June 26, 2025

Odia Express

Here, There and Everywhere

Odia Jokes : ସ୍ୱାମୀ ମୁଁ ଦୁବାଇ ଯାଉଛି, ସ୍ତ୍ରୀ- ମୁଁ ବି ଆସୁଛି ତୁମ ସହ, ମୋତେ ଗହଣା ନେବାର ଅଛି ,ସ୍ୱାମୀ- ମୁଁ ସିଙ୍ଗାପୁର୍ ଯାଉଛି ତାପରେ ସ୍ତ୍ରୀ ଯାହା କହିଲେ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଆଜିର ଜ୍ଞାନ, ଏହା ଯେଉଁ ତୁମେ ଭଣ୍ତାରାରେ ବସିକରି ଖାଉଥିବା ରାଇତା ବାଲାକୁ ଆସିବା ଦେଖିକରି ଜଲଦି ଜଲଦି ରାୟତା ପିଇଦେଉଛ, ଶାସ୍ତ୍ରରେ ଏହାକୁ ଛଳ କୁହାଯାଏ ।

୨) ପପୁ ପଚାରିଲା- କେମିତି ଅଛନ୍ତି ବାବା, ବାବାଜୀ କହିଲେ- ଆମେ ତ ସାଧୁ ଅଟୁ ପୁଅ, ଆମର ରାମ ଆମକୁ ଯେପରି ରଖନ୍ତି ଆମେ ସେପରି ରହୁ, ତୁମେ ତ ସୁଖୀ ଅଛ ନା ପୁଅ? ପପୁ- ଆମେ ତ ସଂସାରି ଲୋକ ବାବା, ଆମର ସୀତା ଯେପରି ରଖନ୍ତି ଆମେ ସେମିତି ରହୁଛୁ ।

୩) ସାନ୍ତା- ସାଙ୍ଗ ମୋର ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି, ବାନ୍ତା- ଏବେ ଡରୁଛୁ ନା କଣ ? ସାନ୍ତା- ସମସ୍ତେ କହନ୍ତି କି ଦଶମ ପରୀକ୍ଷା ହିଁ ସବୁଠାରୁ ଅଧିକା ଗୁରୁତ୍ୱପୁର୍ଣ୍ଣ ହୋଇଥାଏ, ବାନ୍ତା- ଅଧିକା ଟେନସନ୍ ନେ ନି, ୧୦ମ ମାର୍କସିଟ୍ ତ ଖାଲି ଜନ୍ମତାରିଖ ଦେଖିବାର କାମରେ ଆସେ ।

୪) ବିମା କମ୍ପାନୀର ଏଜେଣ୍ଟ ଜଣେ ସାହେବକୁ ତାକୁ ପଚାରିଲେ- ଯଦି ମୋର ସ୍ତ୍ରୀର ବିମା କରାଇବି, କାଲି ସେ ମରି ଗଲେ ମୋତେ କଣ ମିଳିବ ? ବିମା ଏଜେଣ୍ଟ- ଲମ୍ବ ନିଶ୍ୱାସ ନେଇକରି- ସାର୍ ଜେଲ୍ କିମ୍ବା ଫାଶୀ ।

୫) ମୋର ଜଣେ ଶୁଭଚିନ୍ତକ ବନ୍ଧୁ ମୋତେ ବୁଝାଇଲେ କି ସ୍ତ୍ରୀ ସହ ଯୁକ୍ତି କରି ଜିତନି, ବରଂ ହସିକରି ହରାଅ, ମୁଁ ପ୍ରୟାସ କଲି, ସ୍ତ୍ରୀ କହିଲା- ବହୁତ ଅଧିକା ହସ ଆସୁଛି ତୁମକୁ ଆଜିକାଲି ଲାଗୁଛି ତୁମର ଭୁତ ବାହାର କରିବାକୁ ହେବ ।

୬) ଶିକ୍ଷ୍ୟ- ଗୁରୁଜୀ- ଏମିତି ସ୍ତ୍ରୀକୁ କଣ କହନ୍ତି ? ଯିଏ ଗୋରି ହୋଇଥିବ, ଓ ସୁନ୍ଦର୍ ହୋଇଥିବ ଓ ଚାଲାକ୍ ହୋଇଥିବ, ସ୍ୱାମୀକୁ ବୁଝାଇଥାଉ କି କେବେ ଝଗଡା କରୁନ , ଗୁରୁଜୀ-ତାହାକୁ ମନର ଭ୍ରମ କହନ୍ତି, ପୁଅ- ମନର ଭ୍ରମ ।

