October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ – ସ୍ୱାମୀ ସ୍ତ୍ରୀ ସହ Dinner ପାଇଁ ବସିଲେ, ତେବେ ସ୍ୱାମୀ ଖାଇବା ପରେ ଉଠିଲେ ଓ ନିଜ ଥାଳି ଧୋଇଦେଲେ ତାପରେ ସ୍ତ୍ରୀ ଯାହା କରିଲେ ହସି ହସି ବେଦମ ହେବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ପୁଅ ୪ ଥର ଝିଅକୁ ପ୍ରପୋଜ୍ କରିଦେଲେ, କିନ୍ତୁ ଝିଅ ମାନିଲା ନାହିଂ, ପୁଅ- ଦେଖ୍ ଗୋଟେ କଥା ଶେଷଥର ପଚାରୁଛି, ଝିଅ- କଣ ? ପୁଅ- କଣ ତୁ ଚାହୁଁଛୁ କି ମୋର ପୁଅ ତୋର ଝିଅକୁ କମେଣ୍ଟ ମାରୁ ? ଝିଅ- ନା ବିଲକୁଲ୍ ନୁହେଁ , ପୁଅ- ତେବେ ଜଲଦି କରିଦେ, ଦୁହେଁ ଭାଇ ଭଉଣୀ କରାଇଦେବା ।

୨) ଶିକ୍ଷକ- ରାବଣ ପାଖରେ ଏମିତି କେଉଁ କଳା ଥିଲା ଯାହା ଅନ୍ୟ କାହା ପାଖରେ ନଥିଲା ? ଛାତ୍ର- ସେ ଏକେଲା ହିଁ ଦଶ ଜଣ ଝିଅଙ୍କୁ କିସ୍ କରିପାରୁଥିଲା, ଶିକ୍ଷକ- ତୁ ସୁଧୁରି ଯା କୁକୁର ଓ ତୁ ସ୍କୁଲ୍ ଆଉ ଆସେନି ।

୩) ବିବାହ ପୁର୍ବରୁ ପୁଅ ଝିଅକୁ କଥା ହେଲା, ମୁଁ ତୋତେ ଚାନ୍ଦ ତାରା ସବୁ ଆଣିକି ଦେଇଦେବି,  ଝିଅ ବାହା ତ କରିନେଲା ଗୋଟେ ଛୁଆ ବି ହେଇଗଲା, ନାଁ ରଖିଦେଲା ତାରାଚନ୍ଦ, ପ୍ରାଣ ଯାଉ କିନ୍ତୁ ବଚନ ନ ଯାଉ ।

୪) ସାନ୍ତା ଚୁପ୍ ଚାପ୍ ନର୍କରୁ ସ୍ୱର୍ଗରେ ପଶିଗଲା, ଦେବତାମାନେ ଧରିପକାଇଲେ ଓ ବହୁତ ପିଟିଲେ, ମାଡ ଖାଇବାପରେ ମୁସକିଲ୍ ରେ ସାନ୍ତା ଉଠିଲା ଓ କହିଲା ତୁମର ଏହି ହରକତ୍ କାରଣରୁ କେହି ସ୍ୱର୍ଗକୁ ଆସୁନାହାନ୍ତି ।

୫) ଗୋଟେ ଝିଅ ପାର୍କରେ ବେଞ୍ଚରେ ବସିଥିଲା, ଭିକାରୀ – ଓ ଡାର୍ଲିଙ୍ଗ୍ କେମିତି ଅଛ ? ଝିଅ- ତୋର ସାହାସ କେମିତି ହେଲା ମୋତେ ଡାର୍ଲିଙ୍ଗ୍ କହିବାକୁ , ଭିକାରୀ-ଜବାବ୍ ରେ ଝିଅ ବେହୋସ୍ , କହିଲା ମ୍ୟାଡାମ୍- ତୁମେ ମୋର ବେଡ୍ ରେ ବସୁଛ , ଏବେ ଡାର୍ଲିଙ୍ଗ୍ କହିବିନି ତ ଆଉ କଣ କହିବି କୁହ, ମୁଁ ଏହି ବେଞ୍ଚରେ ଶୋଉଛି ।

୬) ସ୍ୱାମୀ ଆଜି ଖାଇବାରେ କଣ ବନାଉଛ , ସ୍ତ୍ରୀ- ଆଳୁର ତରକାରି କରୁଛି, କିନ୍ତୁ ମୋତେ ବୁଝାପଡୁନି କି ଆଳୁରେ ଏବେ ପର୍ଯ୍ୟନ୍ତ ସିଝିନି କଣ ପାଇଁ ? ସ୍ୱାମୀ- ତେବେ ତୁମେ ଏମିତି କଣ ପାଈଁ କରୁନ ? ସ୍ତ୍ରୀ କଣ କରିବି ? ସ୍ୱାମୀ- ତୁମେ ଟିକିଏ ଆଳୁ ସହ କଥା ହୋଇକି ଦେଖ ବୋଧେ ସିଝିଯିବ ।

୭) ସ୍ତ୍ରୀ ସ୍ୱାମୀକୁ- ତୁମେ ସବୁ ପୁରୁଷ ଏକା ପରି ଅଟ, ଘରେ ସୁନ୍ଦର ସ୍ତ୍ରୀ ଥାଉ ଥାଉ ବାହାର ଗାର୍ଲଫ୍ରେଣ୍ତ ଖୋଜୁଛ ,ମୋତେ ବୁଝାପଡୁନି କି ସ୍ତ୍ରୀ ଓ ଗାର୍ଲଫ୍ରେଣ୍ତରେ କଣ ଫରକ୍ ଅଛି, ସ୍ୱାମୀ- ପ୍ରାୟ ୨୫ କିଲୋର ଫରକ୍ ଅଛି ।

୮) ଥରେ ଆଳୁର ବାହାଘର ବନ୍ଧାକୋବି ସହ ହୋଇଯାଇଛି, ଚତୁର୍ଥୀର ଦ୍ୱିତୀୟ ଦିନ, ଆଳୁ ଥକିକରି ବାହାରକୁ ଆସିଲା, ସାଙ୍ଗ ପଚାରିଲେ –କେମିତି କଟିଲା ଚତୁର୍ଥୀ, ଆଳୁ କହିଲା- ସାଙ୍ଗ ଆଉ ପଚାରେନି ଓଢଣା ଉଠାଉ ଉଠାଉ ସକାଳୁ ହୋଇଗଲା ।

୯) ଶରୀର କହୁଛି କସରତ କରିନେ ଓ ଆତ୍ମା କହେ କି ରାବିଡି, ଜିଲାପି, ସିଙ୍ଗଡା, ଓ କଚୋଡି ଓ ଗୁପ୍ ଚୁପ୍ ଦରକାର, କିନ୍ତୁ ଶରିରର ନଶ୍ୱର ଅଟେ, ଓ ଆତ୍ମାର ଅଜର ଅମର ତେବେ ଆତ୍ମା ହିଁ ଶୁଣିବା ଦରକାର ।

୧୦) ସ୍ୱାମୀ ସ୍ତ୍ରୀ ଦୁହେଁ ଏକା ସାଙ୍ଗେ ଖାଉଥିଲେ, ଓ  ସ୍ୱାମୀ ନିଜ ଥାଳି ଧୋଇଦେଲା, ଓ ଏହା ଦେଖିକରି ସ୍ତ୍ରୀ ସ୍ୱାମୀକୁ ରାଗରେ ଦେଖିକରି କହିଲେ କି ସ୍ତ୍ରୀ- କରିଦେଲ ନା ଇଜ୍ଜତର ଫାଲୁଦା, ଆମେ ଘରେ ଅଛୁ ହୋଟେଲ୍ ରେ ନାହୁଁ ।

Leave a Reply

Your email address will not be published. Required fields are marked *