October 24, 2024

Odia Express

Here, There and Everywhere

କୋରିଓଗ୍ରାଫର୍ Remo Dsouza ଙ୍କ ସ୍ତ୍ରୀ କମାଇଲେ ନିଜ ଓଜନ, ଟ୍ରାନ୍ସଫରମେଶନ୍ ପରେ ଏବେ ବଲିଉଡ୍ ଅଭିନେତ୍ରୀଙ୍କୁ ଛାଡିଛନ୍ତି ପଛରେ

1 min read

ବଲିଉଡ୍ ର ଜଣାଶୁଣା କୋରିଓଗ୍ରାଫର୍ ରେମୋ ଡିସୁଜା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ସୋସିଆଲ୍ ମିଡିଆରେ ତାଙ୍କ ଡ୍ୟାନ୍ସ ଭିଡିଓ ବହୁତଥର ଦେଖିବାକୁ ମିଳିଯାଏ , ରେମୋ ଡ୍ୟାନ୍ସ ପ୍ଲସ୍ ଶୋରେ ଜର୍ଜ ଭାବେ କାର୍ଯ୍ୟ କରୁଛନ୍ତି, ସେମିତି ଅଧିକାଂଶ ଥର୍ ରେମୋ ନିଜ ସ୍ତ୍ରୀ ଲିଜେଲଙ୍କ ସହ ଭିଡିଓ ସେୟାର୍ କରନ୍ତି, ଫ୍ୟାନ୍ସଙ୍କୁ ଏହି ଦୁହେଁଙ୍କ ମଧ୍ୟରେ କେମେଷ୍ଟ୍ରି ପସନ୍ଦ କରୁଛନ୍ତି , ଏବେ ରେମୋ ଡିସୁଜା ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର୍ କରିଥିଲେ ଏହି ଫଟୋର ସହ ତାଙ୍କ ସ୍ତ୍ରୀ ଲିଜେଲ୍ ବି ନଜର୍ ଆସିଥିଲେ, ରେମୋ ନିଜ ସ୍ତ୍ରୀଙ୍କ ଦ୍ୱାରା କମାଯାଇଥିବା ଓଜନକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ସେ ନିଜର ଓ ନିଜ ସ୍ତ୍ରୀଙ୍କ ପୁରୁଣା ଏକ ଫଟୋକୁ ଯୋଡିକରି ସେୟାର୍ କରିଛନ୍ତି, ଯେଉଁଥିରେ ସହଜରେ ଦେଖାଯାଇପାରିବ କି ଲିଜେଲ୍ ପ୍ରକୃତରେ କଡା ପରିଶ୍ରମ କରିଥିବେ, ତାଙ୍କ ପୁରୁଣା ଫଟୋ ସହ ତାଙ୍କ ତୁଳନା କରି ଦେଖିଲେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଯିବ ।

ରେମୋ ଡିସୁଜା ଏହି ଫଟୋ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ସେୟାର୍ କରିଥିଲେ, ଯାହାସହ ସେ କ୍ୟାପସନ୍ ରେ ଲେଖିଥିଲେ କି ସେଠାରେ ପହଞ୍ଚିବାପାଇଁ କଡା ପରିଶ୍ରମ କରିବାକୁ ପଡିଥିଲା, କିନ୍ତୁ ସବୁଥାରୁ ବଡ ଲଢେଇ ନିଜ ସହ ହୋଇଥାଏ, ଓ ମୁଁ @Lizellerremodsouza ଙ୍କୁ ଲଢାଇକୁ ଲଢିକରି ଓ ଅସଂମ୍ଭବକୁ ହାସିଲ୍ କରିଥିବାର୍ ଦେଖିଛି, ମୁଁ ସବୁବେଳେ କହୁଥିଲି କି ଏହା ତୁମର ଦିମାଗ ଅଟେ,ତୁମକୁ ମଜବୁତ୍ ହେବାର ଅଛି, ଓ ଲିଜ୍ ୟୁ ଡିଡ୍, ତୁମ ଉପରେ ବହୁତ ଗର୍ବ ଅଛି, ତୁମେ ମୋତେ ଠାରୁ ଅଧିକା ମଜବୁତ୍ ଅଛ, ତୁମେ ମୋତେ ପ୍ରେରିତ କରୁଛ, ଲଭ୍ ୟୁ ଫ୍ୟାନ୍ସ ତାଙ୍କ ଜୋସ୍ ଦେଖିକରି ଚକିତ ଅଛନ୍ତି, ଓ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।

କହିଦେବୁ କି ରେମୋଙ୍କ ସ୍ତ୍ରୀ ଲିଜେଲ୍ ଙ୍କ ଓଜନ ୧୦୫ କେଜି ଥିଲା, ଲିଜେନ୍ ୨୦୧୮ରେ ନିଜ ଟ୍ରେନର୍ ପ୍ରଶାନ୍ତକୁ ଅଚାନକ କଲ୍ କଲେ, ଓ କହିଲେ ଯେବେ ପର୍ଯ୍ୟନ୍ତ ତୁମେ ମୋର ଓଜନ କମ୍ କରିଦେବନାହିଁ ତୁମକୁ ବେଷ୍ଟ ଟ୍ରେନର୍ ମାନିବି ନାହିଁ, ୨୦୧୯ ରେ ଲିଜେଲ୍ ଟ୍ରେନର୍ ପ୍ରଶାନ୍ତଙ୍କ ତାଙ୍କୁ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ୍ ରେ ରହିବାକୁ ଉପଦେଶ ଦେଲେ, ଲିଜେଲ୍ କହିଲେ କି ସେ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର୍ ସୁଟିଙ୍ଗ୍ ପାଇଁ ଲଣ୍ତନ ଯାଇଥିଲେ, ଓ ସେହି ସମୟରେ ନିଜ ଡାଇଟ୍ ରେ ଥିଲେ, ଲିଜେଲ୍ କହିଲେ କି ସେ ୧୫ ରୁ ୧୬ ଘଣ୍ଟା କିଛି ଖାଉନଥିଲେ, ଓ ଏମିତି କରିକି ସେ ୧୫ ରୁ ୨୦ କିଲୋ ଓଜନ କମ୍ କରିଦେଲେ ।

ଲିଜେଲ୍ କହିଲେ କି ଜୁନ୍ ରେ ସେ ଜିମ୍ ରେ ଯୋଗ ଦେଲେ, ଓ ଡାଇଟ୍ ପ୍ଲାନ୍ କୁ ଫଲୋ କରିଲେ, ଜୁନ୍ ପରେ ଲୋକେ ତାଙ୍କ ପରିବର୍ତ୍ତନ ଦେଖିଲେ , ଲିଜେଲ୍ କହିଲେ କି ଲକ୍ ଡାଉନ୍ ସମୟରେ ଜିମ୍,ଡାଇଟ୍, ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ୍ ଓ ରେମୋଙ୍କ ସହ ସଂନ୍ଧ୍ୟାରେ ବିଲଡିଙ୍ଗ୍ କମ୍ପାଉଣ୍ତରେ ୱାକ୍ ରେ ଯାଉଥିଲେ, ଆପଣ ତିନି ମାସ ଡାଇଟ୍ କରିବାପରେ ତାକୁ ଛାଡିପାରିବେ ନାହିଁ, ଓ ମୋତେ ଲାଗିଲା କି କିଟୋ ବେଷ୍ଟ ଅଛି, ଏଥିରେ ଅଧିକା ଫ୍ୟାଟ୍ ଅଛି, କିନ୍ତୁ ମୁଁ ଗ୍ରୀନ୍ ୟୋଗାର୍ଟ ଓ ଏବୋକେଡୋ ନେଲି, ଓ ୮ ରୁ ୯ କିଲୋ ଓଜନ କମାଇଲି, ସବୁ ମିଶାଇକରି ୧୦୫ ରୁ ୬୫ କିଲୋ ଓଜନ କରିନେଲି ।

କହିଦେବୁ କି ରେମୋ ଡିସୁଜା କୋରିଓଗ୍ରାଫି ସହ ବହୁତ୍ ଫିଲ୍ମକୁ ଡାଇରେକ୍ଟ କରିସାରିଛନ୍ତି, ସେ ୧୯୯୫ ରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ୨୦୦୦ ରେ ସେ ଦିଲ୍ ପେ ମତ୍ ଲୋ ୟାର୍ ଫିଲ୍ମରେ କୋରିଓଗ୍ରାଫର୍ ରୁପରେ କାମ କରିଥିଲେ, ତାହା ସହ ସେ ଫ୍ଲାଇଙ୍ଗ୍ ଜାଠ୍, ରେସ୍ ୩ ଓ ଫାଲତୁ, ଏବିସିଡି, ଏବିସିଡି ୨, ଷ୍ଟ୍ରିଟ୍ ଡ୍ୟାନ୍ସର୍ ପରି ଫିଲ୍ମକୁ ନିର୍ଦ୍ଧେଶନା ଦେଇଛନ୍ତି, କହିଦେବୁ କି ସେ ଲୋକପ୍ରିୟ ଶୋ ଡ୍ୟାନ୍ସ ପ୍ଲସ୍ ରେ ଜର୍ଜ ରୁପେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *