October 18, 2024

Odia Express

Here, There and Everywhere

ଯଦି ଆପଣଙ୍କ ଘରେ LED ବଲବ୍ ବ୍ୟବହାର ହୋଇଥାଏ ତେବେ ହୋଇଯାଆନ୍ତୁ ସାବଧାନ , ଏହି ଖବର ନିଶ୍ଚୟ ପଢନ୍ତୁ ନହେଲେ ହଇରାଣ ହୋଇପାରନ୍ତି..

ଆଜି କାଲି ସବୁ ଘରେ ଏଲ୍ ଇଡି ବଲବ୍ ର ବ୍ୟବହାର ବହୁତ ଅଧିକା ହେଉଛି । କମ୍ ଇଲେକ୍ଟ୍ରି ଖର୍ଚ୍ଚରେ ଅଧିକା ଲାଇଟ୍ ଦେଉଛି , ଏମିତିରେ କେନ୍ଦ୍ର ସରକାର ଲଗାତାର ଏଲ୍ ଇଡି ଲାଇଟ୍ ଲଗାଇବାର ପ୍ରୋତ୍ସାହନ କରୁଛି , କିନ୍ତୁ ଗୋଟିଏ ରିପୋର୍ଟ ଅନୁସାରେ ସରକାର ଆପଣଙ୍କୁ ବ୍ୟବହାର କରିବାରେ ରୋକୁଛି , ଏହି ରିପୋର୍ଟ ମୁତାବିକ ଦେଶରେ ବିକ୍ରି ହେଉଥିବା ଏକ ଚତୁର୍ଥାଂଶ ଏଲ୍ ଇଡି ଲାଇଟ୍ସ ସୁରକ୍ଷା ମାନକ ଅନୁରୁପ ନୁହେଁ ଆଜି ଆମେ ଏହାର ଖୁଲାସା କରିବୁ ।ଆପଣଙ୍କୁ କହିଦେବୁ କି ମାର୍କେଟ୍ ରେ ଉପଲ୍ଲବ୍ଧ ଏଲ୍ ଇଡି ବଲବ୍ ୭୬ ପ୍ରତିଶତ ବ୍ରାଣ୍ତ ଉପଭୋକ୍ତା ସୁରକ୍ଷା ମାନକରେ ଉଲ୍ଲଘନ କରିଛନ୍ତି , ନିଲସନ ର ଏକ ଷ୍ଟଡି ରିପୋର୍ଟରେ ଏମିତି ଶୁଣିବାକୁ ମିଳିଛି , ନିଲସନଙ୍କ ମୁତାବିକ ମୁମ୍ବାଇ , ଅହମଦାବାଦ, ଓ ହାଇଦ୍ରାବାଦ ରେ ବିଜୁଳି ସମାନ ଖୁଚୁରା ବିକ୍ରି କରୁଥିବା ୨୦୦ ଦୋକାନକୁ ସାମିଲ୍ କରାଯାଇଛି

ଏଥିରୁ ମିଳିଲା କି ଏଲ୍ ଇଡି ବଲବ୍ ୭୬ ପ୍ରତିଶତ ବ୍ରାଣ୍ତ ଓ ଏଲ୍ ଇଡି ଡାଉନ୍ ଲାଇଟର୍ ୭୧ ପ୍ରତିଶତ ବ୍ରାଣ୍ତରେ ଉପଭୋକ୍ତା ସୁରକ୍ଷା ମାନକରେ ଉଲ୍ଲଘନ କରିଛନ୍ତି , ସେ ଏହି ବ୍ରାଣ୍ତ ନାଁରେ ନିଜ ନକଲି ପ୍ରଡକ୍ଟ ବଜାରରେ ଆଣିଛନ୍ତି  ଆମର ଭାରତୀୟ ମାନକ ବ୍ୟୁରୋ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୁଚନା ପ୍ରସାରଣ ମନ୍ତ୍ରାଳୟ ଏହି ମାନକ ପ୍ରସ୍ତୁତ କରିଛନ୍ତି । ରିପୋର୍ଟର ମୁତାବିକ ଇଲେକ୍ଟ୍ରିକ୍ ଲ୍ୟାମ୍ପ୍ ଆଣ୍ତ କଂମ୍ପୋନେଣ୍ଟ ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ୍ ଙ୍କ ମୁତାବିକ ଦିଲ୍ଲୀରେ ବିଆଇଏସ୍ ମାନକରେ ସବୁଠାରୁ ଅଧିକା ଉଲ୍ଲଘନ ମାମଲାରେ ଅସୁବିଧା ଦେଖିବାକୁ ମିଳିଛି  ଯେଉଁଥିରେ ଏଲକୋମା ତରଫରୁ କୁହାଗଲା କି ଏହା ନକଲି ପ୍ରଡକ୍ଟ ଆମର ଉପଭୋକ୍ତାଙ୍କୁ ଗମ୍ଭୀର ରୁପରେ ବିପଦପୁର୍ଣ୍ଣ ଅଛି ,  ଏଥିରେ ବଡ ବିପଦ ରହିଛି , ଯାହାର ଅନ୍ଦାଜା ଆମେ ଜାଣିନେ

ଏହା ଛଡା ଏମାନଙ୍କ କାରୋବାର ରୁ ସରକାରଙ୍କ ଟ୍ୟାକ୍ସରେ କ୍ଷତି ବି ହେଉଛି , କାରଣ ଏମାନଙ୍କ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଓ ବିକ୍ରି ଆଇନଗତ ନୁହେଁ , ଆମର ଦେଶରେ ଅଧିକାଂଶ ବଜାରରେ କରାଯାଇଥିବା ସର୍ଭେ ରେ ପାଇଛନ୍ତି କି ଏଲ୍ ଇଡି ବଲବ୍ ୪୮ ପ୍ରତିଶତ ବ୍ରାଣ୍ତ ପ୍ରଡକ୍ଟ ବନାଉଥିବା କମ୍ପାନୀ ପତ୍ତା ଲେଖାଯାଇନାହିଁ , ଓ ୩୧ ପ୍ରତିଶତ ବ୍ରାଣ୍ତରେ ତାହାକୁ ତିଆରି କରାଯାଉଥିବା କମ୍ପାନୀ ନାଁ ବି ନାହିଁ  ଏମିତି କରିବା ଆଇନ ଅନୁଯାୟି ଭୁଲ୍ ଅଟେ , ଏହି ପରି ଏଲ୍ ଇଡି ଜୋପ୍ ମାମଲାରେ ସାମ୍ନାକୁ ଆସିଛି , ସେଥିରେ ୪୫ ପ୍ରତିଶତ ବ୍ରାଣ୍ତ ଏପରି ମିଳିଛି , ଯାହାର ପ୍ୟାକିଙ୍ଗ୍ ଅଛି କିନ୍ତୁ ଏହାର ପ୍ୟାକିଙ୍ଗ୍ ରେ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ର ନାଁ ନାହିଁ ।

ଏଲ୍ ଇଡି ଡାଉନଲାଇଟର୍ସଙ୍କ ମାମଲାରେ ଏହା ସତ୍ୟତା ସାମ୍ନାକୁ ଆସିଛି କି ଏଲକୋମା ମୁତାବିକ ଦେଶରେ ଏଲ୍ ଇଡିର ବଜାରରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଅଟେ ,  ସବୁ ପ୍ରକାର କାମ କାର୍ଯ୍ୟ ଜାଗାରେ ଏଲ୍ ଇଡି ବଲବ୍ ର ବ୍ୟବହାର ହେଉଛି,  ପୁରା ବଜାରରେ ଏହାର ଭାଗିଦାରୀ ପ୍ରାୟ ୫୦ ପ୍ରତିଶତ ଅଧିକା ଅଛି , ଫିଲିପ୍ସ ଲାଇଟିଙ୍ଗ୍ ଇଣ୍ତିଆର ମୁତାବିକ ଏଲକୋମା ଅଧ୍ୟୟନ ରିପୋର୍ଟ ମୁତାବିକ ୨୦୧୦ ରେ ଏଲ୍ ଇଡି ଲାଇଟିଙ୍ଗ୍ ଭାରତୀୟ ବଜାରରେ ୫୦୦ କୋଟି ଥିଲା,  ଯାହା ଏବେ ୧୦ ହଜାର କୋଟି ହୋଇଛି , ଏହି ୨୨ ହଜାର କୋଟି ଟଙ୍କା ପୁରା ଲାଇଟିଙ୍ଗ୍ ଇଣ୍ତଷ୍ଟ୍ରି ର ୪୫ ପ୍ରତିଶତ ଅଧିକା ଅଛି , ସରକାରଙ୍କୁ ଦରକାର ସେ ନକଲି ଓ ନନ୍ ବ୍ରାଣ୍ତ ପ୍ରଡକ୍ଟ ବିପକ୍ଷରେ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ  ।

ମୋଦିଙ୍କର ଉଜାଲା ସ୍କିମ୍ ଦ୍ୱାରା ୭୭ କୋଟି ପାରମ୍ପାରିକ ବ୍ୟବହାର କରାଯାଇଥିଲା,  ଯେଉଁଥିରେ ଆମର ଦେଶରେ ଅଧିକାଂଶ ଘରେ ଆଲୋକ ହୋଇପାରିବ , ସାଧାରଣ ବଲବ୍ ରେ ଏଲ୍ ଇଡୀ ବଲବ୍ ବ୍ୟବହାର କରିବାର ଲକ୍ଷ୍ୟ ଥିଲା , ଏହାକୁ ଦେଖିକରି ଉର୍ଜା ଦକ୍ଷତା ବ୍ୟୁରୋ ରେ ଏଲ୍ ଇଡି ବଲବ୍ ର ଷ୍ଟାର୍ ରେଟିଙ୍ଗ୍ ଅନିବାର୍ଯ୍ୟ କରିଦିଆଗଲା, ଯାହା ଦ୍ୱାରାପକ୍କା କରାଯାଇପାରିବକି ଉପଭୋକ୍ତାଙ୍କର  କେବଳ ଭଲ କ୍ୱାଲିଟି ପ୍ରଡକ୍ଟ ମିଳିପାରୁ , କିନ୍ତୁ ଏହାପରେ ବଲ୍ବିୟୋ ଙ୍କୁ ନେଇକରି ଏହି ଧନ୍ଦା ବନ୍ଦ ହେବାର ନାଁ ନେଉନାହିଁ  ।

Leave a Reply

Your email address will not be published. Required fields are marked *