ଗର୍ଭାବସ୍ଥାର ସମୟରେ ଯଦି ଏହି ଜିନିଷଗୁଡିକ ଖାଇବେ ତେବେ ଆପଣଙ୍କ ଜନ୍ମ ହେବାକୁ ଥିବା ନବଜାତ ଶିଶୁ ବିକଳାଙ୍ଗ କେବେ ବି ହେବ ନାହିଁ – ନିଶ୍ଚୟ ଜାଣି ରଖନ୍ତୁ..

ଏହି ଦୁନିଆଁର ସବୁ ମହିଳାଙ୍କ ଗୋଟିଏ ସ୍ୱପ୍ନ ହୋଇଥାଏ କି ସେ ମାତୃତ୍ୱ ଲାଭ କରୁ , ଓ ମା ହେବା ସମୟରେ ଅନୁଭୁତିକୁ ସେ ନିଜ ସ୍ୱପ୍ନ ଭାବେ ଭାବିନେଇଥାନ୍ତି , ସେମିତି କହିଦେବୁ କି ମା ହେବାର ସ୍ୱପ୍ନ ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ହୋଇଥାଏ , ଏହି କଥାକୁ ଜାଣିବାକୁ ଆପଣ ତାଙ୍କୁ ପଚାରିଥାନ୍ତି , ଯିଏ ମା ହେବାର ଅନୁଭବ କରିସାରିଛନ୍ତି । ସେମିତି କହିଦେବୁ କି ମା ର ଗର୍ଭରେ ଯେବେ ଛୁଆ ରହିଥାଏ ତେବେ କଣ କଣ ହରକତ୍ ହୋଇଥାଏ , ସେହି ସମୟରେ ଗର୍ଭବତୀ ମହିଳାଙ୍କ ବହୁତ ସାରା ଅନୁଭବ ଦ୍ୱାରା ଗତି କରିଥାନ୍ତି । ଏହି ଗର୍ଭବସ୍ଥା ସମୟରେ ମହିଳାଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ତାପରେ ଯେବେ ସ୍ତ୍ରୀ ଛୁଆକୁ ଜନ୍ମ ଦେଇଥାଏ ଓ ଶିଶୁଟି ଶାରରୀକ ଭାବେ ବିକଳାଙ୍ଗ ହୋଇଥାଏ , ତେବେ ସବୁଠାରୁ ଅଧିକା ଧକ୍କା ସେହି ଜନ୍ମଦାତ୍ରୀ ମାକୁ ଲାଗିଥାଏ , ଯଦି ଆପଣ ଚାହନ୍ତି କି ଆପଣଙ୍କ ଛୁଆ ବିଲକୁଲ୍ ସୁସ୍ଥ୍ୟ ହେଉ ଓ ଶାରରୀକ କୌଣସି ବିକଳାଙ୍ଗ ନ ହେଉ ତେବେ ଏହି କଥାକୁ ଧ୍ୟାନ ରଖନ୍ତୁ ।
୧) ସବୁଠାରୁ ପ୍ରଥମେ ଏହି କଥାକୁ ଧ୍ୟାନ ଦିଅନ୍ତୁ କି ମେଡିକାଲ୍ ସାଇନ୍ସର କହିବା କଥା କି ଛୁଆଙ୍କ ଶାରରୀକ ରୁପରେ ଅକ୍ଷମ ହେବାର ପଛରେ ବହୁତ କାରଣ ରହିଥାଏ , ଯେଉଁଥିରେ ଜେନେଟିକ୍ ସମସ୍ୟା, ସରଂଚନାତ୍ମକ ବର୍ଥ ଡିଫେକ୍ଟ ଓ କାର୍ଯ୍ୟାତ୍ମକ ବର୍ଥ ଡିଫେକ୍ଟ ହୋଇପାରେ ।
