September 12, 2024

Odia Express

Here, There and Everywhere

ମୁସଲିମ୍ ପୁଅକୁ ଏହି ହିନ୍ଦୁ ଝିଅକୁ ଚାରିଥର ବିବାହ କରିବାକୁ ପଡିଲା , କାରଣ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ…

ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଦୁଇଟି ହୃଦୟ ମଧ୍ୟରେ ପ୍ରେମ କରୁଥିବା ଯୋଡିଙ୍କର ଅଟେ , କିନ୍ତୁ ଏହି କାହାଣୀ ସାଧାରଣ ନୁହେଁ ବରଂ ଖାସ୍ ଅଟେ , କାରଣ ଏହି ପ୍ରେମ କରୁଥିବା ଯୋଡିକୁ ସମାଜ ଏକା ହେବାକୁ ଦେଉନାହିଁ , ଆମେ କଥା ହେଉଛୁ ଫୈଜ ଓ ଅଙ୍କିତାଙ୍କ ବିଷୟରେ ଏବେ ଆପଣ ବୁଝିପାରୁଥିବେ କି କଣ ପାଇଁ ସମାଜ ଏମାନଙ୍କୁ ଏକ ହେବାକୁ ଦେଉନାହିଁ , ଯେମିତି ଜାଣିପାରିଥିବେ କି ପୁଅଟି ମୁସଲିମ୍ ପରିବାରରୁ ହୋଇଥିବାର ଦେଖିବାକୁ ଗଲେ , ଝିଅଟି ହିନ୍ଦୁ ପରିବାରର ଅଟେ ,କିନ୍ତୁ ତା ସତ୍ତ୍ୱେ ବି  ପୁଅ ଓ ଝିଅ ଉଭୟ ଭଲ ପାଉଛନ୍ତି , ଏମାନେ ନିଜ ପ୍ରେମକୁ କେବେ ପଛରେ ପକାଇଦେବାକୁ ଚାହୁଁନଥିଲେ,  ତାପର କଣ କିଏ ତାଙ୍କୁ ଅଟକାଇପାରିବ ।ଅଙ୍କିତାଙ୍କ ବାପାଙ୍କୁ ଲାଗିଥିଲା କି ମୁସଲିମ୍ ପିଲା ଚାରୋଟି ବିବାହ କରନ୍ତି ସେଥିପାଇଁ ସେ ତାଙ୍କ ଝିଅର ହାତ ଫୈଜ ସହ ଦେବାକୁ ଚାହୁଁନଥିଲେ , ତେଣୁ ଆସନ୍ତୁ ଜାଣିବା କିପରି ହେଲା ଏହି ଯୋଡିଙ୍କ ବିବାହ ,

ଆଇଏଏମ୍ ଇନ୍ଦୋରରେ ଫୈଜ ଓ ଅଙ୍କିତାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା , ଓ ଏହି ପ୍ରଥମ ଦେଖାରେ ସେ ପ୍ରେମ କରି  ବସିଲେ , ଅଙ୍କିତାଙ୍କ କହିବା କଥା କି ପ୍ରେମର କିଛି କାରଣ, ରଙ୍ଗ କିମ୍ବା ଜାତି ଦେଖି ହୁଏ ନାହିଁ , ଖାଲି କିଛି ମାୟନା ରଖିଥାଏ । ଖାଲି ସାମ୍ନାବାଲା ଭରସା ଦାୟକ ଅଛି କି ନାହିଁ , ସେମିତି ଏହି ଯୋଡିଙ୍କ ବିବାହ କରିବା ବହୁତ ମୁସକିଲ୍ ଥିଲା । ଝିଅର ବାପା ବାହାଘର ପାଇଁ ରାଜିନଥିଲେ ସେଥିପାଇଁ ଅଙ୍କିତା ତାଙ୍କୁ ରାଜିକରାଇବାକୁ ୨ ବର୍ଷ ଲାଗିଯାଇଥିଲା , କିନ୍ତୁ ସେ ରାଜି ବି ହୋଇନଥିଲେ , ସେ ନିଜ ବ୍ଲଗ୍ ରେ ଲେଖିଥିଲେ କି ଦୁଇ ବର୍ଷ ଚେଷ୍ଟା କରିବାପରେ ସେ ଅସଫଳ ରହିଲେ , ତେବେ ସେ ଠିକ୍ କଲେ କି ଏବେ ଟେଷ୍ଟ୍ ମ୍ୟାଚ୍ ଖେଳିବେ ନାହିଁ ଟି ଟ଼୍ୱେଣ୍ଟୀ ଖେଳିବେ , ତେବେ ଅଚାନକ ଘରର ଡୋର୍ ବେଲ୍ ବାଜିଲା , ଅଙ୍କିତାଙ୍କ ବାପା କବାଟ ଖୋଲିଲେ,  ତେବେ ସାମ୍ନାରେ ଫୈଜ୍ ଠିଆ ହୋଇଥିଲା , ସବୁ ଆଶ୍ଚର୍ଯ୍ୟ ହୋଇଥିଲେ , ଓ ରାଗିଥିଲେ ବି , ବାପା ରାଗ ଶାନ୍ତ କରି ଭିତରକୁ ଚାଲିଗଲେ , ତାପରେ କପଡା ବଦଳାଇ ବାହାରକୁ ଆସିଲେ । ମୁଁ ବହୁତ ଡରିଯାଇଥିଲି ।

ପ୍ରଥମ ବିବାହ : ତାପରେ ଏହି ଦୁହେଁ ଫଇସଲା ନେଲେ କି ସେ ୧୮ ଫେବୃୟାରୀ ୨୦୧୫ କୁ କୋର୍ଟ ମ୍ୟାରେଜ୍ କରିବେ , ଓ ସେହି ଆଈନ୍ ଦ୍ୱାରା ବିବାହ କରିବେ କହିଲେ , ଯାହା ମୁସଲିମ୍ ଚାରୋଟି ବିବାହ କରିବାର ଅନୁମତି ଦେଇନଥାଏ । ତାପରେ ଏକ ଜ୍ୟୋତିଷ୍ୟକୁ ଯୋଗାଯୋଗ କରାଗଲା ଯାହା ଦ୍ୱାରା ମାଙ୍କୁ ମନାଇଦିଆଯାଉ , କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା , ଏହାପରେ ଦୁହେଁ ନିଜେ ନିଜ ଘର ଲୋକଙ୍କୁ ବାହାଘର ପାଇଁ ସୁଚନା ଦେଲେ , ଫୈଜଙ୍କ ବାପା ତୁରନ୍ତ ଲକ୍ଷ୍ନୌରୁ ମୁମ୍ବାଇ ଟିକେଟ୍ ବୁକ୍ କରାଇଦେଲେ । ୧୪ ଫେବୃୟାରୀକୁ ଯେବେ ଅଙ୍କିତାଙ୍କ ମାଙ୍କ ଫୋନ୍ ଆସେ ତେବେ ସେ କହେ କି ୧୮ ଫେବୃୟାରୀକୁ ଅମାବାସ୍ୟା ଅଟେ , ସେ ଦିନ ବିବାହ ପାଇଁ ଠିକ୍ ନୁହେଁ । ବିବାହ ପାଇଁ କେବଳ ଚାରି ଦିନ ଅଛି , ମୋର ବାପା, ମା, ଭାଇ ବାହାଘର ପାଇଁ ପଠାଇବାକୁ ରାଜି ହୋଇଗଲେଣି କିନ୍ତୁ ସେ କହିଲେ କି ନିଜେ କେବେ ଆସିବେନି , ତାପରେ ଅମାବାସ୍ୟାରୁ ବଞ୍ଚିବାପାଇଁ ବିବାହ ୧୭ ଫେବୃୟାରୀ ସଂନ୍ଧ୍ୟାରେ କରିବାକୁ ପଡିଲା , ବାହାଘର ଛୋଟ ରାମମନ୍ଦିରରେ ହୋଇଥିଲା ।

