October 17, 2024

Odia Express

Here, There and Everywhere

JIO ଗ୍ରାହକଙ୍କୁ ଦେଲା ବଢିଆ ଉପହାର, ଲଞ୍ଚ କଲା 119 ଟଙ୍କାର ସବୁଠାରୁ ଶସ୍ତା ପ୍ଲାନ୍, ଜାଣନ୍ତୁ କଣ କଣ ମିଳିବ ଏଥିରେ

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସବୁ ସିମ୍ କମ୍ପାନୀ ମୋବାଇଲ୍ ରିଚାର୍ଜରେ ବୃଦ୍ଧି କରାଈଛନ୍ତି, ଏମିତିରେ ରିଲାୟନ୍ସ ଜିଓ କିପରି ପଛଘୁଞ୍ଚା ଦେଇଥାନ୍ତା ସେ ବି ନିଜ ପ୍ଲାନର ରିଚାର୍ଜରେ ବୃଦ୍ଧି କରିଛି, କିନ୍ତୁ ଜିଓ ଚୁପ୍ ଚାପ୍ ନିଜ ୧୧୯ ଟଙ୍କା ବାଲା ପ୍ଲାନ୍ ରିଚାର୍ଜ ଅପଡେଟ୍ କରିଛି, ଯାହା ବିଷୟରେ ଆପଣଙ୍କୁ ବୋଧେ ଜଣାଥିବ, ଏହି ଜିଓ ପ୍ରିପେଡ୍ ପ୍ଲାନ୍ ଥିଲା ଏହାକୁ ଅପଡେଟ୍ ପରେ ୩୦୦ ଏସଏମ୍ ଏସ୍ ସୁବିଧା ମିଳିବ, ଓ ପ୍ଲାନର ବୈଧତା ୧୪ ଦିନ ପାଈଁ ରହିବ, ଏହି ପ୍ଲାନରେ ଆପଣଙ୍କୁ ଦେଢ ଜିବି(୧,୫ ଜିବି) ଡାଟା ପ୍ରତିଦିନ ମିଳିବ ।

କହିଦେବୁ କି ୧,୫ ଜିବି ସୁପର ଡାଟାର ସହ ଆପଣଙ୍କୁ ଏହି ପ୍ଲାନରେ ଅନଲିମିଟେଡ୍ କଲିଙ୍ଗ୍ ସୁବିଧା ମିଳିବ, ଯଦି ଦେଖାଯାଏ ତେବେ ୧,୫ ଜିବି ଡାଟା ଓ ଅନଲିମିଟେଡ୍ କଲିଙ୍ଗ୍ ସହ ଦିଆଯାଉଥିବା ଏହି ରିଚାର୍ଜ ପ୍ଲାନ୍ ଜିଓର ସବୁଠାରୁ ଶସ୍ତା ପ୍ଲାନ୍ ହେବ, ଏହା ପୁର୍ବରୁ ଏହି ରିଚାର୍ଜ ପ୍ଲାନ୍ ୯୮ ଟଙ୍କାର ଥିଲା, ଓ ଏହି ରିଚାର୍ଜର ବୈଧତା ୨୮ ଦିନର ଥିଲା, କିନ୍ତୁ ବଢୁଥିବା ଦାମ୍ ସହ ପ୍ଲାନର ଦାମ୍ ବି ବଢିବାକୁ ଲାଗିଲା, ଏବେ ଏହି ପ୍ଲାନର ବୈଧତା ଆପଣଙ୍କୁ ୧୪ ଦିନ ପାଇଁ ରହିବ, ଓ ଏହାର ଦାମ୍ ୧୧୯ ଟଙ୍କା ହେବ, ଯାହାକି ଜିଓ ରିଚାର୍ଜ ଉପରେ ୨୦ ଟଙ୍କା ବଢାଇଦେଇଛନ୍ତି ।

ଜିଓର ଏହି ପ୍ଲାନରେ ଏବେ ପର୍ଯ୍ୟନ୍ତ ଆଧିକାରିକ ଘୋଷଣା ହୋଇନାହିଁ, କିନ୍ତୁ ୱେବ ଆକ୍ରାଇବ୍ ରେ ଏହି ପ୍ଲାନ୍ ବିଷୟରେ ସବୁସୁଚନା ଦେଇଛନ୍ତି, ଏହି ମାସର ଆରମ୍ଭରେ ଅନ୍ୟ କମ୍ପାନୀର୍ ସହ ଜିଓ ବି ନିଜ ପ୍ଲାନ୍ ମହଙ୍ଗା କରିଦେଇଛନ୍ତି, ଏହାର ପରେ ଜିଓ ସବୁ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ବୃଦ୍ଧି କରିଦେଇଛି, ସୁଚନାପାଇଁ କହିଦେବୁ କି ଜଲଦି ହିଁ ଜିଓ ଭାରତରେ ୫ ଜି ଲଞ୍ଚ କରିବାର ପ୍ରସ୍ତୁତି କରୁଛି, ଅମ୍ବାନୀ ୫ ଜି ରୋଲ୍ ଆଉଟ୍ ଦେଶରେ ପ୍ରଥମ ପ୍ରାଥମିକତା କହିଛନ୍ତି

ଏମିତିରେ ଅନ୍ଦାଜା ଲଗାଯାଉଛି କି ଜଲଦି ହିଁ ଜିଓ ୫ ଜି ଭାରତରେ ଲଞ୍ଚ କରିବାର ପ୍ରସ୍ତୁତିରେ ଲାଗିଛି, ୫ ଜି ବିଷୟରେ କଥା ହେଲାବେଲେ ମୁକେଶ ଅମ୍ବାନୀ କହିଥିଲେ କି ଆମେ ୧୦୦ ପ୍ରତିଶତ ଦେଶୀ ଓ ବ୍ୟାପକ ୫ ଜି ସାଲ୍ୟୁସନ୍ ନିର୍ମାଣ କରିଛୁ, ଯାହା ପୁରା ଭାବେ ଭାରତୀୟ ଅଟେ, ଆମର ଭାଗ୍ୟରୁ ଜଲଦି ଜିଓକୁ ୪ଜିରୁ ୫ଜିକୁ କନଭର୍ଟ କରିଦିଆଯିବ, ଜଲଦି ମୁକେଶ ଅମ୍ବାନୀ ଇଣ୍ତିଆରେ ୫ ଜି ସୁବିଧା ନେଇକରି ଆସିବେ ।ସୁଚନାପାଇଁ କହିଦେବୁ କି ମୁକେଶ ଅମ୍ବାନୀ ଭାରତର ସବୁଠାରୁ ବଡ ଉଦ୍ୟୋଗପତି ଅଟନ୍ତି, ଓ ସାଥିରେ ମୁକେଶ ଅମ୍ବାନୀ ରିଲାୟନ୍ସ ଇଣ୍ତଷ୍ଟ୍ରିର ଅଧ୍ୟକ୍ଷ୍ୟ ବି ଅଟନ୍ତି ।

ମୁକେଶ ଅମ୍ବାନୀ ଭାରତର ଏମିତି ବ୍ୟକ୍ତିତ୍ୱ ଅଟନ୍ତି, ଯିଏକି ଭାରତ ନୁହେଁ ବରଂ ବିଦେଶରେ ବି ଲୋକ୍ଗ ଭଲ ଭାବରେ ଜଣନ୍ତି, ମୁକେଶ ଅମ୍ବାନୀଙ୍କ ନାଁ ଭାରତର ସବୁଠାରୁ ଧନୀ ଉଦ୍ୟୋଗପତିରୁ ଗୋଟେ ଅଟେ, ଏତିକି ନୁହେଁ ମୁକେଶ ଅମ୍ବାନୀ ପୁରା ଦୁନିଆଁର ଧନୀକ ଲୋକଙ୍କ ମଧ୍ୟରେ ୧୧ତମ ସ୍ଥାନରେ ଆସନ୍ତି, ତାଙ୍କ ପାଖରେ ଆରବ ଟଙ୍କାର ସଂମ୍ପତ୍ତି ଅଛି, ଓ ଭାରତରେ ତାଙ୍କ ନାଁରେ ବହୁତ ବଡ ବଡ କମ୍ପାନୀ ଚାଳୁଛି, ମୁକେଶ ଅମ୍ବାନୀ କହିଥିଲେ କି ଭାରତରେ ସବୁ ଉଦ୍ୟୋଗରେ ଦେଖାଯାଇପାରିବ ।

Leave a Reply

Your email address will not be published. Required fields are marked *