୨) ଅନ୍ୟ ପଟେ ଏହା କି ସଂରଚନାତ୍ମକ ବର୍ଥ ଡିଫେକ୍ଟ ଦ୍ୱାରା ଶରୀରର ଅଙ୍ଗଗୁଡିକ ଖରାପ ହୋଇଯାଏ , ଏତିକି ନୁହେଁ ହୃଦୟ ସହ ଯୋଡି ହୋଇଥିବା ମିସିଙ୍ଗ୍ ବାଲ୍ବସ, ନ୍ୟୁରଲ୍ ଟ୍ୟୁବ୍ ଡିଫେକ୍ଟ, ସ୍ପାଇନା ବିଫିଡା , କ୍ଲେଫ୍ଟ ଲିପ୍ ଓ ପ୍ଲେଟ୍ ଆଦି ହୋଇପାରେ ।
୩) ଏହା ଛଡା କହିଦେବୁ କି କାର୍ଯ୍ୟାତ୍ମକ ବର୍ଥ ଡିଫେକ୍ଟ ର ପ୍ରଭାବରୁ ବହୁତ ଛୁଆଙ୍କ ଶରୀରରେ ଅଙ୍ଗ ଉପରେ ପଡିଥାଏ , ଏହାର କାରଣରୁ ଡେଭେଲପମେଣ୍ଟ୍ ଅସମାନ୍ୟତା ହୋଇଯାଏ , ନର୍ଭସ୍ ସିଷ୍ଟମ୍ , ସେନସର୍ ଅସୁବିଧା ଡିଜେନରେଟିବ୍ ଅସମାନ୍ୟତା ଓ ମେଟାବୋଲିକ୍ ଡିସଅର୍ଡର ଆଦି ହୋଇପାରେ ।
୪) କହିଦେବୁ କି ଏହି ସବୁ ଜିନିଷରୁ ବଞ୍ଚିବାକୁ ହେଲେ ଫୋଲିକ୍ ଏସିଡ୍ ମାତ୍ରାକୁ ନିଜ ଭୋଜନରେ ସାମିଲ୍ କରନ୍ତୁ , କାରଣ ଏପରି କରିଲେ ଛୁଆଙ୍କ ମସ୍ତିଷ୍କ ଓ ନର୍ଭସ୍ ସିଷ୍ଟମ୍ ବିକଶିତ ହୋଇଥାଏ ।
୫) ଶୋଧରୁ ଜଣାପଡିଛି କି ଛୁଆଙ୍କ ମା ଗର୍ଭରେ ରହୁଥିବା ଏକ ମାସ ପରେ ତାଙ୍କର ଶରୀର ବିକଶିତ ହୋଇଯାଏ , ଏମିତିରେ ସଠିକ୍ ସମୟରେ ଧ୍ୟାନ ନଦେଲେ ନ୍ୟୁରଲ୍ ଟ୍ୟୁବ୍ ଡିଫେକ୍ଟ ହୋଇପାରେ ,
୬) ସୁଚନା ମୁତାବିକ ମା ଗର୍ଭରେ ଯେବେ ଛୁଆ ଥାଏ ତେବେ ଶାରରୀକ ରୁପରେ ହୃଷ୍ଟ ପୃଷ୍ଟ ହେବାପାଇଁ ତାର ଇମ୍ୟୁନିଟି ବଢାଇବା ଜରୁରୀ ହୋଇଥାଏ , ଏହା ପ୍ରେଗ୍ନେସି ସମୟରେ ବେକ୍ସିନେସନ୍ ଜରୁରୀ ହୋଇଥାଏ ।
୭) ଏହା ଛଡା ମନେ ରଖିବାକୁ ଅଛି କି ଗର୍ଭାବସ୍ଥା ସମୟରେ ମହିଳା ମାନେ କୋଲ୍ଡ ଡ୍ରିଙ୍କ୍ସ ଓ ଫାଷ୍ଟ ଫୁଡ୍ ସେବନ କରିବେ ନାହିଁ , କାରଣ ଏଥିରେ ପ୍ରିସବେଟିବ୍ ମାତ୍ରା ଅଧିକା ହୋଇଥାଏ , ଯାହା ଛୁଆର ବିକାଶକୁ ପ୍ରଭାବିତ କରିଥାଏ ।
୮) ଏହା ଛଡା ଆପଣଙ୍କୁ କହିଦେବୁ କି ପ୍ରେଗ୍ନେଟ୍ ମହିଳାଙ୍କୁ ଏହି ସମୟରେ ଛୁଆଙ୍କ ହାଡକୁ ବିକାଶିତ କରିବାକୁ ହେଲେ କ୍ୟାଲସିୟମ୍ ମାତ୍ରା ନେବାକୁ ହେବ , ଏଥିପାଇଁ ଭୋଜନରେ ଏମିତି ଜିନିଷ ସାମିଲ୍ କରନ୍ତୁ ,