October 18, 2024

Odia Express

Here, There and Everywhere

ଅଭିଷେକ ବଚ୍ଚନଙ୍କୁ କମେଣ୍ଟ କରି ଯେବେ ଜଣେ User କହିଲେ ତୁମର ସୁନ୍ଦର ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ଦେଖିକରି ହୋଇଥାଏ ଇର୍ଶା, ତେବେ ଅଭିଷେକ ଦେଇଥିଲେ ତାହାର କଡା ଜବାବ୍

ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସେମିତି ଅଭିନୟ ଦୁନିଆଁରେ ନିଜ ବାପା ଅମିତାଭ ବଚ୍ଚନଙ୍କ ପରି ସଫଳତା ହାସିଲ୍ କରିପାରିନାହାନ୍ତି କିନ୍ତୁ ଏହି କଥାରେ କୌଣସି ସନ୍ଦେହ ନାହିଁ କି ଅଭିଷେକ ବଚ୍ଚନ ଏକ ଭଲ କଳାକାର ହେବା ସହ ଏକ ଭଲ ମଣିଷ ଅଟନ୍ତି, ଓ ବଲିଉଡ୍ ଫିଲ୍ମ୍ ଇଣ୍ତଷ୍ଟ୍ରିରେ ଅଭିଷେକ ବଚ୍ଚନଙ୍କୁ ମୋଷ୍ଟ ଡିସେଣ୍ଟ ଅଭିନେତା ରୂପରେ ଜଣାଯାଏ । ସେମିତି ଅଭିଷେକ ବଚ୍ଚନ ବହୁତ ସୋସିଆଲ୍ ମିଡୀଆରେ ତାଙ୍କ ଅଭିନୟକୁ ନେଇକରି ଟ୍ରୋଲ୍ କରାଯାଈଛି, କିଛି ସମୟ ପୁର୍ବରୁ ଅଭିଷେକଙ୍କ ଫିଲ୍ମ ଦି ବିଗ୍ ବୁଲ୍ ରିଲିଜ୍ ହୋଇଥିଲା ଏହି ଫିଲ୍ମର ଯେବେ ଟ୍ରେଲର୍ ଲଞ୍ଚ ହୋଇଥିଲା

ସେହି ସମୟରେ ସୋସିଆଲ୍ ମିଡିଆରେ ଏକ ୟୁଜର୍ ଅଭିଷେକ ବଚ୍ଚନଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇକରି କିଛି ପର୍ସନାଲ୍ କମେଣ୍ଟ କରିଥିଲେ, ଯାହାପରେ ଅଭିଷେକ ବଚ୍ଚନ ବି ଏହି କମେଣ୍ଟ ଉପରେ କଡା ଜବାବ୍ ଦେଇକରି ମୁହଁ ବନ୍ଦ କରିଦେଲେ । ଅଭିଷେକ ବଚ୍ଚନଙ୍କ ଫିଲ୍ମ ଦି ବିଗ୍ ବୁଲ୍ ର ଯେବେ ଟ୍ରେଲର୍ ଲଞ୍ଚ ହେଲା ତେବେ ସେହି ଟ୍ରେଲର୍ ଉପରେ ସୋସିଆଲ୍ ମିଡିଆରେ ଏକ ଟ୍ରୋଲର୍ କହିଲେ କି ତୁମେ କେଉଁ କାମ ପାଇଁ ଭଲ ନୁହଁ କେବଳ ତୁମର ଗୋଟିଏ ଜିନିଷ ଅଛି ଯାହା ମୋତେ ଇର୍ଶା ହୁଏ, ଓ ସେ ହେଲା କି ତୁମକୁ ଏତେ ସୁନ୍ଦର ସ୍ତ୍ରୀ ମିଳିଛି, ଯାହାଦ୍ୱାରା ମୋତେ ଇର୍ଶା ହେଉଛି

ସେମିତି ୟୁଜରଙ୍କ ଦ୍ୱାରା କରାଯାଇଥିବା ଏହି କମେଣ୍ଟ ଉପରେ ଅଭିଷେକ ବଚ୍ଚନ କେଉଁଠି ଚୁପ୍ ବସିଥାନ୍ତେ ଓ ସେ ସୋସିଆଲ୍ ମିଡିଆରେ ନିଜ ଅନ୍ଦାଜରେ ଜବାବ୍ ଦେଇକରି କହିଲେ କି କିନ୍ତୁ ମୁଁ ଏହା ଜାଣିବାକୁ ଇଚ୍ଛା କରୁଛି କି ଆପଣ କେଉଁ ବିଷୟରେ କଥା ହେଉଛନ୍ତି, କାରଣ ଆପଣ ତ ସମସ୍ତଙ୍କୁ ଟ୍ୟାଗ୍ କରିଛନ୍ତି, ଓ ମୁଁ ଜାଣିଛି କି ଇଲିଆନା ଡିକ୍ରୁଜ୍ ଓ ନିକ୍କୀ ଏବେ ବିବାହ କରିନାହାନ୍ତି ତେବେ ରହିଲେ କିଏ ଅଜୟ କୁକି, ଓ ସୋହମ୍ ଓ ଏବେ ତ ଲାଗୁଛି କି ଡିଜନୀ ପ୍ଲସର ମ୍ୟାରେଟିଆଲ୍ ଷ୍ଟେଟସ୍ ଚେକ୍ କରିବାକୁ ପଡିବ ।

