October 17, 2024

Odia Express

Here, There and Everywhere

Mutton ଖାଉଥିବା 99% ଲୋକ ଜାଣିନାହାନ୍ତି ଏହି ଜରୁରୀ କଥା, ସବୁ ପାର୍ଟର ହୋଇଥାଏ ଅଲଗା ଅଲଗା ଫାଇଦା

ଭାରତରେ ବହୁତ ସାରା ବ୍ୟଞ୍ଜନ ଅଛି, ଏତେ ବୋଧେ ଦୁନିଆଁର କେଉଁ ସେଫ୍ ପାଖରେ ନଥିବ, ଭାରତୀୟ ରୋଷେଇରେ ବହୁତ ଏମିତି ରେସିପି ଅଛି ଯାହା ବିଦେଶୀ ଜାଣିନଥିବେ, ଏଠାରେ ଅଲଗା ଅଲଗା ଧର୍ମ ଓ ଜାତିର ଲୋକ ରହନ୍ତି, ଓ ସମସ୍ତଙ୍କ ନିଜର ଏକ ଖାସ୍ ବ୍ୟଞ୍ଜନ ଅଛି, ସମସ୍ତେ ନିଜ ନିଜ ତରିକାରେ ଖାଇବାକୁ ତିଆରି କରନ୍ତି, ଓ ନିଜ ତରିକାରେ ମସଲା ପକାନ୍ତି, ଯେଉଁ ତାଙ୍କୁ ଧର୍ମ କିମ୍ବା ଜାତିରେ ବହୁତ ପ୍ରଚଳିତ ହୋଇଥାଏ, ଯେତେ ବ୍ୟଞ୍ଜନ ଶାକାହାରି ପାଇଁ ପ୍ରସ୍ତୁତ ହୁଏ ସେତିକି ବି ମାଂସାହାରୀ ପାଇଁ ପ୍ରସ୍ତୁତ ହୋଇଥାଏ, ଖାଲି ବନାଇବାର ତରିକା ଓ ସେହି ବ୍ୟଞ୍ଜନର ନାଁ ଅଲଗା ହୋଇଥାଏ, ନନଭେଜ୍ ଚିକେନ୍, ଅଣ୍ତା, ମଟନ୍ ଓ ବହୁତ ପ୍ରକାରର ମାଂସ ଖାଇବା ଲୋକେ ପସନ୍ଦ କରନ୍ତି । ବିଶେଷକରି ଲୋକେ ଛେଳିର ମାଂସ ଖାଇବାକୁ ଅଧିକା ପସନ୍ଦ କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏଥିରେ କେତେ ପ୍ରକାରର ଫାଇଦା ମିଳିଥାଏ, ମଟନ ଖାଇବା ଲୋକ ୯୦ ପ୍ରତିଶତ ଏହା ଜାଣନ୍ତି ନାହିଁ ।

୧) ଛେଳି ମାଂସ ଖାଇବା ବାଲାଙ୍କୁ ଜଣାଥିବ କି ଏଥିରେ ବହୁତ ଭେରାଇଟି ଆସିଥାଏ ଯେପରି ମଟନ୍ ବିରିଆନ୍, ମଟନ୍ କରି, କିମା ଓ ମଟନ୍ କୋରମା, ଛେଳିର ମାଂସ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, କିନ୍ତୁ ବହୁତ ଲୋକ ଅଛନ୍ତି ଏହାର ଲେଗ୍ ପିସ୍ କୁ ଖାଆନ୍ତି, ଯଦି ଆପଣ ଚିକେନ୍ ପରି ଏହାର ଲେଗ୍ ପିସ୍ ଖାଇବାକୁ ଲାଗିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବ ।

୨) ଛେଳି ମାଂସ ଖାଉଥିବା ଲୋକ ଜାଣନ୍ତି ନାହିଁ କି ସବୁଠାରୁ ଅଧିକା ଫାଈଦା ତାର ଗୋଡରେ ହୋଇଥାଏ, ଛେଳିର ଗୋଡ ଆପଣଙ୍କ ଶରୀରରେ କ୍ୟାଲସିୟମ୍ କମିକୁ ଦୁର କରେ, ଓ ଯାହା ଶାରରୀକ ଦୁର୍ବଳତା ବି କମ୍ ହୋଇଯାଏ ।

୩) ଛେଳିର ଗୋଡରେ ମିଳୁଥିବା ଭିଟାମିନ୍ ଓ ପ୍ରୋଟିନ୍ ସବୁ ପ୍ରକାରର କମି କୁ ପୁରଣ କରେ, ଏଥିରେ ମାଂସପେଶୀରେ ଶକ୍ତି ମିଳିଥାଏ ।

୪) ଥଣ୍ତାଦିନରେ ମଟନ୍ ଖାଇବା ଲୋକଙ୍କୁ ଗରମ ହୋଇଥାଏ, ଡାକ୍ତର ବି ଥଣ୍ତାଦିନରେ ମଟନ୍ ଖାଇବାକୁ କହନ୍ତି, ଓ ଗୋଡର ସୁପ୍ ପିଇବାକୁ କହନ୍ତି, ଏହା ନା କେବଳ ଶରୀରକୁ ଶକ୍ତି ଦିଏ, ବରଂ ଦିମାଗକୁ ବି ଶକ୍ତି ପ୍ରଦାନ କରିଥାଏ ।

୫) ଥଣ୍ତାରେ ଆପଣ ଗୋଟେ ଦିନ ଛାଡିକରି ଗୋଟେ ଦିନ ଏହାକୁ ଖାଇବେ ତେବେ ଅଧିକା ଭଲ ରହିବ ସବୁ ଦିନ ଖାଈଲେ ଆପଣଙ୍କୁ କ୍ଷତି ହୋଇପାରେ, ଯଦି ଆପଣ ଏହାକୁ ଲିମିଟ୍ ରେ ଖାଇବେ ତେବେ ଭଲ ରହିବ ନହେଲେ ଏହା ଓଲଟା କ୍ଷତି ପହଞ୍ଚାଇବ ।

Leave a Reply

Your email address will not be published. Required fields are marked *