October 18, 2024

Odia Express

Here, There and Everywhere

ଜାଣନ୍ତୁ କେତେ ଅଛି କମେଡିଆନ୍ Rajpal Yadav ଙ୍କ ସମୁଦାୟ ସଂମ୍ପତ୍ତି, ଜାଣିକରି ଆପଣ ବି ହୋଇଯିବେ ଚକିତ

ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ନିଜ ବଢିଆ ଅଭିନୟ ଦମରେ ଲୋକଙ୍କର ହୃଦୟକୁ ଜିତିପାରିଛନ୍ତି, ସେହି କଳାକାରଙ୍କ ମଧ୍ୟରୁ ଗୋଟେ ବଲିଉଡ୍ ରେ ହାସ୍ୟ ଅଭିନେତା ହିସାବରେ ଜଣାଯାଆନ୍ତି ରାଜପାଳ ଯାଦବ, ମହଜୁଦା ସମୟରେ ରାଜପାଳ ଯାଦବ କେଉଁ ପରିଚୟର ଆବଶ୍ୟକତା କରନ୍ତି ନାହିଁ, ଫିଲ୍ମ କ୍ୟାରିୟରରେ ବହୁତ ବର୍ଷରୁ କଠିନ ସଂଘର୍ଷ କରିବାପରେ ରାଜପାଳ ଯାଦବ ହାସ୍ୟ ଅଭିନେତାର ଛବି ବନାଇପାରିଥିଲେ । ଉତ୍ତର ପ୍ରଦେଶର ଶାହଜହାଁପୁର ଜିଲ୍ଲାର ଛୋଟ ସହର କୁନ୍ଦ୍ରାରେ ଜନ୍ମ ନେଇଥିବା ରାଜପାଳ ଯାଦବ ନିଜ ଜୀବନରେ ବହୁତ ସଂଘର୍ଷର ସାମ୍ନା କରିଥିଲେ, କିନ୍ତୁ ସେ ନିଜ ପରିଶ୍ରମ ଓ ଚେଷ୍ଟା ଦ୍ୱାରା ଆଜି ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇଦେଇଛନ୍ତି

ରାଜପାଳ ଯାଦବ ଏକ ଭଲ ଫ୍ୟାନ୍ ଫଲୋଇଙ୍ଗ୍ ଅଛି, ଥିଏଟର୍ ରୁ ନେଇକରି ବଲିଉଡ୍ ଫିଲ୍ମ ପର୍ଯ୍ୟନ୍ତ କିମ୍ବା ଟିଭିର ଛୋଟ ପର୍ଦାରେ, ରାଜପାଳ ଯାଦବ ପ୍ରାୟ ସବୁ ଫର୍ମାଟରେ ନିଜ ପରିଚୟ ବନାଇନେଇଛନ୍ତି । ବୋଧେ ଏହି କଥା ଆପଣଙ୍କୁ ଜଣାଥିବ କି ରାଜପାଳ ଯାଦବ ନିଜ କ୍ୟାରିୟରର ଆରମ୍ଭରେ ନକରାତ୍ମକ ଭୁମିକା ନିଭାଇଥିଲେ, ସେ ସେମିତି ଭୁମିକା ଭଲ ଭାବରେ ନିଭାଇଥିଲେ

ରାଜପାଳ ଯାଦବ ଅଭିନୟର ଗୁଣ ଛୁଆବେଳରୁ ଥିଲା, ଆରମ୍ଭରୁ ସେ ପାଠପଢିବାପରେ ସେ ଶାହଜହାଁପୁର ଆଡକୁ ଚାଲିଗଲେ, ଓ ସେ ଅଭିନୟ କରିବା ଆରମ୍ଭ କରିଦେଲେ, ନିଜ ସଉକକୁ ପୁରା କରିବାପାଇଁ ସେ ଦିଲ୍ଲୀ ନ୍ୟାଶାନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ପହଞ୍ଚିଗଲେ ।ରାଜପାଳ ଯାଦବ ହିନ୍ଦୀ ସିନେମାରେ ନିଜ ଶାନଦାର୍ କମେଡି ଦମରେ ଏକ ଅଲଗା ପରିଚୟ ବନାଇଛନ୍ତି, ନିଜ କମିକ୍ ଟାଇମିଙ୍ଗ୍ ଓ ନିଜ ଅଭିନୟରୁ ସେ ଲୋକଙ୍କର ହୃଦୟ ଜିତିବାର ସଫଳ ହୋଇଛନ୍ତି

ରାଜପାଳ ଯାଦବ ଦୁରଦର୍ଶନର ଟେଲିଭିଜନ ସିରିଆଲ୍ ମୁଙ୍ଗେରି ଭାଇ ନୋରଙ୍ଗିଲାଲ୍ ରେ କାମକରିଥିଲେ, ତାହାପରେ ସେ କମେଡି ଆଡକୁ ନିଜ ଧ୍ୟାନ ଦେଲେ, ରାଜପାଳ ଯାଦବ ହଙ୍ଗାମା, ରେସ୍ ,ଏଗେନେଷ୍ଟ ଟାଇମ୍, ଚୁପ୍ ଚୁପ୍ କେ, ଗରମ ମସଲା, ଫିର୍ ହେରାଫେରି, ଢୋଲ୍ ପରି ଫିଲ୍ମରେ ଅଭିନୟ କରିଥିଲେ, ସେ ନିଜ କମେଡିରୁ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଦେଉଥିଲେ ।

ରାଜପାଳ ଯାଦବ ନିଜ କ୍ୟାରିୟରର୍ ବହୁତ୍ ପ୍ରକାର ଭୁମିକା ନିଭାଇଛନ୍ତି, ଓ ସେ ହିନ୍ଦୀ ସିନେମାର ସବୁଠାରୁ ଧନୀ କମେଡିଆନ୍ ରୁ ଜଣାଯାଆନ୍ତି, ଏକ ରିପୋର୍ଟର ମୁତାବିକ ରାଜପାଳ ଯାଦବଙ୍କ ସମୁଦାୟ ସଂମ୍ପତ୍ତି ୫୦ କୋଟି ଟଙ୍କା ଅଟେ, ୨୦୨୧ ରେ ତାଙ୍କ ସଂମ୍ପତ୍ତି ୭ ମିଲିୟନ୍ ଡଲାର୍ କୁହାଯାଉଥିଲା, ରାଜପାଳ ଯାଦବଙ୍କ ଆମଦାନୀ ମୁଖ୍ୟ ସ୍ରୋତ ବ୍ରାଣ୍ତ୍ ଏଣ୍ତୋସମେଣ୍ଟ ଓ ଫିଲ୍ମ ଅଟେ, ରାଜପାଳ ଯାଦବ ୩୦ ଲକ୍ଷରୁ ଅଧିକା ମାସକୁ କମାଇନେଉଛନ୍ତି

ତାଙ୍କ ଆମଦାନୀ ୪ କୋଟି ଟଙ୍କା ପାଖାପାଖି ଅଟେ। ରାଜପାଳ ଯାଦବ୍ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ୍ ଦିନରୁ ଅଛନ୍ତି, ଆଜି ବି ସେ ଏହି ଇଣ୍ତଷ୍ଟ୍ରିରେ ସକ୍ରିୟ ଅଛନ୍ତି, ରାଜପାଳ ଯାଦବ ନିଜ ଭଲ କମେଡି ସହ ନିଜ ଜୀବନକୁ ନେଇକରି ଚର୍ଚ୍ଚିତ ରୁହନ୍ତି, ସେ ଏକ ରୋୟାଲ୍ ଲାଇଫଷ୍ଟାଇଲ୍ କୁ ନେଇକରି ମେଣ୍ଟେନ୍ ରୁହନ୍ତି, ଫିଲ୍ମରେ କମେଡି କରି ରାଜପାଳ ଯାଦବ ଭଲ କମାଇକରିନେଇଛନ୍ତି । ଓ ସେ କୋଟିଏ ଟଙ୍କା ସଂମ୍ପତ୍ତିର ମାଲିକ ଅଟନ୍ତି ।

ରାଜପାଳ ଯାଦବ ନିଜ ଜୀବନ ରାଜା ମହାରାଜାଙ୍କ ପରି କଟାନ୍ତି, ସେ ଏକ ଆଲିଶାନ୍ ଘରେ ରହୁଛନ୍ତି, ସେ ବହୁତ ରିୟଲ୍ ଇଷ୍ଟେଟ୍ ପ୍ରୋପଟିଜ୍ ର ମାଲିକ ବି ଅଟନ୍ତି, ଏତିକି ନୁହେଁ ରାଜପାଳ ଯାଦବ ମହଙ୍ଗା ଗାଡିର ସଉକ ବି ରଖନ୍ତି, ତାଙ୍କ ପାଖରେ ବହୁତ୍ ମହଙ୍ଗା ଓ ରୋୟାଲ୍ ଗାଡି ଅଛି, ତାଙ୍କ ପାଖରେ ହୋଣ୍ତା ଏକର୍ଡ, ବିଏମଡବଲୁ ୫ ସିରିଜ୍ ପରି ଅନ୍ୟ ଗାଡି ଅଛି ।

Leave a Reply

Your email address will not be published. Required fields are marked *