February 5, 2025

Odia Express

Here, There and Everywhere

ମଜାଦାର୍ ଜୋକ୍ସ – ସ୍ୱାମୀ ଆଉ ଏକ ରୁମରୁ ସ୍ତ୍ରୀକୁ Whatsaap କଲା, ଯଦି ମୁନ୍ନା ଶୋଇଯାଇଛି ତେବେ ମୁଁ ଭିତରକୁ ଆସିଯିବି କି ? ସେପଟୁ ମେସେଜ୍ ଆସିଲା ଯାହା ଶୁଣିଲେ ସ୍ୱାମୀ ବେହୋସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ମୁଁ ଅନ୍ୟ କାହାକୁ ବାହା ହେଉଛି, ତୁମେ ମୋତେ ଭୁଲିଯାଅ, ପ୍ରେମୀ ତୋର ଆସିବାର୍ ଖୁସି ନା ତୋର ଯିବାର ଦୁଃଖ, ଜା ଭଉଣୀ ଯା, ଆଉଗୋଟେ ପଟାଇଦେବି ମୁଁ ।

୨) ସ୍ତ୍ରୀ ନିଜ ସ୍ୱାମୀକୁ ପଚାରିଲା ଆଚ୍ଛା କୁହ ତୁମେ ମୁର୍ଖ କି ମୁଁ ? ସ୍ୱାମୀ- ଶାନ୍ତ ମନରେ- ଚାହାକୁ ପିଇକରି କହିଲା- ପ୍ରିୟେ, ଏହି କଥା ତ ସମସ୍ତେ ଜାଣିଛନ୍ତି କି ତୁମେ ଅତ୍ୟନ୍ତ ତୀବ୍ର ବୁଦ୍ଧି ସ୍ୱାମିନୀ ଅଟ, ଏଥିପାଇଁ ଏହା କେବେ ହିଁ ହୋଇପାରିବ ନାହିଁ, ତୁମେ କେଉଁ ମୁର୍ଖ ଲୋକକୁ ବିବାହ କର ।

୩) ଝିଅ- ବାବା, ବାବା ମୋର ମୋବାଇଲ୍ ରେ ବ୍ୟାଲାନ୍ସ ନାହିଁ କଣ କରିବି ? ନିର୍ମଳ ବାବା- ବୟଫ୍ରେଣ୍ତ ଅଛି କି ନାହିଁ ? ଝିଅ- ନା, ନିର୍ମଳବାବା- ଖାଲି ଏଥିପାଇଁ କୃପା ଅଟକି ରହିଛି, ବୟଫ୍ରେଣ୍ତ ହେଲା ନିଅ କୃପା ଆରମ୍ଭ ହୋଇଯିବ ।

୪) ବାପା ଦେଖିଲେ କି ପୁଅ ଜିନ୍ସ ବଟନ ଲଗାଉଥିଲା, ବାପା- ପୁଅ, ଆମେ ତୋର ବାହାଘର କରାଇଲୁ ବୋହୁ ଘରକୁ ଆସିଗଲା, ତୁମେ ନିଜ ଜିନ୍ସ ଉପରେ ନିଜେ ବଟନ୍ ଲଗାଉଛୁ, ପୁଅ- ବାପା, ଆପଣ ଭୁଲ୍ ବୁଝୁଛନ୍ତି, ଏହି ଜିନ୍ସ ତାହାର ଅଟେ, ବାପା ବେହୋସ୍ ।

୫) ସାନ୍ତା ବାନ୍ତାର ଘରକୁ ଆସିଲା, ସେମିତି ବାନ୍ତାର ସ୍ତ୍ରୀକୁ ଦେଖିକରି କହିଲା- ସାନ୍ତା- ତୋର ଓ ଭାଉଜଙ୍କ ଯୋଡି ତ ରାମ ସୀତାଙ୍କ ଯୋଡି ଅଟେ, ବାନ୍ତା- କେଉଁଠି ସାଙ୍ଗ- ନା ତ ଏହି ପୃଥିବୀରେ ମିଶିଥାନ୍ତେ, ଓ ନା ହିଁ କେହି ରାବଣ ନେଇଯାଇଥାନ୍ତା ।

୬) ସର୍ଦାର ନିଜ ସ୍ତ୍ରୀର ସହ କଫି ହାଉସ୍ ରେ, ସର୍ଦାର୍- ଜଲଦି ଜଲଦି ପିଇଦିଅ, କଫି ଥଣ୍ତା ହୋଈଯିବ, ସ୍ତ୍ରୀ –ତାପରେ କଣ ହେବ ,ସର୍ଦାର୍- ମୁର୍ଖ, ମେନୁ କାର୍ଡ ଦେଖ୍, ହଟ୍ କଫି, ୧୫ ଟଙ୍କା କୋଲଡ୍ କଫି -୪୫ ଟଙ୍କା ।

୭) ୟୁଏସଏ ର ଏକ ଇମାରତରେ ନିଆଁ ଲାଗିଗଲା, ପପୁ ଫାୟାର୍ ବ୍ରିଗେଡ୍ କୁ- ଲୋକଙ୍କୁ ଜଣେ ଜଣେ କରି ତଳକୁ ପକାଅ, ମୁଁ କ୍ୟାଚ୍ କରିନେବି, ପ୍ରଥମେ ଏକ ଯୁବକ ପଡିଲା ତାପରେ ଏକ ଝିଅ, ତାପରେ ଏକ ବ୍ୟକ୍ତି, ତାପରେ ଏକ ମହିଳା, ପପୁ ସମସ୍ତଙ୍କୁ କ୍ୟାଚ୍ କରିଦେଲା, ତାପରେ ଏକ ନିଗ୍ରୋ ଲୋକ ଆସିଲା ତେବେ ପପୁ ତାକୁ ଛାଡିଦେଲା ଓ କହିଲା- ଆରେ ଶଳା, ଯିଏ ଜଳିଯାଇଛି ତାକୁ ପକାଅନାହିଁ ।

୮) ଗୋଟେ ଫ୍ଲାଇଟ୍ ରେ ଏକ ସୁନ୍ଦର ମହିଳା ସହ ବସିକରି ଜଣେ ବ୍ୟକ୍ତି ପଚାରିଲା- ଭଲ ପରଫ୍ୟୁମ୍ ତ କେଉଁ କମ୍ପାନୀର , ମୁଁ ନିଜ ସ୍ତ୍ରୀକୁ ଗିଫ୍ଟ କରିବାକୁ ଚାହୁଁଛି , ସେହି ମହିଳା କହିଲେ- ଛାଡନ୍ତୁ ଗିଫ୍ଟ କରନି, ନହେଲେ କେଉଁ ଗଧ ତାକୁ କଥା କହିବାକୁ ମଉକାମିଳିଯିବ ।

୯) ଶିକ୍ଷକ- ମୁଁ ତୁମକୁ ଭୁତକାଳ, ବର୍ତ୍ତମାନ କାଳ, ଓ ଭବିଷ୍ୟ କାଳ, ଉଦାହରଣ ଦେଉଛି, ଦ୍ୱିତୀୟ ଉଦାହରଣ ତୁମେ ଦେବ, ପପୁ- ମୁଁ ସୁନ୍ଦର ଥିଲି , ସୁନ୍ଦର୍ ଅଟେ, ଓ ସୁନ୍ଦର୍ ରହିବି, ଶିକ୍ଷକ- ମ୍ୟାଡାମ୍ ଆପଣଙ୍କ ଏହା ଭ୍ରମ ଥିଲା, ଓ ସବୁବେଳେ ଏହା ରହିବ , ଦେ ଚାପୁଡା, ଦେ ଚାପୁଡା

୧୦) ସ୍ୱାମୀ ନିଜ ସ୍ତ୍ରୀକୁ ଆଉ ଏକ ରୁମରେ ହ୍ୱାଟସ୍ ଆପ୍ କରିଲା, ସ୍ୱାମୀ- ଯଦି ମୁନ୍ନା ଶୋଇଯାଈଛି ତେବେ ମୁଁ ଭିତରକୁ ଆସିଯିବି କି ? ସେପଟେ ସ୍ତ୍ରୀର ମୋବାଇଲ୍ ରେ ମେସେଜ୍ ଆସିଲା, ମା ଶୋଇଯାଇଛନ୍ତି, ଓ ତାଙ୍କ ମୋବାଇଲ୍ ରେ ଗେମ୍ ଖେଳୁଛି ।

Leave a Reply

Your email address will not be published. Required fields are marked *