January 22, 2025

Odia Express

Here, There and Everywhere

ଏହି ରାଶିର ଝିଅ ହୋଇଥାନ୍ତି ପରଫେକ୍ଟ ବୋହୁ , ଏମାନେ ଘରକୁ ଆସିଲେ ଘରେ ଖୋଲିଯାଏ ଭାଗ୍ୟ…

ଯେବେ କେଉଁ ପୁଅ ଯୁବାବସ୍ଥାରେ ପହଞ୍ଚିଥାଏ ,ତେବେ ସେ ଲାଇଫ୍ ରେ ସେଟେଲ୍ ହେବାପାଇଁ ତା ମା ବାପା ତା ପାଇଁ ଝିଅ ଦେଖିବା ଆରମ୍ଭ କରିଦିଅନ୍ତି , ନିଜ ଘରେ ଏକ ବୋହୁ ଆଣିବା ପାଇଁ ବ୍ୟକ୍ତି ନାନାଦି ଗୁଣ ଦେଖିଥାଏ , କାହାକୁ ଗୋରୀ ବୋହୁ ଦରକାର , କାହାକୁ ଘର କାମରେ ଭଲ ଅଭିଜ୍ଞତା ଥିବା ଦରକାର କାହାକୁ ପାଠ ପଢିଥିବା ବୋହୁ ଦରକାର କାହାକୁ ଭଲ ହାଇଟ୍ ଥିବା ବୋହୁ ଦରକାର , ଏମିତିରେ ଯେବେ ଘରକୁ ବୋହୁ ଆସିଥାଏ ତେବେ ବହୁତ୍ ପରିବର୍ତ୍ତନ ଦେଖିବାକୁ ମିଳେ , କିଛି ବୋହୁ ଏପରି ହୋଇଥାନ୍ତି ଯିଏ ପରିବାରରେ ଫାଟ ସୃଷ୍ଟି କରିଦିଅନ୍ତି , ଓ ପୁଅ ବାପା ମାଙ୍କ ଠାରୁ ଦୂରେଇ ରହିଥାଏ , କିଛି ବୋହୁ ସେମିତି ଭଲ ବି ହୋଇଥାନ୍ତି , ତାଙ୍କର ଘରକୁ ଆସିବା ଦ୍ୱାରା ଘରର କାୟା ପଲଟିଯାଏ , ଓ ପରିବାରରେ ଉନ୍ନତି ହେବାକୁ ଲାଗେ । ଯଦି ଆପଣ ଏକ ଭଲ ବୋହୁ ସନ୍ଧାନରେ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ରାଶିଗୁଡିକ ବିଷୟରେ କହିବୁ ଯାହାଙ୍କ ମଧ୍ୟରେ ଏଇ ସବୁ ଗୁଣ ଦେଖାଯାଏ , ଆସନ୍ତୁ ନଜର ପକାଇବା କେଉଁ ସେହି ରାଶିଗୁଡିକ ।

୧) ବୃଷ ରାଶି : ଏଇ ରାଶିର ଝିଅ ଭାଗ୍ୟର ମାମଲାରେ ବହୁତ ଆଗରେ ରୁହନ୍ତି , ଏମାନେ ଯେଉଁଠିକୁ ଯାଆନ୍ତି ସେଠାରେ ଆଖପାଖ ମାହୋଲ୍ ସକରାତ୍ମକ କରିଦିଅନ୍ତି , ଏହି ରାଶିର ଝିଅ ଘରର ବୋହୁ ବନାଇବାରେ ପୁଅର ଭାଗ୍ୟ ଖୋଲିଯାଏ , ତାଙ୍କର କ୍ୟାରିୟର ଉନ୍ନତି ହେବାକୁ ଲାଗେ,  ତାହା ସହ ଝିଅଙ୍କ ସ୍ୱଭାବରେ ବହୁତ ଶାଳୀନ ଥାଏ , ଏଥିପାଇଂ ଘରର କେଉଁ ଲୋକଙ୍କର କିଛି ବି ଅଭିଯୋଗ ରୁହେ ନାହିଁ ।

୨) କନ୍ୟା ରାଶି : ଏହି ରାଶିର ଝିଅ ସାକ୍ଷାତ ଲକ୍ଷ୍ମୀଙ୍କ ଅବତାର ହୋଇଥାନ୍ତି , ଏମାନେ ଯେଉଁ ଘରକୁ ଯାଆନ୍ତି , ସେଠାରେ ଧନର ଆଗମନ ହୋଇଥାଏ , ଏହି ଜିଅ ବୋହୁ ହେବା ସହ ଘରର ଉନ୍ନତି ନଜର ଆସିଥାଏ , କନ୍ୟା ରାଶିର ସ୍ୱଭାବରେ ବହୁତ ମିଳାମିଶା ନଜର ଆସିଥଏ , ଏହି କାରଣରୁ ନୁଆ ଜାଗାରେ ଲୋକେ ଜଲଦି ମିଶିଯାଆନ୍ତି , ଏମାନଙ୍କ ସ୍ୱଭାବର କାରଣରୁ ପରିବାରର ସବୁ ଇଚ୍ଛା ପୁରା ହୋଇଯାଏ ।

୩) ବିଛା ରାଶି : ଏହି ରାଶିର ଝିଅଙ୍କ ସ୍ୱଭାବରେ ବହୁତ ଶାନ୍ତ ଓ ସରଳ ହୋଇଥାଏ , ଯେଉଁ ଘରକୁ ଏମାନେ ଯାଆନ୍ତି ସେମାନେ ନିଜ ବୋହୁ ହିସାବରେ ଗର୍ବ କରିଥାନ୍ତି , ଏମାନଙ୍କ ଘରକୁ ଆସିଲେ ପରିବାରର ଇଜ୍ଜତ ଓ ମାନ ସମ୍ମାନ ଦୁଇଗୁଣା ବୃଦ୍ଧିପାଏ , ଏମାନେ ନିଜ ସ୍ୱାମୀଙ୍କ ଭାଗ୍ୟକୁ ବଦଳାଇଦିଅନ୍ତି , ବିଛା ରାଶିର ଝିଅଙ୍କୁ ବିବାହ କରି ପୁଅର ଲାଇଫ୍ ରେ ଉନ୍ନତିହେବାକୁ ଲାଗେ ।

୪) କୁମ୍ଭ ରାଶି : ଏହି ରାଶିର ଝିଅ ବହୁତ ମଜାଳିଆ ଓ ହସମୁଖ ହୋଇଥାନ୍ତି , ଏମାନେ ନିଜ ଆଖପାଖ ଲୋକଙ୍କୁ ଖୁସି ଦେବାକୁ ଚାହଁନ୍ତି , ଏମାନେ ଘରକୁ ଆସିଲେ ମାହୋଲ୍ ଖୁସି ହୋଇଯାଏ , ଏମାନେ ବହୁତ ପ୍ରତିଭାଶାଳି ହୋଇଥାନ୍ତି , ଓ ଏମାନେ ଘର ପରିବାରର ଆର୍ଥିକ ଅବସ୍ଥାକୁ ସହଜରେ ତୁଲାଇପାରନ୍ତି ।

Leave a Reply

Your email address will not be published. Required fields are marked *