July 20, 2024

Odia Express

Here, There and Everywhere

ସଞ୍ଜୟ ଙ୍କ ହାତରେ ହାତକଡି ଦେଖିକରି କାନ୍ଦିଥିଲେ Sunil, ବାପାଙ୍କୁ ହସାଇବା ପାଇଁ ଅଭିନେତା କହିଥିଲେ ଏହି କଥା

ସଞ୍ଜୟ ଦତ୍ତ ନିଜ ଭଲ ଅଭିନୟ ପାଇଁ ଜଣାଯାଆନ୍ତି, ସେ ଏକ ପ୍ରତିଭାଶାଳୀ ଅଭିନେତା ଅଟନ୍ତି, ଏକ ଭଲ ଅଭିନେତା ହେବା ସହ ସଞ୍ଜୟ ଦତ୍ତ ଏକ ନିର୍ମାତା ଅଟନ୍ତି, ସଞ୍ଜୟ ଦତ୍ତ ଏକ ଏମିତି ଅଭିନେତା ଅଟନ୍ତି ଯିଏକି ଜୀବନରେ ବହୁତ ଅସୁବିଧା ଥିବା ସତ୍ତ୍ୱେ ସେ ଉଠିକରି ଠିଆ ହୋଇଛନ୍ତି ଇଣ୍ତଷ୍ଟ୍ରିରେ ନାଁ ଆଉଥରେ ବନାଇପାରିଛନ୍ତି, ସଞ୍ଜୟ ଦତ୍ତଙ୍କ ଜୀବନରେ ବହୁତ ସାରା ଉତଥାନ ପତନ ଦେଖିବାକୁ ମିଳୁଛି, କିନ୍ତୁ ସବୁ କଠିନତା ହିସାବରେ ସେ ନିଜ ସାହାସ୍ କେବେ ହରାଇନାହାନ୍ତି ।

ସଞ୍ଜୟ ଦତ୍ତଙ୍କ ଅଭିନୟ ନିଜ ବାପାଙ୍କ ଠାରୁ ମିଳିଥିଲା, ତାଙ୍କ ବାପା ସୁନିଲ୍ ଦତ୍ତ ନିଜ ସମୟର ଲୋକପ୍ରିୟ ଅଭିନେତା ରହିଛନ୍ତି, ସଞ୍ଜୟ ଦତ୍ତଙ୍କ ମା ବାପା ଆଜି ତାଙ୍କ ଭଲ ଅଭିନୟ ପାଇଁ ମନେ ପକାଯାଏ, ସଞ୍ଜୟ ଦତ୍ତ ନିଜ ଅଭିନୟର କୌଶଳରୁ ଫିଲ୍ମ ଦୁନିଆଁରେ ଏକ ଅଲଗା ପରିଚୟ ବନାଇଥିଲେ, ସଞ୍ଜୟ ଦତ୍ତ ନିଜ ଜୀବନରେ ବହୁତ କିଛି ସହିଛନ୍ତି, ଛୁଆବେଳରୁ ସଞ୍ଜୟ ଦତ୍ତଙ୍କୁ ନିଶା କରିବାର ଅଭ୍ୟାସ ପଡିଗଲା, ଯାହାର କାରଣରୁ ତାଙ୍କୁ ବହୁତ କଠିନତାର ସାମ୍ନା କରିବାକୁ ପଡିଥିଲା । ସଞ୍ଜୟ ଦତ୍ତଙ୍କ ମା ନର୍ଗିସ୍ ଙ୍କ ଯେବେ ଦେହାନ୍ତ ହେଲା ତେବେ ସଞ୍ଜୟ ଦତ୍ତ ପୁରା ଭାଙ୍ଗିପଡିଥିଲେ, ସଞ୍ଜୟ ଦତ୍ତ ମୁମ୍ବାଇ ବୋମା ବିସ୍ପୋରଣ ମାମଲାରେ ଜେଲ୍ ଯିବାକୁ ପଡିଥିଲା

ଏତିକି ନୁହେଁ ବରଂ ବିବାହ ଭାଙ୍ଗିବା ଓ କ୍ୟାନ୍ସରରେ ପଡିବା ସବୁ ସଞ୍ଜୟ ଦତ୍ତ ନିଜ ଜୀବନରେ ସହିଥିଲେ, କିନ୍ତୁ ଏତେ କଠିନତା ହେବାପରେ ଅଭିନେତା ନିଜ ସବୁ ଜାଗାରେ ସାହାସରେ କାମ କଲେ, ଓ ସବୁ ଅସୁବିଧାକୁ ଦୃଢ ଭାବେ ସାମ୍ନା କଲେ, ଆପଣଙ୍କୁ କହିଦେବୁ କି ୧୯୯୩ ରେ ଯେବେ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ବୋମା ବିସ୍ପୋରଣ ମାମଲାରେ ଗିରଫ କରିନିଆଗଲା ତେବେ ସଞ୍ଜୟ ଦତ୍ତ ବହୁତ ଲମ୍ବା ସମୟ ଜେଲ୍ ରେ କଟାଇଥିଲେ । ସଞ୍ଜୟ ଦତ୍ତ ଜେଲ୍ ରୁ ବାହାରକୁ ଆସିଲେ ତେବେ ସେ ଏକ ଇଣ୍ଟରଭ୍ୟୁରେ କହିଲେ କି ତାଙ୍କୁ କିପରି ନିଜ ବାପା ସୁନିଲ୍ ଦତ୍ତଙ୍କୁ ସମସ୍ତଙ୍କ ସାମ୍ନାରେ କାନ୍ଦିବାରୁ ଅଟକାଇଥିଲେ

ସେ କହିଲେ ଯେବେ କୋର୍ଟରେ ଜାମିନ୍ ଖାରିଜ୍ କରିଦେଲେ ତେବେ ସୁନିଲ୍ ଦତ୍ତ୍ ବହୁତ ଅଧିକା ଚିନ୍ତିତ ହୋଇଯାଇଥିଲେ, ମାନନ୍ତୁ ଯେପରି ଅସୁବିଧାରପାହାଡ ଭାଙ୍ଗିଯାଈଛି, ସଞ୍ଜୟ ଦତ୍ତଙ୍କୁ ଜେଲ୍ ଯିବାକୁ ପଡିଲା, ପୋଲିସ୍ ବାଲା ଯେବେ ସଞ୍ଜୟ ଦତ୍ତ ଜେଲ୍ କୁ ଯିବାପାଇଁ ହାତରେ ହତକଡି ପିନ୍ଧାଇଲେ ତେବେ ସୁନିଲ୍ ଦତ୍ତଙ୍କ ଆଖିରେ ଲୁହ ଆସିଗଲା, ଯେବେ ସଞ୍ଜୟ ଦତ୍ତ ନିଜ ବାପାଙ୍କୁ ଏପରି ହାଲତ ଦେଖି ବହୁତ ଅଧିକା ଇମୋସନାଲ୍ ହୋଇଯାଇଥିଲେ ।

ସଞ୍ଜୟ ଦତ୍ତ ନିଜ ବାପା ସୁନିଲ୍ ଦତ୍ତଙ୍କ ଆଖିରେ ଲୁହ ଦେଖିପାରିଲେ ନାହିଁ, ଓ ବହୁତ ଅଧିକା ଭାବୁକ ହୋଇଗଲେ, ଏମିତି ସ୍ଥିତିରେ କାବୁ ପାଇବା ପାଇଁ ସଞ୍ଜୟ ଦତ୍ତ ପୋଲିସ୍ ବାଲାଙ୍କ ସହ ମଜାକ୍ କରିବାକୁ ଲାଗିଲେ , ସଞ୍ଜୟ ଦତ୍ତ ନିଜ ବାପା ସୁନିଲ୍ ଦତ୍ତଙ୍କୁ କହିଲେ କି ବାପା ଏହା ତ ରୁଟିନ୍ ୱାର୍କ ଅଟେ, ଇନସିପେକ୍ଟର ଆସ ମୋତେ ହାତକଡି ଲଗାଅ, ସଞ୍ଜୟ ଦତ୍ତ ନିଜ ବାପାଙ୍କ ମନ ଟିକିଏ ହାଲକା କରିବାକୁ ଚାହୁଁଥିଲେ, ସଞ୍ଜୟ ଦତ୍ତ ଏକ ଇଣ୍ଟରଭ୍ୟୁରେ ଏହା କହିଲେ କି ତାଙ୍କ ବାପା ବହୁତ ଲୋକ ତାଙ୍କୁ ଆଦର୍ଶ ମାନନ୍ତି, ଏମିତିରେ ସେ ବିଲକୁଲ୍ ଚାହନ୍ତି ନାହିଁ କି ସେ ସମସ୍ତଙ୍କ ଆଗରେ ଏମିତି କାନ୍ଦିବେ ।

ଆପଣଙ୍କୁ କହିଦେବୁ କି ସଞ୍ଜୟ ଦତ୍ତ ୧୯୯୫ ର ଅକ୍ଟୋବର ମାସରେ ଜେଲ୍ ରୁ ବାହାରି ଆସିଥିଲେ, ଏହାପରେ ୨ ବର୍ଷ ପରେ ସେ ଜେଲ୍ ର ସଜା କାଟିକରି ଫେବୃୟାରୀ ୨୦୧୬ ରେ ଜେଲରୁ ବାହାରିଥିଲେ, ସଞ୍ଜୟ ଦତ୍ତ ନିଜ ଜେଲର ଅନୁଭବ ସବୁବେଳେ କହିଥିଲେ ଓ ଏହି କଥାକୁ ନେଇକରି ସେ ବହୁତଥର ଭାବୁକ ହୋଇଯାଆନ୍ତି, ସଞ୍ଜୟ ଦତ୍ତ ସବୁବେଳେ ଏହା ସେୟାର କରନ୍ତି, ଓ ଏହି କଥାକୁ ନେଇକରି ବହୁତଥର ଭାବୁକ ହୋଇଯାଆନ୍ତି, ସଞ୍ଜୟ ଦତ୍ତ ନିଜ ବାୟୋଗ୍ରାଫି ଫିଲ୍ମ ସଞ୍ଜୁ ଏବେ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ, ଏହା ଛଡା ଏବେ ଫିଲ୍ମ ସଡକ୍ ୨ ରିଲିଜ୍ ହୋଇଥିଲା, ସଞ୍ଜୟ ଦତ୍ତ ଆଜି ବି ଫିଲ୍ମ ଈଣ୍ତଷ୍ଟ୍ରିରେ ସକ୍ରିୟ ଅଛନ୍ତି ।

Leave a Reply

Your email address will not be published. Required fields are marked *