October 19, 2024

Odia Express

Here, There and Everywhere

ଏକ Bus କଣ୍ତକ୍ଟରରୁ ସୁପରଷ୍ଟାର୍ ହେବାର ଯାତ୍ରା, ଆଜି ଅଚଳାଚଳ ସଂମ୍ପତ୍ତିର ମାଲିକ ଅଟନ୍ତି Rajnikant

ବଲିଉଡ୍ ସହ ସାଉଥ୍ ସିନେମା ଜଗତରେ ନିଜ ଦମଦାର୍ ଅଭିନୟ ଓ ଷ୍ଟାଇଲିଷ୍ଟ ଅନ୍ଦାଜରେ ଯଦି ଲକ୍ଷାଧିକ ଓ କୋଟିଏ ଲୋକଙ୍କୁ କିଏ ଦିୱାନା କରିଛି ତେବେ ସେ ହେଲେ ରଜନୀକାନ୍ତ, ସେ ସେହି ଅଭିନେତାମାନଙ୍କ ମଧ୍ୟରେ ଜଣେ ଯାହାଙ୍କ ଉପରେ ଫିଲ୍ମ ନିର୍ଦ୍ଧେଶକ କୋଟିଏ ଟଙ୍କା ଦେବାପାଇଁ ପ୍ରସ୍ତୁତ ହୋଇ ରୁହନ୍ତି, ଏହା ଛଡା ଏମିତି ବହୁତ ଷ୍ଟାର୍ସ ଅଛନ୍ତି ଯିଏକି ରଜନୀକାନ୍ତଙ୍କ ସହ କାମ କରିବାପାଇଁ ପ୍ରସ୍ତୁତ ରୁହନ୍ତି, ସେ ନିଜ ଆକ୍ସନ୍ ଓ ଷ୍ଟାଇଲ୍ ରୁ ଦର୍ଶକଙ୍କୁ ଦିୱାନା କରିଦେଇଥାନ୍ତି, ଆଜି ରଜନୀକାନ୍ତ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ସେ କଡା ପରିଶ୍ରମ କରିଥିଲେ, କଣ ଆପଣ ଜାଣିଛନ୍ତି ଅଭିନୟର୍ ଦୁନିଆଁରେ ପାଦ ରଖିବା ପୁର୍ବରୁ ରଜନୀକାନ୍ତ ଏକ ବସ୍ କଣ୍ତକ୍ଟର ଥିଲେ କିନ୍ତୁ ଆଜି ସେ କୋଟିଏ ଟଙ୍କାର ସଂମ୍ପତ୍ତିର ମାଲିକ ହୋଇଛନ୍ତି ।

ଏକ ଖାସ୍ ରିପୋର୍ଟ ମୁତାବିକ ଆଜି ସେ ୩୭୬ କୋଟି ଟଙ୍କାର ସଂମ୍ପତ୍ତିର ମାଲିକ ହୋଇଛନ୍ତି, ଆପଣଙ୍କୁ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ରଜନୀକାନ୍ତଙ୍କ ପାଖରେ ଦେଶର ଅନ୍ୟ ଭାଗରେ ସଂମ୍ପତ୍ତି ଅଛି, ହଁ ଆଜ୍ଞା, ତାଙ୍କ ପାଖରେ ଶାନଦାର୍ ବଙ୍ଗଳା, ଗାଡି ଓ ବହୁତ ସଂମ୍ପତ୍ତି ଅଛି, ବୋଧେ ଆପଣ କମ୍ ଲୋକ ଜାଣିଥିବେ କି ସିନେମା ଜଗତରେ ନିଜ କ୍ୟାରିୟର୍ ଆରମ୍ଭ କରିବାପୁର୍ବରୁ ରଜନୀକାନ୍ତଙ୍କ ନାଁ ଶିବାଜୀ ରାଓ ଗାୟକୱାଡ୍ ଥିଲା, ଏହାପରେ ସେ ରଜନିକାନ୍ତ ନାଁରେ ଦୁନିଆଁ ଜାଣିଲେ ।

କହିଦେବୁ କି ସୁପରଷ୍ଟାର୍ ରଜନୀକାନ୍ତ ନିଜ ପରିବାର ସହ ଚେନ୍ନାଇର ପାଇଜ୍ ଗାର୍ଡେନରେ ଆଲିଶାନ୍ ଘରେ ରହନ୍ତି, ତାଙ୍କ ଆଲିଶାନ୍ ଘରର ଦାମ୍ ୩୫ କୋଟି ଅଟେ, କିନ୍ତୁ ଯଦି କଥା ହେବା ତାଙ୍କ ପୁନେ ବାଲା ଘରର ତ ତାଙ୍କ ସେହି ଘର ସାମନାରେ ଏହା କିଛି ନୁହେଁ, ତାଙ୍କର ଏହି ଘର ଭିତରୁ ବହୁତ ଆଲିଶାନ୍ ଅଟେ, କିନ୍ତୁ ଏହାକୁ ବାହାର ପଟେ ଧଳା ରଙ୍ଗ କରାଯାଇଛି, ତାଙ୍କ ଘର ଚାରିପଟେ ସବୁଆଡେ ସବୁଜ ବର୍ଣ୍ଣାନୀରେ ଭରପୁର୍, ତାଙ୍କ ଘର ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଥାଏ ।

କଥା ହେବା ଘରର ମୁଖ୍ୟ ଦ୍ୱାରରୁ ନେଇକରି ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ତେବେ ସେଠାରେ ରାସ୍ତା ବି ସୁନ୍ଦରଭାବେ ହୋଇଛି, ତାଙ୍କ ଘରର ଲିଭିଙ୍ଗ୍ ରୁମ୍ ବହୁତ ଷ୍ଟାଇଲିଷ୍ଟ ଅଟେ, ତାଙ୍କର ବହୁତ ଫଟୋ ଲିଭିଙ୍ଗ୍ ରୁମ୍ ରେ ଦେଖାଯାଏ, ଏଥିରେ ଏକାସାଙ୍ଗେ ବହୁତ ଲୋକଙ୍କର୍ ବସିବାର ଖାସ୍ ପ୍ରବନ୍ଧ କରାଯାଇଛି, ଏହାସହ ରୁମ୍ କାନ୍ଥଗୁଡିକ କାଚରେ ତିଆରି ହୋଇଛି ଯାହାକି ଲୁକ୍ସକୁ ଅଲଗା ବନାଇଥାଏ ।

ତାଙ୍କ ବୈଠକ ରୁମ୍ ପାଖରେ ଏକ ସୁନ୍ଦର ରୋଷେଇ ଘର ହୋଇଛି, ଯେଉଁଠି କଳା ରଙ୍ଗର ସନା ହୋଇଥିବା ଗ୍ଲାସ୍ ଡାଇନିଙ୍ଗ୍ ଟେବୁଲ୍ ଅଛି, ତାଙ୍କ ଘରେ ଏକ ବଡ ପାର୍କିଙ୍ଗ୍ ହାଉସ୍ ଅଛି, ଏଠାରେ ବହୁତ ଗୁଡିଏ ଗାଡି ଏକାସାଙ୍ଗେ ପାର୍କିଙ୍ଗ୍ କରାଯାଇପାରିବ

ଏହା ଛଡା ରଜନୀକାନ୍ତଙ୍କ ପୁଣେର ବ୍ଲାକ୍ ଆଣ୍ତ ହ୍ୱାଇଟ୍ ଥିମ୍ ର ଘର ହୋଇଛି, ତାଙ୍କ ଘରର ରୋଷେଇ ଘର ବହୁତ ଆକର୍ଷକ ଲାଗେ, ଯଦି ଆପଣ ରଜନୀକାନ୍ତଙ୍କ ଏହି ଘରକୁ ଦେଖିବେ ତେବେ ଚକିତ ହୋଇଯିବେ, ଏହି ଘର ପଞ୍ଚ ତାରକା ହୋଟେଲ୍ ବି ପଛରେ ପକାଇଦେବ ।

Leave a Reply

Your email address will not be published. Required fields are marked *