October 1, 2024

Odia Express

Here, There and Everywhere

ରୋଷେଇ ଘରେ ଏହି ପରି ରଖନ୍ତୁ ତାୱାକୁ ,ବଦଳିଯିବ ଆପଣଙ୍କ ଭାଗ୍ୟ , ଧନର କେବେ ହେବ ନାହିଁ ଅଭାବ , ବଢିବ ଅପାର ଧନ ବୈଭବ..

ସବୁ ଘରେ ତାୱା ବ୍ୟବହାର ନିହାତି ହୋଇଥାଏ , ଏହାକୁ ଆମେ ରୋଷେଇ ଘରେ ରୁଟି ସେକିବା ଭାବେ ବ୍ୟବହାର କରିଥାଉ , ଓ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରିଥାଊ, ଯାହା ଦ୍ୱାରା ଲୋକେ ଏହାର ସୁସ୍ୱାଦୁ ବ୍ୟଞ୍ଜନର ମଜା ଉଠାଈପାରନ୍ତି , ଯଦି ଆପଣଙ୍କ ଘରେ ତାୱାକୁ ଭଲ ଭାବେ ରଖନ୍ତି ତେବେ ଜୀବନରେ ଧନ ଧାନ୍ୟର କୌଣସି ଅସୁବିଧା ଦେଖାଯାଈନଥାଏ , ଓ ରାହୁର ପ୍ରଭାବ ବହୁତ କମିଯାଏ , ଆପଣ ରୋଟି ବନାଇବାପାଇଁ ରୋଷେଇ ଘରକୁ ଗଲେ ତ୍ୱାୱାକୁ ସଫା କରିବାପରେ ହିଁ ସେଥିରେ ରୁଟି ବନାନ୍ତୁ , ଓ ବହୁତ ଲୋକେ ଅଛନ୍ତି ତାୱାକୁ ନ ଧୋଇ ରୁଟି ପ୍ରସ୍ତୁତ କରନ୍ତି , କିନ୍ତୁ ଏହା ଭୁଲ୍ , ଯଦି ମଇଳା ତାୱାରେ ରୁଟି ତିଆରି ହୁଏ ତେବେ ଏହା ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡେ , ସେଥିପାଇଁ ସବୁବେଳେ ସ୍ୱଚ୍ଚ୍ୟ ତାୱାରେ ଖାଆନ୍ତୁ ।

 

ସକାଳୁ ରୋଷେଇ ଘରେ ଖାଦ୍ୟ ତିଆରି ପୂର୍ବରୁ ୱାତାକୁ ସଫା କରନ୍ତୁ , ସେ ସଫା ଥାଉ କି ନଥାଉ , ଯଦି ସକାଳୁ ଖାଦ୍ୟ ବନାଉଥିବା ବେଲେ ତାୱାକୁ ଧୋଅନ୍ତି ନାହିଁ ତେବେ ଏହାର ପ୍ରଭାବ ରାହୁ ରାଶି ଉପରେ ପଡେ ,ଯାହାକି ବହୁତ ଖରାପ ।

ସବୁବେଳେ ମନେ ରଖନ୍ତୁ ତାୱାକୁ ସବୁବେଳେ ନିଜର ଶୋଇବା ପୂର୍ବରୁ ସଫା କରି ଧୋଇଯାଆନ୍ତୁ , କାରଣ ଏହା ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ , ଓ ଘରେ କେବେ କଳହ ଆଣିବାକୁ ଦିଏ ନାହିଁ ।

 

ସକାଳୁ ତ୍ୱାୱା ସଫା କରିବାପରେ ସବୁଠାରୁ ପ୍ରଥମେ ତାୱାକୁ ଟିକିଏ ଗର୍ମ କରି ଟିକିଏ ଲୁଣ ପକାଇଦିଅନ୍ତୁ , ତାପରେ ସେହି ଲୁଣକୁ ଟିକିଏ ସେକିଦିଅନ୍ତୁ , ଓ ଏହାପରେ କପଡା ସାହାଯ୍ୟରେ ସଫା କରିଦିଅନ୍ତୁ , ଓ ଏହାପରେ ରୁଟି ତିଆରି କରିଖାଆନ୍ତୁ , ଓ ସେହି ତାୱାର ପ୍ରଥମ ରୁଟି କେଉଁ ପଶୁକୁ ଖୁଆଇଦିଅନ୍ତୁ , ଓ ଏହି କଥାକୁ ଧ୍ୟାନ ରଖନ୍ତୁ କି କେବଳ ଲୁଣ ହିଁ ଦେବେ , ଏହି ପ୍ରକିୟା କରିବାପରେ ଆପଣଙ୍କ ଘରୁ ନକରାତ୍ମକ ଉର୍ଜା ଶେଷ ହୋଇଯିବ , ଓ ଘରେ ଶାନ୍ତିର ବାତାବରଣ ଆସିବ ।

 

ଏହି କଥାକୁ ମନେ ରଖନ୍ତୁ କି ଯଦି ଆପଣ ତାୱାକୁ ବ୍ୟବହାର କରୁନାହାନ୍ତି ତେବେ ତାକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି କାହାର ନଜର ପଡୁନଥିବ, ଓ ଏହାକୁ କେବେ ବି ଓଲଟାଇ ରଖନ୍ତୁ ନାହିଁ , ଏହାକୁ ଓଲଟାଇ ରଖିଲେ ପରିବାର ମଧ୍ୟରେ ଲଢେଇ କଳହ ଲାଗିରୁହେ ।

 

ବହୁତ ଲୋକେ ଗରମ ତ୍ୱାୱା ଧୋଇବାପାଇଁ ରଖିଦିଅନ୍ତି , ଓ ତାକୁ ଥଣ୍ତା କରିବାକୁ ଯାଇ ପାଣିଦିଅନ୍ତି , ଏହା ଭୁଲ୍ ଅଟେ , କହିଦେବୁ କି ଗର୍ମ ତାୱାରେ ପାଣି ପକାଇଲେ ଯେଉଁ ଆବାଜ୍ ଆସେ ତାହା ଶୁଭ ହୋଇନଥାଏ , ଏହା ଜୀବନରେ ନାନାଦି ଅସୁବିଧା ମାନ ଆସିଥାଏ ।

ଆପଣଙ୍କ ତ୍ୱାୱା ଯେତେ ସଫା ଆପଣଙ୍କ ଭାଗ୍ୟ ସେତେ ଉଜ୍ଜଳ , ଏଥିପାଇଁ କୁହାଯାଏ କି ତାୱାକୁ ସବୁବେଳେ ସଫା ରଖନ୍ତୁ , ଓ ତାୱାକୁ ସଫା କରୁଥିବା ସମୟରେ ଲେମ୍ବୁର ବ୍ୟବହାର କରନ୍ତୁ , ଏହାକୁ ସଫା କରିବା ସମୟରେ ଅନ୍ୟ କିଛି ବ୍ୟବହାର କରନ୍ତୁ ନାହିଂମ୍ , ଏହା ଦ୍ୱାରା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ ।

Leave a Reply

Your email address will not be published. Required fields are marked *