେ ଜୀବନରେ ଶାନ୍ତି ମିଳେ ନାହିଁ ।

୫) ମୋବାଇଲ୍ : ବହୁତ ଲୋକ ରାତିରେ ଶୋଇବା ସମୟରେ ମୋବାଇଲ୍ ବ୍ୟବହାର କରିଥାନ୍ତି , ତାପରେ ଏହାକୁ ପାଖରେ ରଖି ଶୋଇଥାନ୍ତି , ଏହା ଦ୍ୱାର ବହୁତ କ୍ଷତି ହୋଇଥାଏ , ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ , ଓ ତାହା ସହ ଘରର ଚିନ୍ତା ବଢିବାର ଚ୍ୟାନ୍ସ ଆହୁରି ବଢିଯାଏ ।

୬) ପର୍ସ : ପର୍ସ ପାଖରେ ରଖି ଶୋଇଲେ ଧନ ହାନି ହୋଇଥାଏ , ଯେଉଁ ବ୍ୟକ୍ତି ଏହି ପରି ଶୋଇଥାଏ , ତାହା ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇଥାଏ , ତାହା ସହ ପଇସା ଅଟକିଯିବାର ଚ୍ୟାନ୍ସ ଅଧିକା ହୋଇଯାଏ  ।

୭) ଶୋଇବା ସମୟରେ ପାଖରେ ପାଣି ରଖନ୍ତୁ ନାହିଁ , ଏମିତି ମାନାଯାଏ କି ମୁଣ୍ତ ପାଖରେ ପାଣି ରଖିଲେ ଶୋଇବାଅ ଚନ୍ଦ୍ରମା ପ୍ରଭାବିତ ହୋଇଥାଏ , ଓ ବ୍ୟକ୍ତିର ରୋଗ ହେବାର ସଂମ୍ଭାବନା ହୋଇଯାଏ ,

୮) ସୁନା ଓ ରୁପା : ଶୋଇବା ସମୟରେ ଭୁଲ୍ ରେ ବି ସୁନା ରୁପା ଜିନିଷ ପାଖରେ କିମ୍ବା ପକେଟ୍ ରଖି ଶୁଅନ୍ତୁ ନାହିଁ , ଏମିତି କୁହାଯାଏ କି ସୁନା ରୁପା ଶୋଇବା ସମୟରେ ପାଖରେ ରଖିଲେ ଭାଗ୍ୟ ଦୁର୍ବଳ ହୋଇଯାଏ ।

୯) ଚାବି : ତକିଆ ତଳେ ଚାବି ରଖିଲେ ଘରେ ଚୋରି ହେବାର ସଂମ୍ଭାବନା ବୃଦ୍ଧି ପାଏ ,

୧୦) ବହୁତ ଲୋକ ରାତିରେ ପେପର୍ , ମ୍ୟାଗାଜିନ୍ , କିମ୍ବା କେଉଁ ବହି ପାଖରେ ରଖି ଶୁଅନ୍ତି , ଏହା ଦ୍ୱାରା ସରସ୍ୱତୀ ମା ରୁଷ୍ଟ ହୋଈଯାଆନ୍ତି , ଓ ଏମାନଙ୍କ ପ୍ରଭାବ ତାଙ୍କର ବୁଦ୍ଧିମତା ଓ ପାଠପଢା ଉପରେ ପଡେ ।

Leave a Reply

Your email address will not be published. Required fields are marked *