October 24, 2024

Odia Express

Here, There and Everywhere

Superstar ନାଗାର୍ଜୁନାଙ୍କ ଆୟର ମାମଲାରେ ଦିଅନ୍ତି ବଲିଉଡ୍ ଷ୍ଟାର୍ସଙ୍କୁ ଟକ୍କର, ହୋଇସାରିଛନ୍ତି ଏତେ କୋଟି ସଂମ୍ପତ୍ତିର ମାଲିକ

ସାଉଥ୍ ଇଣ୍ତଷ୍ଟ୍ରିରୁ ନେଇକରି ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି ପର୍ଯ୍ୟନ୍ତ୍ ନିଜ ଦମଦାର୍ ଅଭିନୟ ଦ୍ୱାରା ସମସ୍ତଙ୍କୁ ଦିୱାନା କରିଥିବା ଅକ୍କିନେନି ନାଗାର୍ଜୁନା ଆଜି କେଉଁ ପରିଚୟର ଆବଶ୍ୟକତା କରନ୍ତି ନାହିଁ, ମହଜୁଦା ସମୟରେ ଅଭିନେତା ଅକ୍କିନେନି ନାଗାର୍ଜୁନାଙ୍କ ନାଁ ଇଣ୍ତଷ୍ଟ୍ରିର ସବୁଠାରୁ ବଡ ସୁପରଷ୍ଟାର୍ ଲିଷ୍ଟରେ ସାମିଲ୍ ହୋଇସାରିଛନ୍ତି, ଓ ନାଗାର୍ଜୁନା ସାଉଥ୍ ଇଣ୍ତଷ୍ଟ୍ରିରେ ବହୁତ ପପୁଲାର ଓ ଲୋକପ୍ରିୟ ଅଭିନେତା ଅଟନ୍ତି, ଓ ଜଣେ ଭଲ ଅଭିନେତା ହେବା ସହ ନାଗାର୍ଜୁନା ଏକ ସଫଳ ପ୍ରଡୁସର୍ ବି ହୋଇସାରିଛନ୍ତି ।

ନାଗାର୍ଜୁନା ନିଜ ଅଭିନୟ କ୍ୟାରିୟରରୁ ଗୋଟେ ବଳି ଗୋଟେ ଆକ୍ସନ୍, ରୋମାଣ୍ଟିକ୍, ଓ କମେଡି ଫିଲ୍ମରେ କାମ କରିଛନ୍ତି, ଆଜି ନିଜ ଶାନଦାର୍ ଭୁମିକା ରୁ ଦୁନିଆଁ ସାରା ଲୋକଙ୍କୁ ଦିୱାନା ବନାଇଛନ୍ତି । ସାଉଥ୍ ଇଣ୍ତଷ୍ଟ୍ରିର ସହ ନାଗାର୍ଜୁନା ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରରେ ନିଜ ଟ୍ୟାଲେଣ୍ଟ ଦମରେ ଏକ ବଡ ସଫଳତା ହାସିଲ୍ କରିଥିଲେ, ଓ ହିନ୍ଦୀ ସିନେମା ଜଗତରେ ନିଜ ଅଲଗା ପରିଚୟ ବନାଇଥିଲେ

ଆଜି ଆମେ ନାଗାର୍ଜୁନାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ଆଲୋଚନା କରିବୁ । ଅକ୍କିନେନି ନାଗାର୍ଜୁନା ୨୯ ଅଗଷ୍ଟ ୧୯୫୯ କୁ ତାମିଲନାଡୁର ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ, ଓ ଏବେ ନାଗାର୍ଜୁନାଙ୍କ ବୟସ ୬୨ ବର୍ଷ ହୋଇସାରିଛି, ଓ ବୟସର ଏହି ସ୍ଥାନରେ ନାଗାର୍ଜୁନା ଦେଖିବାକୁ ବହୁତ ସ୍ମାର୍ଟ ଓ ୟଙ୍ଗ୍ ନଜର ଆସନ୍ତି, ଓ ସେମିତି ନାଗାର୍ଜୁନାଙ୍କ ନାଁ ଇଣ୍ତଷ୍ଟ୍ରିରେ ସବୁଠାରୁ ମହଙ୍ଗା କଳାକାରଙ୍କ ଲିଷ୍ଟରେ ସାମିଲ୍ ଅଛି

