October 8, 2024

Odia Express

Here, There and Everywhere

ଭୁଲ୍ ସମୟରେ ଭୁଲ୍ ଜିନିଷ ଖାଇନେଲେ ହୋଇଥାଏ ଏହି ରୋଗ – କ୍ଷୀର, ଲସି, ଓ ଜୁସ୍ ପିଇବାର ଥାଏ ଏକ ସଠିକ୍ ସମୟ ଏବେ ଜାଣିରଖନ୍ତୁ…

ଯଦି ଆଅଣ ସୁସ୍ଥ୍ୟ ରହିବାର ଅଛି ପେଟର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଭୋଜନରେ ପରେ ପାଣିପିଇବାରୁ ବନ୍ଦ କରିବାକୁ ହେବ , ତେବେ ଆପଣ ଏହା ପଚାରିବେ କି ଆଉ କିଛି ପିଇପାରିବୁ କି ତେବେ ଉତ୍ତର ହେବ କି ହଁ ଆପଣ ପିଇପାରିବେ  ମହର୍ଷୀ ବାଗଭଟ୍ଟଜୀ ସୁତ୍ରରେ ଲେଖିଥିଲେ କି ଭୋଜନାନ୍ତେ ବିଷମଭାରୀ , ମାନେ ଭୋଜନର ଶେଷ ପାଣି ପିଇବା ବିଷ ସହ ସମାନ ହୋଇଥାଏ । ଆଉଗୋଟେ କଥା ସେ ଲେଖିଥିଲେ କି କିଛି ହିଁ ପାଣିପିଇବାର ଅଛି , ତେବେ ଦ୍ରବ୍ୟ ରୁପରେ ଭୋଜନ ପରେ ଆପଣ ଲସି, ପିଇପାରିବେ , ଭୋଜନ ପରେ କ୍ଷୀର ବି ପିଇପାରିବେ , କିମ୍ବା ଫଳରସ ଜୁସ୍ ଆଦି ପିଇପାରିବେ କିନ୍ତୁ ପାଣି ପିଇବେ ନାହିଁ । ତାପରେ କିଛି ଲୋକଙ୍କ ତଣ୍ଟିରେ କିଛି ଖାଦ୍ୟ ଅଟକିଗଲେ ତେବେ କଣ କରାଯିବ ? ଭୋଜନ ତଣ୍ଟିରେ ଠାକିବା ଅର୍ଥ ଆପଣ ଭୋଜନ ଜଲଦି ଜଲଦି ଖାଇବେ ତେବେ ନିଶ୍ଚିତ ରୁପେ ଫସିବ ଓ ଧୀରେ ଧୀରେ ଖାଇଲେ ଏହା ଫସିବ ନାହିଁ ।

ଏହି କଥା ସ୍ପଷ୍ଟ ହୋଇଗଲା କି ଭୋଜନ ପରେ ପାଣି ପିଇବେ ନାହିଁ , ତା ବଦଳରେ କ୍ଷିର କିମ୍ବା ଲସି, ଜୁସ୍ ଆଦି ପିଇପାରିବେ , ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ କି ଭୋଜନ ପରେ ଏହି ତିନୋଟି ଜିନିଷ ସହ ପାଣି ପିଇପାରିବେ କି ନାହିଁ , ତେବେ ଆମର ଉତ୍ତର ହେବ ନା । ଲସି ଓ କ୍ଷୀରର ସମୟ ନିର୍ଦ୍ଧାରିତ ଅଛି , ଏହାକୁ ଯଦି ସଠିକ୍ ସମୟରେ ପିଇପାରିବେ ନାହିଁ କେବେ ଲସି ପିଇପାରିବେ ନାହିଁ , କେବେ ଜୁସ୍ ପିଇପାରିବେ ନାହିଁ ଇମ୍ବା କ୍ଷୀର ବି ପିଇପାରିବେନାହିଁ , ତିନୋଟିର ସମୟ ନିଶ୍ଚିତ ଅଛି । ଯଦି ସକାଳୁ ଜଳଖିଆ କରିଛନ୍ତି ତେବେ ଜଳଖିଆ ପରେ ଆପଣ ଜୁସ୍ ପିଇପାରିବେ , ଦ୍ୱିପହର ଭୋଜନ ପରେ ଲସି ପିଇପାରିବେ , ଓ ରାତିର ଭୋଜନରେ କ୍ଷୀର ପିଇପାରିବେ , ଯାହା ସମୟ ଅନୁସାରେ ସ୍ଥିରିକୃତ କରାଯାଈଛି , ଏହାକୁ ଧ୍ୟାନରେ ରଖିବାର ଅଛି । ଏହାକୁ ଆଗ ପଛ କରିବାର ନାହିଁ ।

ଏହି ନିୟମ ଉପରେ  ବହୁତ ଗବେଷଣା ଓ ବିଶ୍ଲେଷଣ କରିଥିଲେ  ସେ ବହୁତ ରୋଗୀଙ୍କୁ କହିଲେ ଆଗ ପଛ  ଏହି ପ୍ରଣାଳୀକୁ କରିଦିଅ , ସକାଳୁ ଯାହା ନିୟମ ଅଛି ତାହା ସଂନ୍ଧ୍ୟାରେ କରିଦିଅ , ଓ କିଛି ରୋଗୀ ସକାଳୁ ଉଠି କ୍ଷୀର ପିଇବା ନିୟମ ଆରମ୍ଭ କରିଦେଲେ , ତାହାର ପରିଣାମ ଏହା ହେଲା କି ତାଙ୍କର ରୋଗ ଭଲ ହେଲା ନାହିଁ । ରୋଗ ଯେପରି ଥିଲା ସେପରି ରହିଲା

କିନ୍ତୁ ଯେପରି ଏହି ନିୟମ ଠିକ୍ କରାଗଲା ସକାଳୁ ଉଠି ଜୁସ୍ ପିଇବା, ରାତିରେ କ୍ଷୀର ପିଇବା, ଦ୍ୱିପହରରେ ଲସି ପିଇବା ଦ୍ୱାରା ତାଙ୍କର ରୋଗ ଜଡରୁ ଶେଷ ହୋଇଗଲା, ଓ ଏହି ସବୁ ନିୟମର ପାଳନ କରି ଆଜି ସେ ସୁସ୍ଥ୍ୟ ଅଛନ୍ତି , ତେବେ ଏହାର ଧ୍ୟାନ ରଖିବେ କି ସକାଳୁ ଜଳଖିଆ ପରେ ଜୁସ୍ ପିଇନେବେ , ଦ୍ୱିପହରର ସମୟରେ ଭୋଜନ ପରେ ଲସି ସେବନ କରିନେବେ । ଓ ରାତ୍ରିର ଭୋଜନରେ କ୍ଷୀରକୁ ଫୁଟାଇପିଇବେ ।

Leave a Reply

Your email address will not be published. Required fields are marked *