ଆପଣଙ୍କୁ କହିଦେବୁ କି ପ୍ରଥମଥର ଏମିତି ହୋଇନି ଅଭିଷେକ ବଚ୍ଚନ ସୋସିଆଲ୍ ମିଡିଆରେ ଏମିତି ଆଲୋଚନାରେ ସାମ୍ନା କରିଛନ୍ତି । ଓ ଏବେ କିଛି ମାସ ପୁର୍ବରୁ ସୋସିଆଲ୍ ମିଡିଆରେ ଜଣେ ୟୁଜର୍ ଲେଖିଲେ କି ଅଭିଷେକ୍ ବଚ୍ଚନ ଦେଖିବାକୁ ଏକ ଚାଷୀଙ୍କ ଫଟୋ ସେୟାର୍ କରିଥିଲେ ଓ ଅଭିଷେକ ବଚ୍ଚନ ହୋଇଥିବାର ଦାବି କରିଥିଲେ, ସୋସିଆଲ୍ ମିଡିଆରେ ଫଟୋର ସହ ୟୁଜର୍ କ୍ୟାପସନ୍ ରେ ଲେଖିଥିଲେ କି ଯଦି ଅଭିଷେକ ବଚ୍ଚନ ନ ହୋଇଥାନ୍ତେ । କହିଦେବୁ କି ଏହା ଛଡା ଅଭିଷେକ ବଚ୍ଚନଙ୍କୁ ସୋସିଆଲ୍ ମିଡିଆରେ ଆଉଥରେ ଜଣେ ୟୁଜର୍ ଟ୍ରୋଲ୍ କରି ଲେଖିଥିଲେ କି

ଆପଣଙ୍କୁ ଲାଗୁନି କି ଆପଣଙ୍କୁ ଫିଲ୍ମର କାମ କେବଳ ଅମିତାଭ ବଚ୍ଚନଙ୍କ ପୁଅ ହେବା ଯୋଗୁଁ ମିଳୁଛି, ସେମିତି ଆଉଜଣେ ୟୁଜର୍ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇକରି ଅଭିଷେକ କହିଲେ କି ହୋଇଥାନ୍ତା ହେଲେ ସେମିତି ହୋଇଥାନ୍ତା ତେବେ ଭାବନ୍ତୁ ମୋତେ କେତେ କାମ ମିଳିଥାନ୍ତା, ଅଭିଷେକ୍ ବଚ୍ଚନ ଯେବେ ନିଜ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ ତେବେ ଆରମ୍ଭର ୪ ବର୍ଷରୁ ଅଭିଷେକ ବଚ୍ଚନ ପ୍ରାୟ ୧୭ ଟି ଫିଲ୍ମ ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଥିଲ୍, ଏହି କାରଣରୁ ଅଭିଷେକ ବଚ୍ଚନ ବହୁତ ଥର୍ ତାଙ୍କ ଅଭିନୟ ପାଇଁ ଟ୍ରୋଲରଙ୍କ ଶିକାର ହୋଇଥାନ୍ତି ।

କହିଦେବୁ କି ଅଭିଷେକ ବଚ୍ଚନ ୨୦ ଅପ୍ରେଲ୍ ୨୦୦୭ ରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ୍ କରିଥିଲେ, ଏହି ବିବାହ ଏକ ଗ୍ରାଣ୍ତ ତରିକାରେ ସଂମ୍ପର୍ଣ୍ଣ ହୋଇଥିଲା, ୨୦୧୧ ରେ ଏହି ଦମ୍ପତିଙ୍କ ଏକ ଝିଅ ହୋଇଥିଲା, ଓ ତାଙ୍କ ଝିଅର୍ ନାଁ ଆରାଧ୍ୟା ବଚ୍ଚନ ଅଟେ, ଯିଏକି ମହଜୁଦା ସମୟରେ ବଲିଉଡ୍ ଇଣ୍ତଷ୍ଟ୍ରିର ପପୁଲାର୍ ଷ୍ଟାର୍ କିଡ୍ ହୋଇସାରିଛନ୍ତି, ସେମିତି ଅଭିଷେକ୍ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡି ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ପପୁଲାର୍ ଯୌଡି ଓ ରୋମାଣ୍ଟିକ୍ ଯୋଡି ଭାବେ ଜଣାଯାଏ ।

Leave a Reply

Your email address will not be published. Required fields are marked *