କଥା ହେବା ଅଭିନେତାଙ୍କ ଫିଲ୍ମ କ୍ୟାରିୟର ଉପରେ ତ ନାଗାର୍ଜୁନା ନିଜ ଅଭିନୟର ଆରମ୍ଭରୁ ଗୋଟେରୁ ବଳି ଗୋଟେ ସୁପରହିଟ୍ ଫିଲ୍ମରେ କାମ୍ କରିଛନ୍ତି, ସେଥିପାଇଁ ଲୋକ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । କହିଦେବୁ କି ନାଗାର୍ଜୁନା ନିଜ ଅଭିନୟର କ୍ୟାରିୟର ୧୯୬୭ ରୁ କରିଥିଲେ, ଏହାପରେ ସେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଥିଲେ, ବହୁତ ଲୋକପ୍ରିୟତା ହାସିଲ୍ କରିବାପରେ ୧୯୯୨ ରେ ଫିଲ୍ମ ଖୁଦା ଗବାହ୍ ରେ ବଲିଉଡ୍ ରେ ଡେବ୍ୟୁ କଲେ

ଏହି ଫିଲ୍ମରେ ନାଗାର୍ଜୁନାଙ୍କ ସହ ବଲିଉଡ୍ ର ସୁପରଷ୍ଟାର୍ ଅମିତାଭ ବଚ୍ଚନ ଓ ଶ୍ରୀଦେବୀ ନଜର ଆସିଥିଲେ । କହିଦେବୁ କି ସୁପରଷ୍ଟାର୍ ନାଗାର୍ଜୁନା ନିଜ ପିଲ୍ମର ସହ ଲକଜୁରୀ ଜୀବନଶୈଳୀରେ ବଞ୍ଚନ୍ତି, ସେ ବହୁତ ଚର୍ଚ୍ଚିତ୍ ରୁହନ୍ତି, ମିଡିଆ ରିପୋର୍ଟ ଅନୁସାରେ ନାଗାର୍ଜୁନାଙ୍କ ପାଖରେ ୮୦୦ କୋଟିର ସଂମ୍ପତି ଅହି, ଓ ଏବେ ବାର୍ଷିକ ଆୟ ୪୮ କୋଟି ଅଛି, ନାଗାର୍ଜୁନା ଅଭିନୟ ସହ ପ୍ରଡକ୍ସନ୍ କାମ ବି କରନ୍ତି, କହିଦେବୁ କି ହାଇଦ୍ରାବାଦରେ ଅନ୍ନପୁର୍ଣ୍ଣା ଇଣ୍ଟରନ୍ୟାଶାନାଲ୍ ସ୍କୁଲ ଅଫ୍ ଫିଲ୍ମ ଆଣ୍ତ୍ ମିଡିଆରେ ପ୍ରେସିଡେଣ୍ଟ ପଦରେ କାର୍ଯ୍ୟରତ ଅଛି ।

କହିଦେବୁ କି ନାଗାର୍ଜୁନାଙ୍କ ନାଁ ଫୋବର୍ସ ପତ୍ରିକାରେ ସାମିଲ୍ ହୋଇସାରିଛି, ସେମିତି ନିଜ ପରିବାର ସହ ଏକ ଭଲ ଆଲିଶାନ ଓ ସୁନ୍ଦର ବଙ୍ଗଳାରେ ରହନ୍ତି ଓ ନାଗାର୍ଜୁନାଙ୍କ ଏହି ବଙ୍ଗଳା ୪୮ କୋଟୀ ଟଙଙ୍କାରୁ ଅଧିକା ଅଟେ । ଆପଣଙ୍କୁ କହିଦେବୁ କି ନାଗାର୍ଜୁନା ଏକ ଫିଲ୍ମ କରିବାପାଇଁ କୋଟିଏ ଟଙ୍କା ଫିସ୍ ଚାର୍ଜ କରନ୍ତି, ଏହା ସହ ସେ ପ୍ରଫିଟ୍ ସେୟାର୍ ବି ନିଅନ୍ତି, ଓ ଫିଲ୍ମର ସହ ବିଜ୍ଞାପନରେ ନାଗାର୍ଜୁନା ଭଲ ଇନକମ୍ କରିନିଅନ୍ତି, ଓ ନାଗାର୍ଜୁନା ମାସକୁ ୪ କୋଟି ଓ ବାର୍ଷିକ ୪୮ କୋଟି ଟଙ୍କା କମାଇନିଅନ୍ତି । ନାଗାର୍ଜୁନାଙ୍କ  ଲକଜୁରୀ ଗାଡୀର ବହୁତ ସଉକ ଅଛି, ଏହି କାର୍ କଲେକ୍ସନରେ ଅଡୀ ଏ୭, ବିଏମଡବଲୁ ୭, ମର୍ସଡିଜ୍ ଏସ୍ କ୍ଲାସ୍ ପରି ମହଙ୍ଗା ଗାଡି ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *