September 17, 2024

Odia Express

Here, There and Everywhere

ବାସ୍ତୁ ଟିପ୍ସ – ଟିଭିର ପାଖରେ ନିଶ୍ଚୟ ରଖିନିଅନ୍ତୁ ଏହି ୨ ଟି ଜିନିଷ , ଘରେ ସବୁବେଳେ ପାଇଁ ରହିବ ଖୁସିମୟ ବାତାବରଣ…

ଭାରତରେ ବାସ୍ତୁକୁ କେତେ ମହତ୍ତ୍ୱ ଦିଆଯାଏ ଏହି କଥା ସମସ୍ତେ ଜାଣିଛନ୍ତି । ଏଠାରେ ଯେବେ କେଉଁ ଘର ତିଆରି କରାଯାଏ ପ୍ରଥମେ ବାସ୍ତୁ ସହ ଯୋଡି ହୋଇଥିବା ସବୁ ଜିନିଷ ଗଭୀରତା ସହ ଅଧ୍ୟୟନ କରାଯାଏ । ବହୁତ ଲୋକ ଏପରି ଘର ଡିଜାଇନ୍ ରେ ବାସ୍ତୁକୁ ସାମିଲ୍ କରନ୍ତି । କିନ୍ତୁ ଘରେ ରଖିଥିବା ଜିନିଷକୁ ସଠିକ୍ ଦିଗରେ ରଖିବା ବିଷୟରେ କେବେ କେହି ଭାବନ୍ତି ନାହିଁ । ଆପଣଙ୍କୁ ଜଣେଇଦେବୁ କି ଘରେ ରଖିଥିବା କିଛି ଖାସ୍ ଜିନିଷ ପୋଜିସନ୍ ଯଦ୍ଦି ଆମର ବାସ୍ତୁର ହିସାବରେ ରଖିଦେବେ ତେବେ ବହୁତ ସାରା ଫାଈଦା ଯୋଗାଇବ , ଏମିତି କୁହାଯାଏ କି ଯେଉଁ ଘରରେ ବାସ୍ତୁର ନିୟମକୁ ପାଳନ ହୋଇନଥାଏ ତେବେ ନକରାତ୍ମକ ଉର୍ଜା ପ୍ରବେଶ କରିପାରେ , ଏହି ନକରାତ୍ମକ ଉର୍ଜା ସୁଖ ଶାନ୍ତିରେ ବାଧା ଉପଜାଇଥାଏ ।

ସେମିତି ଏହାର ବିପରିତ ଯେଉଁ ଘରେ ବାସ୍ତୁ ସଠିକ୍ ହୋଇଥାଏ ସେଠାରେ ସକରାତ୍ମକ ଉର୍ଜା ଅଧିକା ହୋଇଥାଏ । ଓ ତ ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆମେ ଟିଭି ସଂବନ୍ଧିତ ଏକ ବାସ୍ତୁ ଟିପ୍ସ ଦେବାକୁ ଯାଉଛୁ  ଆଜିକାଲି ସବୁ ଘରେ କମ୍ ସେ କମ୍ ଗୋଟିଏ ଟିଭି ନିଶ୍ଚିତ ରହିଥାଏ , ଟିଭି ଏକ ଏପରି ଜିନିଷ ଅଟେ ଯାହା ଅଧିକାରୁ ଅଧିକା ସମୟ ଅତିବାହିତ କରେ , ଓ ଘର ଲୋକେ ଏହାର ବସି ଆନନ୍ଦ ନିଅନ୍ତି । ଏମିତିରେ ଟିଭିର ଉପଯୋଗ ଘରେ ଖୁସିମୟ ଆଣିବା ଓ ପରିବାରରେ ଶାନ୍ତି ବନାଇବାର ପାଇଁ ଉପଯୋଗ ହୁଏ ,

ଯଦି ଆପଣ ଟିଭିର ପାଖରେ ବାସ୍ତୁ ଅନୁଯାୟୀ କିଛି ଖାସ୍ ଜିନିଷ ରଖିଦେବେ , ତେବେ ଘରର ପ୍ରତ୍ୟେକ ସଦସ୍ୟ ଏହି ଜିନିଷକୁ ବାରମ୍ଭାର ଦେଖିବେ ଓ ତାଙ୍କ ମଧ୍ୟରେ ପଜେଟିଭ୍ ଏନର୍ଜି ପ୍ରବାହିତ ହେବ , ଏହି ପଜେଟିଭ୍ ଏନର୍ଜୀ ଯୋଗୁଁ ଘରେ ଲଢେଇ ଝଗଡା କମ୍ ହେବ , ଓ ସେହି ବ୍ୟକ୍ତିର କାମରେ ଧ୍ୟାନ ଆସିବ , ତେବେ ଆସନ୍ତୁ ଜାଣିବା ଟିଭି ପାଖରେ ଏମିତି କେଉଁ ଦୁଇଟି ଜିନିଷ ଅଛି ଯାହାକୁ ରଖିବା ଉଚିତ୍ ହେବ ।

୧) ହଂସର ଯୋଡା : ଟିଭି ପାଖରେ ଯଦି ହଂସର ଯୋଡା ରଖିବା ତେବେ ବାସ୍ତୁ ଅନୁସାରେ ଶୁଭବୋଲି ଜଣାଯାଏ , ଏହି ହଂସ ଯୋଡା ପ୍ରେମ ଓ ଖୁସିମୟ ପରିବେଶର ପ୍ରତିକ ବୋଲି ଜଣାଯାଏ । ଏହା ଦେଖିବାକୁ ବହୁତ ଶାନ୍ତି ଓ ଅନୁଭୁତି ଯୋଗାଇଥାଏ , ବହୁତଥର ଏହା ଦେଖିବାକୁ ବହୁତ ଲୋକଙ୍କର ରାଗ ଶାନ୍ତ ପଡିଯାଏ , ଏମିତିରେ ଏକ ପଜେଟିଭ୍ ଏନର୍ଜି କହିପାରିବା , ସେମିତି ଆପଣ କେଉଁ ରଙ୍ଗର ହଂସର ଯୋଡା ରଖିପାରିବେ । ଯଦି ଧଳା ରଙ୍ଗର ହଂସର ଯୋଡା ରଖିବେ ତେବେ ଅଧିକା ଫାଇଦା ହେବ ।

୨) ହାତିର ଯୋଡା : ହାତୀ ବି ବାସ୍ତୁରେ ଶୁଭ ବୋଲି ଜଣାଯାଇଛି , ହିନ୍ଦୁ ଧର୍ମରେ କହିଲେ ଏହି ହାତୀର ଯୋଡାକୁ ଭଗବାନ ଶ୍ରୀ ଗଣେଷଙ୍କ ମାନାଯାଏ , ଏମିତିରେ ଯେବେ ବି ଆପଣ ଟିବିର ଆଖପାଖରେ ରଖନ୍ତି , ତେବେ ପୁରା ରୁମ୍ ଏନର୍ଜିରେ ଭରପୁର୍ ହୋଇଯାଏ , ଏହା ପରିବାରରେ ସୁଖ ଶାନ୍ତି , ଓ ଆନନ୍ଦ ସମୃଦ୍ଧି ପାଇଁ ଫାଈଦାଦାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *