February 5, 2025

Odia Express

Here, There and Everywhere

Chanakya Niti : ପଇସା ଆସିଲେ ତେବେ ନ କରନ୍ତୁ ଏହି ଭୁଲ୍ ଗୁଡିକ, କାରଣ ଏହି ଜିନିଷ ଧନୀ ବ୍ୟକ୍ତିକୁ ବି ବନାଇଦେଇପାରେ କଙ୍ଗାଳ

1 min read

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସବୁ ମଣିଷ ଧନୀ ହେବା ପାଇଁ ଦିନ ରାତି ସ୍ୱପ୍ନ ଦେଖିଥାଏ, ଲୋକେ ଧନୀ ହେବାପାଇଁ ଦିନ ରାତି କଡା ପରିଶ୍ରମ ବି କରିଥାନ୍ତି , କିନ୍ତୁ ସବୁ ପରିଶ୍ରମ କରିବା ପରେ ବି ନିଜ ପରିଶ୍ରମ ବଳରେ ଧନୀ ହେବାର ସ୍ୱପ୍ନ ରହିଯାଇଥାଏ ଏମିତି କୁହାଯାଏ କି ଲୋକ ନିଜ କଡା ପରିଶ୍ରମ, ବୁଦ୍ଧିମତା, ଓ ଟ୍ୟାଲେଣ୍ଟ ଓ ଭାଗ୍ୟର ଦମରେ ଧନ ବାନ ହୋଇଯାଆନ୍ତି, କିନ୍ତୁ ଦେଖୁ ଦେଖୁ ବି କଙ୍ଗାଳ ହୋଇଯାଆନ୍ତି। ଏହା ଏଥିପାଇଁ ଆମେ କହୁଛୁ କି କାରଣ କିଛି ଲୋକଙ୍କର ଅଭ୍ୟାସ ଥାଏ କି ଯାହାର କାରଣରୁ ସେ ବର୍ବାଦ ହୋଇଯାଆନ୍ତି। ମହାନ୍ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଧନବାନ ହେବାର କିଛି ଏମିତି ଜିନିଷ ବିଷୟରେ କହିଛନ୍ତି, ଯାହାଠାରୁ ଦୁରେଇ ରହିବାକୁ ହେବ, ଯାହା ବ୍ୟକ୍ତିକୁ କଙ୍ଗାଳ କରିଦେଇଥାଏ ।

ଆପଣଙ୍କୁ କହିଦେବୁ କି ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟରେ ଏକ ମହାନ୍ ବିଦ୍ୱାନ ଥିଲେ, ଓ ତାଙ୍କ ଦ୍ୱାରା କୁହାଯାଇଥିବା ନିତିଗୁଡିକ ଏବେକାର ସମୟରେ ବହୁତ କାମକୁ ଆସିଥାଏ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ନିତିଗୁଡିକ ଯିଏ ଯଦି ଆପଣାଇ ନିଅନ୍ତି ତେବେ ନିଜ ଜୀବନରେ ସଫଳତା ପାଇପାରନ୍ତି, ନିତିଶାସ୍ତ୍ରରେ ଏମିତି ବହୁତ କଥାର୍ ଉଲ୍ଲେଖ୍ କରାଯାଇଛି, ଯାହା ମନୁଷ୍ୟ ଜୀବନ ପାଇଁ ବହୁତ ଆବଶ୍ୟକ ଅଟେ, ଏହି ନିତିଗୁଡିକ ମନୁଷ୍ୟ ଜୀବନ ବଞ୍ଚିବାର ରାସ୍ତା ଦେଖାଥାଏ, ଯେଉଁ ବ୍ୟକ୍ତି ଏହା ଉପରେ ଧ୍ୟାନ ରଖନ୍ତି, ସେମିତି ନିଜ ଜୀବନରେ କେବେ ଚିନ୍ତା ଭୋଗ କରେ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ନିଜ ନିତିଶାସ୍ତ୍ରରେ କିଛି ଏମିତି ଜିନିଷ ଠାରୁ ଦୁରେଇ ରହିବାକୁ କହିଛନ୍ତି ଯାହା ବ୍ୟକ୍ତିକୁ କାଙ୍ଗାଳ କରିଦେଇଥାଏ, ଏହି ଜିନିଷର୍ କାରଣରୁ ମା ଲକ୍ଷ୍ମୀ ସେହି ବ୍ୟକ୍ତି ଠାରୁ ନାରାଜ୍ ହୋଇଯାଆନ୍ତି, ଯଦି ଆପଣ ନିଜ ଉପରେ ମା ଲକ୍ଷ୍ମୀଙ୍କର ସଦୈବ କୃପା ବନାଇବାକୁ ଚାହୁଁଛନ୍ତି ତେବେ ଏହି କଥାଗୁଡିକ ଧ୍ୟାନ ରଖନ୍ତୁ, ଓ କିଛି ଜିନିଷରୁ ଦୁରେଇ ରହିବା ଉଚିତ୍ ।

୧) ଅହଂକାର – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି କେଉଁ ବ୍ୟକ୍ତିର ପାଖରେ ପଇସା ଆସିଯାଏ ତେବେ ତାର ମଧ୍ୟରେ ଅହଂକାର ଆସିଯାଏ ତେବେ ସେ ଭବିଷ୍ୟତରେ ବର୍ବାଦ ହୋଇଯାଏ, ଯେଉଁ ଲୋକ ଅହଂକାର ହୋଇଥାନ୍ତି, ସେହି ଲୋକଙ୍କୁ ଧନର୍ ଦେବୀ ମା ଲକ୍ଷ୍ମୀ ବିଲକୁଲ୍ ପସନ୍ଦ୍ କରନ୍ତି ନାହିଁ, ଓ ତାଙ୍କ ସାଥି ଛାଡିକରି ଚାଲିଯାଆନ୍ତି ।

୨)କଟୁ କଥା କହିବା – ଏମିତି କୁହାଯାଏ କି ଯେବେ ମଣିଷ ପାଖରେ ପଇସା ଆସିଯାଏ ତେବେ ତାହାର କହିବାର ଶୈଳୀ ଓ ବ୍ୟବହାର ପୁରା ବଦଳିଯାଏ, ଆଚାର୍ଯ୍ୟ ଚାଣକ୍ୟ ଏମିତି କହନ୍ତି କି  ଧନୀ ହେବାର ପରେ କଟୁ କଥା କହିବା ଆପଣଙ୍କୁ କଙ୍ଗାଳ କରିବାରେ ବେଶୀ ଡେରି ଲଗାଇନଥାଏ, ଯେଉଁ ସ୍ଥାନରେ କାହାକୁ ଅପମାନ କରାଯାଏ, ସେହି ସ୍ଥାନରେ ମା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ ।

୩) କ୍ରୋଧ- ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ମଣିଷର ପ୍ରଧାନ ଶତ୍ରୁ ତାର ନିଜ କ୍ରୋଧ ହୋଇଥାଏ, ରାଗିଲେ ଦିମାଗର୍ ନାଶ ହୋଇଥାଏ, ଏହା ସହ ଧନର ନାଶ ହୋଇଥାଏ, ଏଥିପାଇଁ ଧନୀ ହେବାପରେ ଧୈର୍ଯ୍ୟର ସହ କାମ ନେବା ଉଚିତ୍, ଯେଉଁ ବ୍ୟକ୍ତି ପଇସା ଆସିବାପରେ ଧୈର୍ଯ୍ୟର୍ ସହ କାମ କରନ୍ତି ନାହିଂ, ତାଙ୍କର ସବୁ ଧନ ସଂମ୍ପତ୍ତି କିଛି ହିଁ ସମୟ ପରେ ବର୍ବାଦ ହୋଇଯାଏ ।

୪) ଖରାପ ଅଭ୍ୟାସ – ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଖରାପ ଅଭ୍ୟାସ ଯେପରି ନିଶା, ଜୁଆ ଖେଳିବା, ଧନୀରୁ ଧନୀ ବ୍ୟକ୍ତିକୁ ଗରିବ କରିଦିଏ, ଏହି କାରଣରୁ ବ୍ୟକ୍ତି ନିଜ ହାତରୁ ନିଜ ଭାଗ୍ୟକୁ ବର୍ବାଦ କରିଦିଏ, ଯେବେ ଏହି କଥାରଅନୁଭବ ହୋଇଥାଏ ତେବେ ବହୁତ୍ ବିଳମ୍ବ ହୋଇଯାଏ, ଏହି ଖରାପ ଅଭ୍ୟାସରେ ପଡିକରି ବ୍ୟକ୍ତି ଦିନେ ପଇସା ପଇସା ପାଇଁ କାଙ୍ଗାଳ ହୋଇଯାଏ, ଏଥିପାଇଁ ଏହି ଅଭ୍ୟାସରୁ ଦୁରେଇ ରହିବା ଉଚିତ୍ ।

୫) ଅତିତ କୁ ଭୁଲନ୍ତୁ ନାହିଁ – ଆଚାର୍ଯ୍ୟ ଚାଣକ୍ୟ ଏକ ମହତ୍ତ୍ୱପୁର୍ଣ୍ଣ କଥା ବିଷୟରେ କହିଛନ୍ତି, ସେ ଏହା କି ବ୍ୟକ୍ତି ଯେତେ ବି ଧନୀ ହୋଇଯାଉ ସେ କିନ୍ତୁ ନିଜ ପୁରୁଣା ଅତିତକୁ ଭୁଲିବା ଉଚିତ୍ ନୁହେଁ, ସଂଘର୍ଷର ଦିନ ଭୁଲିବା, ଅସୁବିଧା ସମୟରେ କାମରେ ଆସିଥିବା ଲୋକ, ଆପଣଙ୍କ ପୁରୁଣା ଦିନକୁ ସର୍ବଦା ମନେ ରଖିବା ଉଚିତ୍, ଯେଉଁ ଲୋକ ଏମିତି କରନ୍ତି ନାହିଁ ତାଙ୍କୁ ଧନର ଦେବୀ ମା ଲକ୍ଷ୍ମୀ ନାରାଜ୍ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *