October 22, 2024

Odia Express

Here, There and Everywhere

IAS Interviews ପ୍ରଶ୍ନ : ସେ କେଉଁ ମଣିଷ ଅଟେ ଯିଏ କେଉଁଠିକୁ ବି ଗଲେ କିନ୍ତୁ ତାର ଟିକେଟ୍ କଟେ ନାହିଁ ?ଉତ୍ତର ଶୁଣିଲେ ଆଶ୍ଚର୍ଯ୍ୟ ହେବେ

1 min read

ବହୁତ ସାରା ଯୁବାଙ୍କ ମୁହଁରୁ ଆପଣ ଶୁଣିଥିବେ କି ତାଙ୍କର୍ ସ୍ୱପ୍ନ ହୋଇଥାଏ କି ସେ ଆଇପିଏସ୍ ,ଆଇଏଏସ୍ ଅଫିସର୍ ହୁଅନ୍ତୁ ।

ଓ ଏହି ସ୍ୱପ୍ନ ପୁରା କରିବାପାଈଁ ସେ ବହୁତ ପରିଶ୍ରମ ବି କରିଥାନ୍ତି, କେବଳଏଥିପାଇଁ କାରଣ ସେ ନିଜ ଜୀବନରେ ସ୍ୱପ୍ନକୁ ପୁରା କରି ନିଜ ମା ବାପାଙ୍କର ନାଁକୁ ଉଜ୍ଜଳ କରିବେ, କିନ୍ତୁ ବହୁତସାରା ଯୁବାଏହି ସ୍ୱପ୍ନକୁ ଅଧାରେ ଛାଡିଦିଅନ୍ତି, କିମ୍ବା ଏହି ପରୀକ୍ଷାକୁ ପାସ୍ କରିପାରନ୍ତି ନାହିଁ, କହିଦେବୁ କି ୟୁପିଏସ୍ ସିର ପରୀକ୍ଷା ପାସ୍ କରିବା ଏତେ ସହଜ ହୋଇନଥାଏ, ସମସ୍ତେ ଏହାପାଇଁ ବହୁତ ପରିଶ୍ରମ କରିଥାଏ , କିନ୍ତୁ ତାଙ୍କ ପରିଶ୍ରମ କିଛି କାମରେ ଆସେ ନାହିଁ, ଆପଣଙ୍କୁଜଣେଇଦେବୁ କି ଆଇଏଏସ୍ ୟୁପିଏସ୍ ସି ପରୀକ୍ଷାରେ କେବଳ ତିନୋଟି ଷ୍ଟେଜ୍ ହୋଇଥାଏ, ଯେଉଁଥିରେ ଲିଖିତ ଓ ଇଣ୍ଟରଭ୍ୟୁ ହୋଇଥାଏ, ଲିଖିତ୍ ପରୀକ୍ଷାରେ ପରିଶ୍ରମ କରି ଲେଖକରି ପାସ୍ ହୋଇଯାଆନ୍ତି, କିନ୍ତୁ ଯେବେ ଇଣ୍ଟରଭ୍ୟୁ ହୋଇଥାଏ ତାହା ବହୁତ୍ କଠିନ ହୋଇଥାଏ, କାରଣ ଏହି ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଏ , ଯାହା ବିଷୟରେ କେବେ ଭାବିନଥିବେ, ବହୁତ ଅଖାଡୁଆ ପ୍ରଶ୍ନ ପଚାରାଯାଏ ,ଆଜି ଆମେ ଏମିତି କିଛି ପ୍ରଶ୍ନଗୁଡିକ ଆପଣଙ୍କ ପାଇଁ ନେଇକରି ଆସିଛୁ ।

୧) ଭାରତରେ ଏମିତି କେଉଁ ରାଜ୍ୟ ଅଛି, ଯେଉଁଠି ଝିଅମାନେ ଅଧିକା ଲମ୍ବା ହୋଇଥାନ୍ତି ?

ଉତ୍ତର- ଜମ୍ମୁ କାଶ୍ମୀରର ଝିଅମାନେ ଅଧିକା ଲମ୍ବା ହୋଇଥାନ୍ତି, ସେଠାକାରମହିଳାମାନେ୧୫୪ ସେମି ଅଧିକା ଲମ୍ବା ଦେଖାଯାଇଛନ୍ତି, ଦ୍ୱିତୀୟ ନମ୍ବରରେଆସେ ହରିଆଣାର ମହିଳା ଓ ତୃତୀୟରେ ପଞ୍ଜାବ ଓ ରାଜସ୍ଥାନର ଝିଅମାନେ ।

୨) ସେ କେଉଁ ଜିନିଷ ଅଟେ ଯାହା ନିଆଁରେ ଜଳେ ନାହିଁ ଓ ପାଣିରେ ବୁଡେନାହିଁ ? ଉତ୍ତର- ବରଫ

୩) ବୁର୍ଜ ଖଲିପାର ମାଲିକ କିଏ ? ଉତ୍ତର- ଆବୁଧାବିର ଶାସକ ଓ ସଂଯୁକ୍ତ ଆରବ ଏମିରତର ରାଷ୍ଟ୍ରପତି ଏଚ୍ ଏଚ୍ ଶେଖ୍ ଖଲ୍ପା ବିନ୍ ଜାୟଦ ବୁର୍ଜ ଖାଲିପାର ମାଲିକ ଅଟନ୍ତି ।

୪) ସେ କେଉଁ ଜିନିଷ ଅଟେ ଯାହା ମହିଳା ସମସ୍ତଙ୍କୁ ଦେଇଥାଏ କିନ୍ତୁ ନିଜ ସ୍ୱାମୀକୁ ଦେଇପାରିବ ନାହିଁ ? ଉତ୍ତର-ରାକ୍ଷୀ

୫) ଯଦି ଗୋଟେ ଟ୍ରକ୍ ଡ୍ରାଇଭର୍ ରଙ୍ଗ୍ ରୁଟ୍ ରେ ଯାଉଛି, କିନ୍ତୁ ତାକୁ ପୋଲିସ୍ ଅଟକାଇନାହାନ୍ତି କଣପାଇଁ ? କାରଣ ଟ୍ରକ୍ ଡ୍ରାଇଭର୍ ଟ୍ରକ୍ ଦ୍ୱାରା ନୁହେଁ ପାଦରେ ଚାଲିଚାଲିଯାଉଥିଲା ।

୬) କୋର୍ଟରେ କେସ୍ ପେଶି ଆରମ୍ଭ କରିବାପୁର୍ବରୁ ଗୀତାରେ ହାତ ରଖି ସତ୍ୟପାଠ କଣପାଇଁ କରନ୍ତି ? ଉତ୍ତର –ହିନ୍ଦୁ ଧର୍ମରେ ଗୀତାକୁ ସର୍ବଶ୍ରେଷ୍ଠ ଓ ପବିତ୍ର ଗ୍ରନ୍ଥ ବୋଲି ଜାଣିଛନ୍ତି, କିନ୍ତୁ ଏହା କେବଳ ଫିଲ୍ମରେ ହିଁ ହୋଇଥାଏ, ଅସଲରେ କେଉଁ ଅଦାଲତରେ ଏମିତି କରାଯାଏ ନାହିଁ ।

୭) ସେ କେଉଁ ମଣିଷ ଅଟେ ଯାହାର କେଉଁଠି ବି ଟିକେଟ୍ ଲାଗେ ନାହିଁ ? ଉତ୍ତର- ନବଜାତ ଶିଶୁ ।

Leave a Reply

Your email address will not be published. Required fields are marked *