October 16, 2024

Odia Express

Here, There and Everywhere

Special Tips : ସବୁଦିନ କେବଳ 3 ଟି ଖଜୁରୀ କୋଳି ନେଇକରି ଏହିପରି ଖାଆନ୍ତୁ, ଦୂରହୋଈଯିବ ଏହି 5 ଟି ରୋଗ

1 min read

ଆଜିକାଲିର କର୍ମବ୍ୟସ୍ତତା ଜୀବନଶୈଳୀରେ ଓ ଖରାପ ଦିନ ଚର୍ଚ୍ଚା କାରାଣରୁ ଲୋକଙ୍କର ଖାଦ୍ୟପେୟ ବହୁତ୍ ଅସନ୍ତୁଳିତ ହୋଇଯାଇଛି, ଯାହାର କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧିତ ବହୁତ ସାରା ଅସୁବିଧା ଉତ୍ପନ୍ନ ହେଉଛି, ଅଧିକାଂଶ ସବୁ ଲୋକଙ୍କୁ ଆଜିକାଲି ଘରର ଖାଇବା ଛାଡିକରି ନିଜ ନିଜ ବ୍ୟସ୍ତ ଜୀବନଶୈଳୀ କାରଣରୁ ଅଧିକା ଖାଦ୍ୟ ବେଶୀ ଖାଇବାକୁ ଲାଗିଲେଣି, ଯାହା ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ ହୋଇଥାଏ , ସେମିତି ତ ଖଜୁରୀ ସବୁ ମୌସୁମରେ ଖିଆଯାଏ , ଏଥିରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ତତ୍ତ୍ୱ ମହଜୁତ୍ ହୋଇଥାଏ, ଯାହା ଆମ ଶରୀରକୁ ଶକ୍ତି ପ୍ରଦାନ କରେ, ଆପଣଙ୍କୁ କହିଦେବୁକି ଯେଉଂ ଲୋକଙ୍କୁ ଥକାପଣ ଅଧିକା ହୋଇଥାଏ, ସେ ସବୁଦିନ ୩ଟି ଖଜୁରୀ ଖାଇବା ଉଚିତ୍ ,ସକାଳ ଜଳଖିଆ ପୁର୍ବରୁ ୩ ଟି ଖଜୁରୀ ଖାଆନ୍ତୁ, ଓ ପରେ ପାଣି ପିଇଦେବେ, ଏହି ଉପାୟକୁ ଆପଣ କମ୍ ସେ କମ୍ ୧ ମାସ ଯାଏଁ କରନ୍ତୁ ତାପରେ ଦେଖନ୍ତୁ ଫାଇଦା ।

୧) ହାଇବ୍ଲଡ୍ ପ୍ରେସର୍ ପାଇଁ – ଖଜୁରୀ ଖାଇଲେ ଆପଣଙ୍କ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରହିଥାଏ, ଏହାକୁ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ସବୁଦିନ ଖାଇବା ଉଚିତ୍ , ଥଣ୍ତା ଦିନରେ ହାଇ ବ୍ଲଡ୍ ପ୍ରେସର୍ ରୋଗୀଙ୍କ ପାଇଁ ସବୁଠାରୁ ଭଲ ଉପାୟ ଅଟେ ଏହାକୁ ସବୁଦିନ ଜଳଖିଆରେ କମ୍ ସେ କମ୍ ୩ ଟି ଖଜୁରୀ ଖାଆନ୍ତୁ ।

୨) ଥକାପଣ ଦୁର କରେ –ଖଜୁରୀ ସେମିତି ଅନେକ ଫାଇଦାରେ ଭରପୁର୍ ହୋଇଥାଏ, କିନ୍ତୁ ଏଥିରେ ଆଇରନ୍ ମାତ୍ରା ଅଧିକା ହୋଇଥାଏ, ଯାହାର୍ କାରଣରୁ ଏହାକୁ ଖାଇଲେ ଥକାପଣ ଓ ଦୁର୍ବଳତା ଦୁର ହୋଈଯାଏ , ଖଜୁରୀରେ ମହଜୁଦ୍ ଆଇରନ୍ ଆମ ଶରିରରେ ଆଇରନ୍ କମି କାରଣରୁ କିଛି ଦିନରେ ପୁରା କରିଦେଇଥାଏ ,

୩) ପାଚନ ଶକ୍ତି ମଜବୁତ୍ କରିଥାଏ- ପେଟ ସଂବନ୍ଧୀ କିଛି ଅସୁବିଧା ହେଲେ ଖଜୁରୀ ସେବନ ରୁ ପାଚନ ଶକ୍ତିଙ୍କୁ ବଢାଇଥାଏ, ଏହା ଭୋକକୁ ବଢାଇଥାଏ ।

୪) ହୃଦରୋଗୀଙ୍କ ପାଇଁ ଲାଭପ୍ରଦ- ଖଜୁରୀ ହୃଦଘାତ ଲୋକଙ୍କ ପାଈଁ ଭଲ ହୋଇଥାଏ, ସବୁଦିନ ୩ ରୁ ୪ ଟି ଖଜୁରୀ ଖାଇଲେ ବଡିରେ କୋଲେଷ୍ଟ୍ରୋଲ୍ ଠିକ୍ ରହିଥାଏ, ତାହା ସହ ଏହା ହାର୍ଟ ଆଟାକ୍ ରୁ ବଞ୍ଚାଇଥାଏ ।

୫) ହାଡଗୁଡିକ ମଜବୁତ୍ କରିଥାଏ- ଖଜୁରୀରେ ଏତେ ସାରା ଆଣ୍ଟି ଆଲେର୍ଜିକ୍ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରିରରେ ସବୁ ରୋଗକୁ ଲଢିବାରେ କ୍ଷମତା ମିଳିଥାଏ, ଓ ତାହା ସହ ଆମର ହାଡପାଈଁ ଭଲ ଜଣାଯାଏ , ଏଥିରେ ସେଲିନିୟମ୍ ଓ ବହୁତ ସାରା ମିନେରାଲ୍ସ ହୋଇଥାଏ, ଯାହାର କାରାଣରୁ ଏହା ଆମ ହାଡଗୁଡିକ ମଜବୁତ୍ ରଖିଥାଏ ।

Leave a Reply

Your email address will not be published. Required fields are marked *