ଦ୍ୱିତୀୟ ବିବାହ : ଅଙ୍କିତା ଶଶୁର ଆସିବାର ଥିଲେ କିଛି ବୁଝାପଡୁନଥିଲା କି ସଲାମ୍ ୱାଲେକୁମ୍ କରିବେ କିମ୍ବା ନମସ୍ତେ କରିବେ , ଯେବେ ସେ ଆସିଲେ ତେବେ କିଛି କଥା ହୋଇପାରିଲା ନାହିଁ , ବରଂ ସେ କୁଣ୍ତାଇପକାଇଲେ , ହସି ମଜାକ୍ ହେଲା , ଓ ତାପରେ କୋର୍ଟରେ କାଗଜରେ ସାଇନ୍ କରି ଦ୍ୱିତୀୟ ବିବାହ ଥିଲା ଆଇନ୍ ଗତ ବିବାହ ।

ତୃତୀୟ ବିବାହ : କୋର୍ଟରେ ବିବାହ ହେବାକୁ ଗୋଟେ ମାସ ହୋଇଯାଇଥିଲା,  କିନ୍ତୁ ଆମେ ନିଜ ସଂମ୍ପର୍କକୁ ଏଗ୍ରିମେଣ୍ଟରେ ରଖିବାକୁ ଚାହୁଁନଥିଲେ , ଆମେ ବିବାହର ଉତ୍ସବ ମନାଇବାକୁ ଚାହୁଁଥିଲୁ , ତାପରେ ମେହେନ୍ଦୀ ବି ହୋଇଥିଲା , ସଂଗୀତ ସମାରୋହ ହେଲା , ସବୁ ନିକାହ ପାଇଁ ପ୍ରସ୍ତୁତି ହେଲା , ନିକାହ ସମୟରେ ଅଙ୍କିତା ଭାବିଲେ କି କାଜି ଆସିକରି ତାଙ୍କୁ ରଜାମନ୍ଦି ନେବେ , ଅଙ୍କିତା ତୁମେ ନିକାହରେ ରାଜି ଅଛ , କିନ୍ତୁ କାଜି ସାହେବ ଆସିଲେ , ଓ କାଗଜ ପତ୍ରରେ ସାଇନ୍ କରିଦେଲେ , ପରଦାରୁ ନେଇକରି କିଛି କଥାରେ କାଜି ସାହେବ ନାରାଜ ଦେଖାଦେଲେ , କିନ୍ତୁ ପରେ ରାଜି ହୋଇଗଲେ , ଓ ନିକାହ ହୋଇଗଲା ,

ଚତୁର୍ଥ ବିବାହ : ନିଜ ବାହାଘରକୁ ସେଲିବ୍ରେଟ୍ କରିବାକୁ ଗାଁକୁ ଆସିଲେ , ସେଠାରେ ସବୁ ସେଟ୍ ଅଫ୍ ପ୍ରସ୍ତୁତ କରାଯାଇଥିଲା,  ଝିଅମାନେ ସାଲୱାର୍ କୁର୍ତ୍ତାଓ ଅନାରକଲି ଡ୍ରେସ୍ କୋଡ୍ ରଖିଥିଲେ,  ଯେବେ କି ପୁଅମାନଙ୍କର ପାଇଁ କୁର୍ତ୍ତା ପାଇଜାମା ଥିଲା , ଓ ଢୋଲର୍ ସହ ବରର ଏଣ୍ଟ୍ରି ହୋଇଥିଲା , ବର ଘୋଡା ଚଢିକରି ନୁହେଁ ବରଂ ସ୍କୁଟରରେ ଆସିଥିଲା,  ବହୁତ ମସ୍ତି ହୋଇଥିଲା , ଗୋଆରେ ସାତଫେରା ହେଲା , ଓ ଏହି ପରି ଚାରୋଟି ବିବାହ ହେଲା ।

Leave a Reply

Your email address will not be published. Required fields are marked *