October 19, 2024

Odia Express

Here, There and Everywhere

ବୟସ ହେଉଛି 58 ବର୍ଷ କିନ୍ତୁ Anita Raj ଅଟନ୍ତି ସବୁଠାରୁ ଫିଟ୍ ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସିକ୍ରେଟ୍ ଟିପ୍ସ

ଅଭିନେତ୍ରୀ ଅନିତା ରାଜ୍ ୫୮ ବର୍ଷର ହୋଇସାରିଲେଣି, କିନ୍ତୁ ତାଙ୍କୁ କିଏ ଦେଖିକରି କହିପାରିବ ନାହିଁ କି ସେ କେତେ ବର୍ଷର ବୋଲି, ଅନିତା ରାଜ୍ ବୟସର ଏହି ସ୍ଥାନରେ ବହୁତ ଫିଟ୍ ଓ ୟଙ୍ଗ୍ ନଜର ଆସୁଛନ୍ତି, ସେ ଏବେ ଟିଭି ସହ ଯୋଡି ହୋଇଛନ୍ତି , ଓ ଲୋକେ ବି ବହୁତ ପସନ୍ଦ କରୁଛନ୍ତି, ଅନିତା ବଲିଉଡ୍ ରେ ୧୯୮୦ ସମୟରେ ହିରୋଇନ୍ ରହିସାରିଛନ୍ତି, ଓ ଏବେ ଟିଭିରେ ବହୁତ ନଜର ଆସୁଛନ୍ତି, ସେ ଛୋଟ ସର୍ଦାରୀନି ଓ ଅନିଲ୍ କାପୁରଙ୍କ ୨୪ ରେ ନୈନା ସିଙ୍ଘାଣିଆ ରୋଲ୍ ରେ କାମକରିସାରିଛନ୍ତିକହିଦେବୁ କି ୮୦ ଦଶକରେ ସେ ନିଜ ପରିଚୟ ଫିଲ୍ମ ଗୁଲାମୀରୁ ପାଇଥିଲେ, ଯିଏ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଥିଲା, ସେ ନିଜ ଅଧିକାଂଶ ଫିଲ୍ମ ଅଭିନେତା ଧର୍ମେନ୍ଦ୍ରଙ୍କ ସହ କରିଥିଲେ, ସେ ଏବେ ସୋସିଆଲ୍ ମିଡିଆରେ ନିଜ ଫିଟନେସ୍ କୁ ନେଇକରି ବହୁତ ଚର୍ଚ୍ଚାରେ ରହୁଛନ୍ତି

ସେ ନିଜ ଫିଟନେସ୍ ଭିଡିଓ ସେୟାର୍ କରନ୍ତି, ଯାହା ଲୋକଙ୍କୁ ଉତ୍ସାହ ଯୋଗାଏ , ଅନୀତାଙ୍କୁ ଫିଟନେସ୍ ଫ୍ରିକ୍ କହିବା ଭୁଲ୍ ହେବ ନାହିଁ, କାରଣ ଅନୀତା ରାଜ୍ ଖୁରାନା ସୋସିଆଲ୍ ମିଡିଆରେ ୱାର୍କଆଉଟ୍ ଭିଡିଓ ରେ ଭରି ରହିଛି , ସେ ସବୁଦିନ ନିଜକୁ ଫିଟ୍ ରଖିବାପାଇଁ ବାୟାମ୍ କରନ୍ତି, ଏହାସହ ଯେବେ ଲକ୍ ଡାଉନ୍ ରେ ଜିମ୍ ବନ୍ଦ ଥିଲା ତେବେ ସେ ଘରେ ରହିକରି ବହୁତ ୱାର୍କଆଉଟ୍ କରିଥିଲେ ।

ସେମିତୀ ଅନୀତା ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ନିଜ ଫିଟନେସ୍ କୁ ମେନଟେଣ୍ଟ ରଖନ୍ତି, ସେକହନ୍ତି କି ୨୫ ବର୍ଷରୁ ଜଣାଗଲା କି ସେ ଟ୍ରେନିଙ୍ଗ୍ ବିଷୟରେ ଓ ଏବେ ଏହା ତାଙ୍କ ଜୀବନର ଭାଗ ହୋଇସାରିଛି, ସେ ୱେଟ୍ ଟ୍ରେନିଙ୍ଗ୍, ପ୍ଲାଙ୍କ୍, ଯୋଗା, ସିଟଅଫସ୍, ପ୍ରାଣାୟମ୍, ମେଡିଟେସନ୍ ଆଦି ଜିନିଷ କରନ୍ତି, ସେ ଆଗକୁ କହିଲେ କି ସପ୍ତାହରେ ତିନିଥର କାର୍ଡିଓ କରନ୍ତି, ଓ ବାକି ଦିନ ମିକ୍ସ ଟ୍ରେନିଙ୍ଗ୍ କରନ୍ତି, ସେ କହନ୍ତି କି ସବୁଦିନ ନିଜକୁ ଉନ୍ନତ କରିବାକୁ ଲାଗିଛନ୍ତି, ଏବେ ଅନିତାଙ୍କୁ  କୋରନାର ନିୟମ ଭାଙ୍ଗିବାର ଆରୋପ ଲାଗିଥିଲା ।

ସେ ପାଲି ସ୍ଥିତ ଘରେ ବହୁତ ଲୋକଙ୍କ ସହ ପାର୍ଟି କରିବା ଆରୋପରେ ପୋଲିସ୍ ତାଙ୍କ ଘରକୁ ଆସିଥିଲେ, କିନ୍ତୁ ଜଣାଗଲା କି ଏହା ଏକ ମେଡିକାଲ୍ ଏମରଜେନ୍ସି ଥିଲା, ତାଙ୍କ ସ୍ୱାମୀ ଡାକ୍ତର ଅଛନ୍ତି, ଓ କେଉଁ ବନ୍ଧୁଙ୍କୁ ତାଙ୍କ ସାହାଯ୍ୟ ଦରକାର୍ ଥିଲା, ଓ ପୋଲିସ୍ ଯାଞ୍ଚ କରି ତାଙ୍କୁ କ୍ଷମା ମାଗିଥିଲା, ଆପଣଙ୍କୁ କହିଦେବୁ କି ଅନୀତା ରାଜ୍ ନିଜ ସମୟରେ ଲୋକପ୍ରିୟ ଅଭିନେତ୍ରୀ ଥିଲେ , ସେ ୮୦ ରୁ ଅଧିକା ଫିଲ୍ମରେ କାମ କରିଥିଲେ, ତାହା ସହ ଛୋଟି ସର୍ଦାରିନୀ କୁ ମିଶାଇକରି ୮ ଟୀ ଟିଭିରେ ଶୋ କରିଛନ୍ତି, ଏଥିରେ ଅଧିକାଂଶ ଅନୀତା ମାଙ୍କ ରୋଲ୍ କରିଛନ୍ତି ।

ଏବେ ସେ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ପୋଷ୍ଟ ସେୟାର୍ କରିଥିଲେ ଓ ପୁଅ ଶିଭମ୍ ର ବାହାଘର ପାଇଁ ବଧାଇଦେଇଥିଲେ, ସେ କହିଲେ କି ଆମର ଆଶିର୍ବାଦ ଶିଭମ୍ ଓ ରେନୁ ସହ ଅଛି, ସେ ଲେଖିଲେ କି ଭଗବାନ ତୁମର କୋଳ ଖୁସିରେ ଭରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *