October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ସ୍ତ୍ରୀ- Babaji ମୋର ସ୍ୱାମୀ ମୋତେ ବହୁତ୍ ପିଟନ୍ତି, କେଉଁ ସମାଧାନ କରନ୍ତୁ ଏହାର ବାବା, ବାବା କହିଲେ –ଏଇ ନେ ଏକ୍ Tabij ଆଉ ତାପରେ ଯାହା ହେଲା ହସି ହସି ପେଟ ଦରଜ ହେଇଯିବ ଆପଣଙ୍କର

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଚାକରାଣୀ- ମା, ମୋତେ ୧୦ ଦିନର ଛୁଟି ଦରକାର ! ମାଲିକାଣୀ- ଯଦି ତୁ ଛୁଟିରେ ଚାଳିଗଲୁ, ତେବେ ତୋର ସାହେବ ଜଳଖିଆ କିଏ ତିଆରି କରିବ ? ଟିଫିନ୍ କିଏ ପ୍ୟାକ୍ କରିବ କପଡା କିଏ ଧୋଇବ, ତାଙ୍କୁ ଟାଇମ୍ ରେ ମେଡିସିନ୍ କିଏ ଦେବ, ଚାକରାଣୀ ଲାଜେଇକରି- ଯଦି ଆପଣ କହିବେ ତେବେ ମୁଁ ସାହେବଙ୍କୁ ନିଜ ସହ ନେଇଯିବି କି ?

୨) ସାନ୍ତା ଓ ବାନ୍ତା ଦୁହେଁ ଭାଇ ଗୋଟେ କ୍ଲାସରେ ପଢୁଥିଲେ, ଅଧ୍ୟାପିକା- ତୁମେ ଦୁହେଁ ନିଜ ବାପାଙ୍କ ନାଁ ଅଲଗା ଅଲଗା କଣପାଇଁ ଲେଖିଲ ? ସାନ୍ତା- ମ୍ୟାଡାମ୍ ତୁମେ କହିବ କି ନକଲ କରୁଛି ବୋଲି ନା ସେଥିପାଇଁ ।

୩) ଗଭୀର ଗାତରେ ପଡି ଆଘାତ ପାଇଥିବା ସ୍ୱାମୀକୁ ଚିଲ୍ଲାଇକରି ସ୍ତ୍ରୀ କହିଲ୍- ତୁମେ ଏତେ ତଳକୁ ଖସିଯାଉଛ ମୁଁ କେବେ ଭାବିପାରୁନି ।

୪) କ୍ଲାସରେ ଶିକ୍ଷକ ଛୁଆଙ୍କୁ ପଚାରିଲେ, କୁହ କଣ୍ଟା ଭରା ରାସ୍ତାରେ ତୁମ ସାଥି କିଏ ଦେବ ? ସ୍ୱାମୀ, ସ୍ତ୍ରୀ,ଭାଇ,ଭଉଣୀ, ମା-ବାପା, ପ୍ରେମୀ ପ୍ରେମିକା କିମ୍ବା ସାଙ୍ଗ, ପପୁ ଠିଆ ହୋଇ କହିଲା- ସାର୍ ଚପଲ, ତାପରେ ଶିକ୍ଷକ ବି ଚପଲରେ ପପୁର ଅବସ୍ଥା କଲେ ସାଂଘାତିକ ।

୫) ସ୍ୱାମୀ- ଆଜି ତରକାରୀ ବିଲକୁଲ୍ ଠିକ୍ ହୋଇନି, ସ୍ତ୍ରୀ-ଚୁପ୍ ଚାପ୍ ଖାଇଦିଅ, ଏହି ତରକାରୀକୁ ଫେସବୁକ୍ ରେ ୬୦୦ ଜଣ ଲୋକ ଲାଇକ୍ କରିଛନ୍ତି ଓ ୫୦୦ ଲୋକ କମେଣ୍ଟ ରେ ୟମି ବୋଲି କହିଛନ୍ତି,  ଓ ତୁମର୍ ନଖରା ବି ଅଲଗା ଅଟେ, ସ୍ୱାମୀ –ବେହୋସ୍

୬) ପୋଷ୍ଟମ୍ୟାନ୍ ଡୋରବେଲ୍ ବଜାଇଲା, ଜଣେ ପିଲା ମୁହଁରେ ସିଗାରେଟ୍ ଓ ହାତରେ ବିୟର୍ ବୋତଲ ନେଇକରି ବାହାରକୁ ଆସିଲା, ପୋଷ୍ଟମ୍ୟାନ୍-ବାପା ଘରେ ଅଛନ୍ତି ? ପୁଅ- ଆପଣଙ୍କୁ ମୋତେ ଦେଖିକରି ଲାଗୁଛି କି ବାପା ଘରେ ଥିବେ

୭) ମାଷ୍ଟରଜୀ- ତୁମେ କେବେ କିଛି ପୁଣ୍ୟ କାମ କରିଛ ? ପପୁ- ହଁ ସାର୍ କରିଛି, ମାଷ୍ଟରଜୀ- କେଉଁ କାମ ? ପପୁ-ଥରେ ଏକ ବୟସ୍କ ଲୋକ ଘରକୁ ଆରାମ ରେ ଯାଉଥିଲେ, ମୁଁ ତାଙ୍କ ପଛରେ କୁକୁର୍ ଲଗାଇଦେଲି, ଜଲଦି ପହଞ୍ଚିଗଲେ ।

୮) ସାନ୍ତା ଚ୍ୟାଲେଞ୍ଜ କରିଥିଲେ କି ସେ କୁତୁବ୍ ମିନାର୍ କୁ ମୁଣ୍ତରେ ରଖିକରି ମୁମ୍ବାଇ ନେଇଯାଇପାରିବି, ଏହି କଥାରେ ମିଡିଆ ପହଞ୍ଚିଗଲା, ତେବେ ସାନ୍ତା ମିଡିଆକୁ କହିଲା- ଖାଲି କିଏ କୁତୁବ୍ ମିନାରକୁ ତାର ମୁଣ୍ତ ଉପରେ ରଖିଦେଉ ।

୯) ସାନ୍ତା- ଛୁଆ ବେଳରେ ମାଙ୍କ କଥା ଶୁଣିଥିଲେ ତେବେ ଆଜି ଏହି ଦିନ ଦେଖିବାକୁ ପଡିନଥାନ୍ତା, ଜର୍ଜ- କଣ କହିଥାନ୍ତେ ମା ? ସାନ୍ତା- ଯେବେ କଥା ଶୁଣିନି, ତେବେ କିପରି କହିବି କି ସେ କଣ କହିଥାନ୍ତେ ?

୧୦) ସ୍ତ୍ରୀ ବାବାଜି- ମୋର ସ୍ୱାମୀ ସବୁଦିନ ମୋତେ ପିଟୁଛନ୍ତି, ବାବା –ଏଇ ନେ ତାବିଜ୍, ସ୍ୱାମୀ ଘରକୁ ଆସିଲେ ଦାନ୍ତର ତଳେ ଦବେଇଦେବ, ସ୍ତ୍ରୀ- ବାବାଜି କମାଲ୍ ହୋଇଗଲା ଏବେ ମୋର ସ୍ୱାମୀ ମୋତେ ପିଟୁନାହାନ୍ତି । ବାବା – ଏହା ତାବିଜର ପ୍ରଭାବ ନୁହେଁ , ତୋର ପାଟି ବନ୍ଧ କରିବାର ପ୍ରଭାବ ଅଟେ ।

Leave a Reply

Your email address will not be published. Required fields are marked *