୭) ସ୍ତ୍ରୀ-ହାଏ ରାମ୍ ତୁମ ମୁଣ୍ତରୁ ରକ୍ତ କଣପାଇଁ ବାହାରୁଛି, ସ୍ୱାମୀ- ଆରେ ମୋର ସାଙ୍ଗ ମୋତେ ଇଟା ଫିଙ୍ଗିକି ମାରିଲା, ସ୍ତ୍ରୀ- ତୁମେ ବି ମାରିଦେଇଥାନ୍ତ, ତୁମ ପାଖରେ କିଛି ନଥିଲା କି ? ସ୍ୱାମୀ-ହଁ ମୋର ହାତରେ ତାର ସ୍ତ୍ରୀର ହାତ ଥିଲା ଏବେ ଚେହେରାରୁ ସ୍ୱାମୀଙ୍କ ରକ୍ତ ବାହାରୁଛି ।

୮) ସ୍ତ୍ରୀ ସ୍ୱାମୀକୁ- ଆରେ ଶୁଣୁଛ, ପଡୋଶୀ ପିଙ୍କିକୁ ଗଣିତରେ ୧୦୦ ରୁ ୯୯ ମାର୍କ ମିଳିଛି, ସ୍ୱାମୀ- ଭଲ ୧ ମାର୍କ କେଉଁଆଡେ ଗଲା, ସ୍ତ୍ରୀ- ନିଜ ପୁଅ ନେଇକରି ଆସିଛି ଗୋଟେ ମାର୍କ ଏବେ ଖୁସି ତ ?

୯) ରୋଗୀ- ଡାକ୍ତର୍ ସାର୍- ମୋର ଡାହାଣ ଗୋଡ ବହୁତ ପୀଡା ହେଉଛି, ଡାକ୍ତର- ଏହା ତ ବୟସର ଯୋଗୁଁ ହେଉଛି, ରୋଗୀ- କିନ୍ତୁ ମୋର ବାଁ ଗୋଡ ତ ବୟସ ସେତିକି ଅଛି, ତାହାଲେ ଡାହାଣ ଗୋଡରେ କଣ ପାଇଁ ? ଡାକ୍ତର୍- ଏବେ ବେହୋସ୍

୧୦) ସ୍ୱାମୀ- ମୁଁ ଦୁବାଇ ଯାଉଛି, ସ୍ତ୍ରୀ- ମୁଁ ବି ଯାଊଛି, ମୋତେ ଗହଣା ନେବାର ଅଛି, ସ୍ୱାମୀ-ମୁଁ ସିଙ୍ଗାପୁର୍ ଯାଉଛି, ସ୍ତ୍ରୀ-ମୁଁ ବି ଯାଊଛି, ମୋତେ କସମେଷ୍ଟିକ୍ ନେବାର ଅଛି, ସ୍ୱାମୀ- ମୁଁ ବି ଲଣ୍ତନ ଯାଊଛି, ସ୍ତ୍ରୀ- ମୁଁ ବିଯିବି ମୋତେ ପରଫ୍ୟୁମ୍ ନେବାର ଅଛି, ସ୍ୱାମୀ ଚିଡିକରି- ମୁଁ ନର୍କକୁ ଯାଉଛି, ସ୍ତ୍ରୀ- ଭଗବାନଙ୍କ ଦିଆଯାଇଥିବା ସବୁ କିଛି ଅଛି ବାସ୍ ଖାଲି ନିଜ ଯତ୍ନ ନେଉଥିବ ସେଠି ।

୧୧) ଚିଣ୍ଟୁ- ସାଙ୍ଗ ଗୋଟେ ଗଡବଡ ହୋଇଗଲା, ଗୋଲୁ-କଣ ହେଲା ଭାଇ ? ଚିଣ୍ଟୁ- ମୋର ଗୋଟେ ସାଙ୍ଗ ମୋତେ ସବୁବେଳେ କହୁଛି କିଛି ଅଲଗା କର, ଗୋଲୁ- ହଁ ତ ତୁ କଣ କରିଦେଲୁ, ଚିଣ୍ଟୁ- ମୁଁ ତାର ଗାର୍ଲଫ୍ରେଣ୍ତ ଠାରୁ ଅଲଗା କରିଦେଲି, ଏବେ ମୋତେ ବନ୍ଧୁକ ନେଇ ଖୋଜୁଛି ସେ ।

Leave a Reply

Your email address will not be published. Required fields are marked *